ଝିଅମାନଙ୍କର ଓଠର ଗଠନ କହିଥାଏ ତାଙ୍କର ହୃଦୟର କଥା, ଏମିତି ଜାଣନ୍ତୁ ତାଙ୍କ ହୃଦୟରେ ଲୁଚି ରହିଥିବା କଥା

ଓଠ ମହିଳାମାନଙ୍କର ସେହି ଅଂଶ ଅଟେ, ଯାହା ଉପରେ ଗାଲିବଙ୍କ ଠାରୁ ରୂନା ଅନୱର ପର୍ଯ୍ୟନ୍ତ ସମସ୍ତେ କଲମ ଚାଳାଇଛନ୍ତି । ଏହା ପ୍ରେମର ସୂଚକ ଅଟେ ତେବେ ଅନ୍ୟ ପଟେ କଥା କହିବାର ଜରିଆ ବି ଓ ଏହା ନାରୀମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଥାଏ । ଏହା ସେମାନଙ୍କର ବୁଦ୍ଧି ଓ ଚିନ୍ତାଧାରାର ପରିଚୟ ବି ଦେଇଥାଏ । ଏହା ଦ୍ଵାରା ଆପଣ ମହିଳାମାନଙ୍କର ଓଠର ଆକାର ପ୍ରକାର ଦେଖି ତାଙ୍କର ନେଚର ବିଷୟରେ ଜାଣି ପାରିବେ ।

ପତଳା ଓଠ :

ଯେଉଁ ମହିକା ମାନଙ୍କର ପତଳା ଓଠ, ସେହି ମହିଳାମାନେ ବହୁତ ଭାବୁକ ହୋଇଥାନ୍ତି । କହିବାକୁ ଗଲେ ସେମାନେ ନରମ ସ୍ଵଭାବର ହୋଇ ଥାନ୍ତି । କିନ୍ତୁ ଯଦି କାହା ଉପରେ ରାଗି ଯାଆନ୍ତି ତେବେ ଜଲ୍ଦି କ୍ଷମା କରନ୍ତି ନାହିଁ ।

ମୋଟା ଓଠ :

ମୋଟା ଓଠ ଥିବା ମହିଳାମାନେ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏହିଭଳି ମହିଳାମାନେ ସମସ୍ତଙ୍କ ସହିତ ବନ୍ଧୁତା କରିବାକୁ ଚାହାନ୍ତି । ଏମାନେ ବୁଦ୍ଧିମତୀ ହୋଇଥାନ୍ତି ଓ ସ୍ଵଭାବରେ ବି ଭଲ ହୋଇଥାନ୍ତି ।

ନାଲି ଓଠ :

ଏହିଭଳି ମହିଳାମାନେ ସ୍ମାର୍ଟ ଓ ବୁଦ୍ଧିମତୀ ହୋଇଥାନ୍ତି । ସେଥିପାଇଁ ଏମାନେ ପ୍ରାୟତଃ ଉଚ୍ଚ ପୋଷ୍ଟରେ ହିଁ ରହିଥାନ୍ତି । କିନ୍ତୁ ଏମାନେ ଅଳ୍ପ ଗର୍ବୀ ବି ହୋଇଥାନ୍ତି ।

ଗୋଲାପି ଓଠ :

ଏହିଭଳି ମହିଳାମାନେ ଶାନ୍ତ, ଲଭିଙ୍ଗ ଓ କେୟାରିଙ୍ଗ ହୋଇଥାନ୍ତି, ଏମାନେ ଭଲ ଜୀବନସାଥୀ ପ୍ରମାଣିତ ହୋଇଥାନ୍ତି ।

ପତଳା କିନ୍ତୁ ଶୁଖିଲା ଓଠ :

ଏହିଭଳି ମହିଳାମାନେ ଶାନ୍ତ ହୋଇଥାନ୍ତି , କିନ୍ତୁ ସମସ୍ତଙ୍କ ସହିତ ମିଶନ୍ତି ନାହିଁ । ଏମାନେ ପରିବାରକୁ ନିଜ ସହିତ ନେଇ ଚାଲନ୍ତି ।

ମୋଟା କିନ୍ତୁ ଶୁଖିଲା ଓଠ :

ଏହିଭଳି ମହିଳାମାନେ ବହୁତ ଜିଦ୍ଦୀ ଓ ଚତୁର ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ଝଗଡା କରି ଦିଅନ୍ତି ।

ବଡ ଓଠ :

ଏହିଭଳି ମହିଳାମାନେ ବହୁତ ନାମ ଅର୍ଜନ କରିଥାନ୍ତି ଓ ଏହା ସହିତ ଏମାନେ ବହୁତ ଧନୀ ବି ହୋଇଥାନ୍ତି ।

ପତଳା ଓଠ :

ଏହିଭଳି ମହିଳାମାନେ ଉଚ୍ଚ ପଦ ବିଶିଷ୍ଟ ହୋଇଥାନ୍ତି ଓ ସହଜରେ ସମସ୍ତଙ୍କର କାମ ବି କରିଦିଅନ୍ତି ।

ହାଲୁକା ନାଲି ରଙ୍ଗ :

ଏହି ଭଳି ସ୍ତ୍ରୀମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି ଓ କ୍ୟାରିୟର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।