କୌଣସି ବରଦାନ ଠାରୁ କମ ନୁହେଁ ଏହି ଗଛ, ସୁନା ଠାରୁ ବି ଦାମୀ ମାନିଥାନ୍ତି ଏହାକୁ, କାହିଁକି ନା…

ଗଛ ଲତା ଆମର ସବୁଠୁ ବଡ ସମ୍ପଦ ଅଟେ । ଏହା ଆମର ବାତାବରଣକୁ ଶୁଦ୍ଧ ରଖିଥାଏ । ଆମକୁ ଖାଇବାକୁ ଫଳ ଦେଇଥାଏ ଓ ବଞ୍ଚିବା ପାଇଁ ସବୁଠୁ ବଡ ଜିନିଷ ଅକ୍ସିଜେନ ଦେଇଥାଏ, ଯାହା ଆମକୁ ଗଛ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ । ଏହି କଥାରୁ ଅନ୍ଦାଜ ଲଗାଇ ପାରିବେ କି ଗଛ ଲତା ଆମ ଜୀବନ ପାଇଁ କେତେ ମହତ୍ଵପୂର୍ଣ୍ଣ ଅଟେ ।

ଆଜିର ଏହି ପୋଷ୍ଟରେ ଆମେ ଆପଣମାନଙ୍କୁ ଏକ ଏମିତି ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ ଦାମୀ ଅଟେ । କହିବାକୁ ଗଲେ ଆମେ ଯେଉଁ ଗଛ ବିଷୟରେ କଥା ହେଉଛୁ ତାହାକୁ ସାଧାରଣ ଭାଷାରେ ‘ଲୋହଡୀ’ ନାମ ଦ୍ଵାରା ଜଣା ଯାଇଥାଏ । ପ୍ରାୟତଃ ଏହି ଗଛ ଦେଖିବାକୁ ମିଳିଯାଏ କିନ୍ତୁ ପର୍ଯ୍ୟାପ୍ତ ସୂଚନା ନ ଥିବାରୁ ଲୋକମାନେ ଏହାକୁ ନଜରଅନ୍ଦାଜ କରି ଦିଅନ୍ତି । ପରନ୍ତୁ ଏହି ପୋଷ୍ଟ ପଢିବା ପରେ ଆପଣ ଏହି ଗଛର ମୂଲ୍ୟ ଜାଣି ଯିବେ ।

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଗଛ ଗୁଡିକରେ ବହୁତ ଔଷଧୀୟ ଗୁଣ ଥାଏ । ପ୍ରାଚୀନ କାଳରେ ଲୋକମାନେ ପ୍ରାକୃତିକ ଔଷଧ ଉପରେ ହିଁ ବିଶ୍ଵାସ କରୁଥିଲେ ଓ ବଡ ବଡ ରୋଗ ଗୁଡିକ ଦୂର କରିବା ପାଇଁ ଏହି ଔଷଧ ଗୁଡକିର ବ୍ୟବହାର କରୁଥିଲେ । କିନ୍ତୁ ବଦଳୁଥିବା ସମୟ ସହ ଚିକିଶ୍ଚା କ୍ଷେତ୍ର ବି ବଦଳି ଯାଇଛି ।

କିନ୍ତୁ କେତେକେ ସ୍ଥାନରେ ଆଜି ବି ପ୍ରାକୃତିକ ଔଷଧର ବ୍ୟବହାର କରାଯାଉଛି । ଏହାର ସବୁଠୁ ଖାସ କାରଣ ଏହା ଅଟେ କି, ଏଥିରେ କୌଣସି ଖାସ ସାଇଡ ଇଫେକ୍ଟ ଦେଖିବାକୁ ମିଳେ ନାହିଁ ।

ଆଜି ଆମେ ଯେଉଁ ଗଛ ବିଷୟରେ କଥା ହେଉଛୁ ସେଥିରେ ବି ବିଭିନ୍ନ ଔଷଧୀୟ ଗୁଣ ମିଳିଥାଏ, ଯାହାର ଚିକିଶ୍ଚା କ୍ଷେତ୍ରରେ କୌଣସି ଜବାବ ନାହିଁ । ଆଜି ଆମେ ଆପଣମାନଙ୍କୁ ଲୋହଡୀ ବୃକ୍ଷ ବିଷୟରେ ସମ୍ପୂର୍ଣ ସୂଚନା ଦେବୁ । ଏହା ଏକ ଏମିତି ଗଛ ଅଟେ ଯାହାକୁ ସହଜରେ ଆମ ଘରର ଆଖପାଖରେ ଦେଖିବାକୁ ମିଳିଯାଏ । ଗ୍ରାମୀଣ କ୍ଷେତ୍ରରେ ତ ଏହା ସହଜରେ ମିଳିଯାଏ ।

ଘାସ ଭଳି ଦେଖା ଯାଉଥିବା ଏହି ଗଛ ବିଭିନ୍ନ ଔଷଧୀୟ ଗୁଣ ଦ୍ଵାରା ଭରପୁର ଅଟେ । ଏହି ଗଛରେ ଭିଟାମିନ, ପ୍ରୋଟିନ, କ୍ୟାଲସିୟମ ଓ ଏହ ଛଡା ବି ଅନେକ ପ୍ରକାରର ଖଣିଜ ଦ୍ରବ୍ୟ ବି ପ୍ରଚୁର ମାତ୍ରାରେ ମିଳିଥାଏ । ଏହିଭଳି ଗଛର ଇମ୍ଯୁନିଟି ବହୁତ ଷ୍ଟ୍ରଙ୍ଗ ହୋଇଥାଏ । ଯେଉଁ କାରଣରୁ ଏହି ଗଛ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।