Karishma Kapoor କହିଲେ ନିଜର ଦୁଃଖଭରା କାହାଣୀ, ଯେତେବେଳେ ହନିମୁନ ବାହାନାରେ ମତେ ମୋ ସ୍ଵାମୀ କରିଦେଲେ ନିଲାମ…

ବର୍ତ୍ତମାନ ସମୟରେ କରିସ୍ମା କପୂର ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୂରରେ ଥିଲେ ମଧ୍ୟ ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ପ୍ରତିଦିନ କିଛି ନା କିଛି ଇଭେନ୍ଟ ପାର୍ଟି ରେ ନିଜର ଗର୍ଲ ଗ୍ୟାଙ୍ଗ ସହିତ ନଜର ଆସିଥାନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ କରିସ୍ମା କପୂର ନିଜର ପ୍ରଫେସନାଲ ଲାଇଫ ଠାରୁ ଅଧିକ ନିଜ ପର୍ଶନାଲ ଲାଇଫ କୁ ନେଇ ଚର୍ଚ୍ଚାରେ ରାହୁଥିଲେ । ଯାହା ପଛରେ ତାଙ୍କର ସ୍ଵାମୀ ସଞ୍ଜୟ କପୂର ଥିଲେ ।

ଯିଏ କେବେ କରିସ୍ମାଙ୍କୁ ନିଲାମ କରୁଥିଲେ ତ କେବେ ତାଙ୍କ ମା ଙ୍କୁ କରିସ୍ମା ଙ୍କୁ ମାରିବାକୁ କହୁଥିଲେ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ କରିସ୍ମା କପୂର ଙ୍କ ଚଉଠି ରାତି ବିଷୟରେ ଏମିତି କିଛି ଭୟଙ୍କର କଥା କହିବୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ କରିସ୍ମା କପୂର 90 ଦଶକର ସବୁଠୁ ସୁନ୍ଦର ଅଭିନେତ୍ରୀ ଙ୍କ ମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ବହୁତ ସମୟ ପରେ ୱେବ ସିରିଜ ମାଉଣ୍ଟେନ ହୂଡ ଜରିଆରେ ପୁଣି ଥରେ ଏଣ୍ଟ୍ରି କରିଛନ୍ତି । କିନ୍ତୁ କରିସ୍ମା କପୂର ନିକଟରେ ନିଜ ଚଉଠି ରାତି ବିଷୟରେ କିଛି ଏମିତି କଥା କହିଛନ୍ତି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆପଣଙ୍କୁ କହି ଦେଉଛୁ କି କରିସ୍ମା କପୂର ବର୍ଷ 2003 ରେ ଜଣେ ବିଜିନେସ ମ୍ୟାନ ଙ୍କୁ ବିବାହ କରିଥିଲେ ।

ଏହି ବିବାହରେ ତାଙ୍କୁ 2 ଟି ପିଲା ମଧ୍ୟ ହେଲେ । କିନ୍ତୁ ତାଙ୍କର ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ଏମାନେ 2016 ରେ ଡିଭୋର୍ସ ନେଇଗଲେ । ଆପଣଙ୍କୁ କହି ଦେଉଛୁ କି କରିସ୍ମା କପୂର ସଞ୍ଜୟ କପୂର ଙ୍କ ଦ୍ଵିତୀୟ ପତ୍ନୀ ଥିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କରିସ୍ମା କପୂର ଙ୍କ ପାଇଁ ଏହି ବିବାହ ଫାସିର ଫନ୍ଦା ବନି ଯାଇଥିଲା । ଯେଉଁ କାରଣରୁ ତାଙ୍କୁ ଡିଭୋର୍ସ ଦେବାକୁ ପଡିଲା । ଖବର ଅନୁସାରେ କରିସ୍ମା କପୂର ଏହା କହିଥିଲେ କି ସଞ୍ଜୟ କପୂର କେମିତି ତାଙ୍କ ସହ ଅତ୍ୟାଚାର କରନ୍ତି ।

ଏହି କିଛି ଦିନ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କରିସ୍ମା ନିଜ ସ୍ଵାମୀଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ବିବାହ ପରେ କରିସ୍ମା ଓ ସଞ୍ଜୟ ହନିମୁନ ପାଇଁ ଆମେରିକା ଯାଇଥିଲେ । ହନିମୁନରେ ତାଙ୍କର ପୂର୍ବତମ ସ୍ଵାମୀ ସଞ୍ଜୟ କପୁର କରିସ୍ମାଙ୍କର ନିଲାମି ଲଗାଇଥିଲେ । ଏହି କଥା ବିଷୟରେ କରିସ୍ମା କହିଥିଲେ କି କୌଣସି ଲୋକ ଏହି କଥା ବିଶ୍ଵାସ କରି ନ ପାରନ୍ତି କିନ୍ତୁ ଏହା ସତ । ଆଜ୍ଞା ହଁ, କରିସ୍ମାଙ୍କୁ ହନିମୁନ ବାହାନାରେ ନେଇ ସଞ୍ଜୟ କପୂର ତାଙ୍କର ନିଲାମି ଲଗାଇଥିଲେ ।

ଏହା ସହିତ ଯେତେବେଳେ କରିସ୍ମା ପ୍ରଥମ ଥର ପ୍ରେଗ୍ନେଣ୍ଟ ଥିଲେ ସେତେବେଳେ କରିସ୍ମା ଫିଟ ଦେଖା ଯାଉନଥିଲେ । ଏହା ଦ୍ଵାରା କରିସ୍ମାଙ୍କ ଶାଶୁ କରିସ୍ମାଙ୍କ ଉପରେ ଦୁର୍ବ୍ୟବହାର ଓ ମାରପିଟ ମଧ୍ୟ କରୁଥିଲେ । ମାରପିଟର ଚିହ୍ନକୁ କରିସ୍ମା ମେକଅପ୍ ଦ୍ଵାରା ଲୁଚାଉ ଥିଲେ । ଏହି ଦୁଇଜଣ ବର୍ତ୍ତମାନ ଅଲଗା ହୋଇସାରିଛନ୍ତି । ହେଲେ ଏହି ଦୁଇଜଣଙ୍କର ପିଲା କରିସ୍ମାଙ୍କ ପାଖରେ ରହୁଛନ୍ତି । କରିସ୍ମାଙ୍କ ଝିଅ ସମ୍ୟାରା ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାର ଖବର ଆସିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।