ଏକା ଥରକେ ମାଡି ଆସୁଛି ଦୁଇ ଦୁଇଟି ବାତ୍ୟା, କେଉଁଠି ତାଣ୍ଡବ କରିବ କଣ ହେବ ସତ କଣ ଦେଖନ୍ତୁ !

ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି କି ବଙ୍ଗୋପସାଗରରେ ପୁଣି ଥରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବାକୁ ଯାଉଛି । ଯେଉଁ କାରଣରୁ ଆସନ୍ତା ୧୧ ତାରିଖରୁ ଓଡିଶାର ଅଧିକାଂଶ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । କେବଳ ଏତିକି ନୁହେଁ ଏହି ସବୁ ମଧ୍ୟରେ ଏହା ବି ଶୁଣିବାକୁ ମିଳୁଛି କି ଆସନ୍ତା କିଛି ଦିନ ମଧ୍ୟରେ ଗୋଟିଏ ନୁହେଁ ଦୁଇ ଦୁଇଟି ବାତ୍ୟା ଓଡିଶା ଆଡକୁ ମାଡି ଆସୁଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏହି ବାତ୍ୟା ବିଷୟରେ ଓ ବାତ୍ୟାର ପ୍ରଭାବ କେଉଁ କେଉଁ ଜିଲ୍ଲାରେ ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଓଡିଶାର ପାଣିପାଗରୁ ମିଳିଥିବା ସୂଚନା ଅନୁସାରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହାକି ଧୀରେ ଧୀରେ ଘନୀଭୂତ ହେଉଛି ।

ଏହା ସହିତ ଆଉ ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ଧାରଣ କରିବା ଦ୍ଵାରା ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ସେଥିପାଇଁ ୧୧ଟି ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଦା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ମାଲକାନାଗିରି । ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ଶୁଣିବାକୁ ମିଳୁଥିବା କି ଏହି ଲଘୁଚାପ କିଛି ସମୟ ପରେ ବାତ୍ୟାର ରୂପ ନେଇ ପାରେ । ଯାହାକି ଭୁଲ ଅଟେ । ଆମର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ର ଓ ଭାରତର ପାଣିପାଗ ସୂଚନା ଅନୁସାରେ ସେମାନେ ଯାହା ଭବିଷ୍ୟବାଣୀ କରୁଥିଲେ ତାହା ହିଁ ସଠିକ ଅଟେ । ସେମାନଙ୍କର କହିବା ଅଟେ କି କୌଣସି ବି କ୍ଷେତ୍ରରେ ଏହି ଲଘୁଚାପ ବାତ୍ୟାର ରୂପ ନେବ ନାହିଁ । ଏମିତିରେ ଆପଣ ଜାଣି ନିଅନ୍ତୁ କି ଓଡିଶାରେ କୌଣସି ବି ପ୍ରକାରର ବାତ୍ୟା ହେବାର ସମ୍ଭାବନା ନାହିଁ ।

ଦୁଇଟି ବାତ୍ୟା ବିଷୟରେ କହିବା ତେବେ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକମାନେ ଏହା ଶୁଣିଥିବେ କି କିମ୍ବା ଦେଖିଥିବେ କି ଦୁଇ ଦୁଇଟି ବାତ୍ୟା ମାଡି ଆସୁଛି ଯାହାକି ପୂରାପୂରି ଭୁଲ ଖବର ଅଟେ । କହିବାକୁ ଗଲେ କେତେକ ଲୋକମାନେ ଏହିଭଳି ଭୁଲ ପ୍ରଚାର କରୁଛନ୍ତି । କିନ୍ତୁ ଏହିଭଳିକିଛି ବି ହେବ ନାହିଁ । ଦୁଇଟି କଣ ଗୋଟିଏ ହେଲେ ବି ବାତ୍ୟା ଓଡିଶାରେ ନଜର ଆସିବ ନାହିଁ । ଆଗକୁ କେବଳ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି ଓ ସେହି କାରଣରୁ କେତେଲ ଜିଲ୍ଲାରେ ବର୍ଷା ହୋଇପାରେ । ଏମିତିରେ ଆପଣ ଆତଙ୍କିତ ହୁଅନ୍ତୁ ନାହିଁ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।