ଦେଖନ୍ତୁ କେତେ ଅଛି ଆଜି 9 ଅକ୍ଟୋବରର Gold rate

କରୋନା ଭାଇରସ କାରଣରୁ ସବୁ କ୍ଷେତ୍ରକୁ ଓ ସମସ୍ତଙ୍କର କ୍ଷତି ହୋଇଛି । ଏହି ସଙ୍କଟ ସମୟରେ ଅଧିକାଂଶ ଜିନିଷର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି ଜିନିଷ ଗୁଡିକ ମଧ୍ୟରେ ସୁନା ଏବଂ ରୂପା ଅନ୍ୟତମ । ଗତ କିଛି ଦିନ ହେବ ବଜାରରେ ସୁନା ଏବଂ ରୂପାର ଦାମ ବହୁତ ବୃଦ୍ଧି ପାଇବାରେ ଲାଗି ଥିଲା । ଯେଉଁ କାରଣରୁ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ବିଶେଷ କରି ସାଧାରଣ ଲୋକମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

କିନ୍ତୁ ବର୍ତ୍ତମାନ ସମୟରେ ସୁନାର ମୂଲ୍ୟ ଆଗ ଅପେକ୍ଷା ବହୁତ କମ ହୋଇ ଯାଇଛି । ଏମିତିରେ ଜଣେ ସାଧାରଣ ଲୋକ ସୁନା କିଣି ପାରିବ । ଯଦି ବର୍ତ୍ତମାନର ବଜାର ଉପରେ ନଜର ପକାଇବା ତେବେ ପ୍ରତି ଦୁଇ ଦିନ ଛଡା ସୁନାର ଦାମ ବଢୁଛି ନଚେତ କମ ହେଉଛି ।

ଏମିତିରେ ଆଜି ୯ ଅକ୍ଟୋବର ୨୦୨୦ରେ ସୁନାର ମୂଲ୍ୟ କେତେ ଅଛି ଚାଳନ୍ତୁ ଜାଣିବା । ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୭୫ ଟଙ୍କା, ୮ ଗ୍ରାମକୁ ୩୨,୬୦୦ ଟଙ୍କା, ୧୦ ଗ୍ରାମକୁ ୪୦,୭୫୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୦୭,୫୦୦ ଟଙ୍କା ଅଛି । ଏମିତିରେ କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୨୩୮ ଟଙ୍କା ବଢିଛି ।

ସେହିଭଳି ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୮୪୨ ଟଙ୍କା, ୮ ଗ୍ରାମକୁ ୩୮,୭୩୬ ଟଙ୍କା, ୧୦ ଗ୍ରାମକୁ ୪୮,୪୨୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୪,୨୦୦ ଟଙ୍କା ଅଛି ଏବଂ ଆଜି ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୪୨୦ ଟଙ୍କା ବଢିଛି । ସେହିଭଳି ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୮୨ ଟଙ୍କା, ୮ ଗ୍ରାମକୁ ୪୨,୨୫୬ ଟଙ୍କା, ୧୦ ଗ୍ରାମକୁ ୫୨,୮୨୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୨୮,୨୦୦ ଟଙ୍କା ଅଛି ଏବଂ ଆଜି ୨୪ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୪୬୦ ଟଙ୍କା ବଢିଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୧.୪୦ ଟଙ୍କା, ୮ ଗ୍ରାମକୁ ୪୯୧.୨୦ ଟଙ୍କା, ୧୦ ଗ୍ରାମକୁ ୬୧୪ ଟଙ୍କା, ୧୦୦ ଗ୍ରାମକୁ ୬,୧୪୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୪୦୦ ଟଙ୍କା ଅଛି । କହିବାକୁ ଗଲେ କାଲି ଅପେକ୍ଷା ଚାନ୍ଦି ଆଜି ୧ କିଲୋକୁ ୪୦୦ ଟଙ୍କା ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।