ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ର ନାଏରା ର ରିଅଲ ଲାଇଫ ମାଆ ଓ ଭଉଣୀ ଦେଖିବାକୁ ବହୁତ ସୁନ୍ଦର, ଆପଣ ବି ଦେଖନ୍ତୁ !!

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଳସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ସବୁଠାରୁ ଅଧିକ ଦିନ ଧରି ଚାଲୁଥିବା ସିରିଆଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ସିରିଆଲ କୁ ବର୍ତ୍ତମାନ ପାଖାପାଖି ୧୨ ବର୍ଷ ପୂର୍ଣ୍ଣ ହୋଇ ସାରିଛି । ଏହି ଟିଭି ସିରିଆଲ ୨୦୦୯ ମସିହା ୧୨ ଜାନୁଆରୀ ରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଧାରାବାହିକ ଟିଭି ରେ ପ୍ରସାରିତ ହେଉଛି ।

ଏହି ସିରିଆଲ ରେ ସମସ୍ତ କଳାକାର ନିଜର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଏହି ସିରିଆଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ନାଏରା ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଛନ୍ତି ।

ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।କିନ୍ତୁ କଣ ଆପଣ ମାନେ ତାଙ୍କର ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ନାଏରା ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି ‘ଶିବାଙ୍ଗୀ ଯୋଶୀ’ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୮ ମଇ ୧୯୯୫ ମସିହାରେ ମହାରାଷ୍ଟ୍ର ର ପୁନେ ରେ ହୋଇଥିଲା । ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ସିରିଆଲ ‘ପର୍ବରିସ-କୁଛ ଖଟ୍ଟୀ କୁଛ ମିଠି’ ରୁ କରିଥିଲେ । ଏହାପରେ ତାଙ୍କୁ ଅନେକ ଟିଭି ସିରିଆଲ ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଅଭିନେତ୍ରୀ ଶିବାଙ୍ଗି ଯୋଶୀ ଙ୍କୁ ଅସଲ ପରିଚୟ ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରୁ ହାସଲ ହୋଇଥିଲା ।

ଅଭିନେତ୍ରୀ ଶିବାଙ୍ଗି ଯୋଶୀ ଙ୍କ ରିଅଲ ଲାଇଫ ଓ ଫ୍ୟାମିଲି ସମ୍ବନ୍ଧରେ ଯଦି କହିବା ତେବେ, ତାଙ୍କ ସମେତ ତାଙ୍କର ପିତା ମାତା ଏବଂ ଭଉଣୀ ରୁହନ୍ତି ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ବଏଫ୍ରେଣ୍ଡ ମୋହସିନ ଖାଁ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ତାଙ୍କ ସହିତ ଏହି ସିରିଆଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ।

ଅଭିନେତ୍ରୀ ଶିବାଙ୍ଗି ଯୋଶୀ ଙ୍କ ମାଆ ଙ୍କ ନାଁ ‘ଯଶୋଦା ଯୋଶୀ’ ଅଟେ । ତାଙ୍କ ଭଉଣୀ ଙ୍କ ନାଁ ‘ଶୀତଲ ଯୋଶୀ’ ଅଟେ । ଶୀତଲ ମଧ୍ୟ ତାଙ୍କ ଭଉଣୀ ଶିବାଙ୍ଗି ଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଏବଂ ଗ୍ଲାମରିଅସ ଅଟନ୍ତି ।ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଶିବଙ୍ଗୀ ଯୋଶୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।