ଚିକେନ ଓ ଅଣ୍ଡା ଠାରୁ ମଧ୍ୟ ଅଧିକ ତାକତବର ଅଟେ ଭିଜା ବାଦାମ, ଯାହାର ଫାଇଦା ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ- Health Tips

ଯଦି କୌଣସି ଲୋକେ ମୋଟା ହେବ ପାଇଁ ଇଛା କରନ୍ତି ତେବେ ସେମାନଙ୍କୁ ଲୋକେ ଚିକେନ ଓ ମଟନ ଖାଇବା ପାଇଁ କହିଥାନ୍ତି । ଆପଣ ମାନେ ଜାଣିଛନ୍ତି କି ଯଦି ଆପଣ ଚିନା ବାଦାମ ଖାଉଛନ୍ତି ଏହା ମଧ୍ୟ ଆପଣଙ୍କୁ ମୋଟା ଓ ଦେହ ସୁସ୍ଥ ମଧ୍ୟ ରଖିଥାଏ । ମଟନ ଓ ଚିକେନ ଭିତରେ ଥିବା ଶକ୍ତି ଚିନା ବାଦାମ ଭିତରେ ରହିଛି । ତାମଧ୍ୟରେ ଏପରି କିଛି ଜିନିଷ ଅଛି ଯାହାକି ଆମ ଶରୀରର ପାଇଁ ବହୁତ ଆବଶ୍ୟକ । ଯଦି ଆପଣଙ୍କ ମୂହରେ କୌଣସି ଦାଗ ଦେଖା ଯାଉଛି ତେବେ ଆପଣ ଏହାକୁ ଖାଇବା ଫଳରେ ଏହା ଆପଣଙ୍କ ମୁହଁରେ ଦେଖା ଯାଏ ନାହିଁ ।

କହିବାକୁ ଗଲେ ବାଦମରେ ମଟନ ଭିତରେ ଥିବା ଦୁଇ ଗୁଣ ଶକ୍ତି ରହିଥାଏ ଓ ଅଣ୍ଡାରେ ଯେତିକି ପ୍ରୋଟିନ ଥାଏ ତା ଠାରୁ ଅଢେଇ ଗୁଣ ଅଧିକ ଶକ୍ତି ମିଳିଥାଏ । ଏବଂ ଯଦି ଆମେ ଫଳ କଥା କହିବା ତେବେ ଫଳ ଠାରୁ ୭ ଗୁଣା ଅଧିକା ଶକ୍ତି ଥାଏ ।

ଆପଣ ଯଦି ୧୦୦ ଗ୍ରାମ ବାଦମ ଖାଉଛନ୍ତି ତେବେ ଏହା ଆପଣଙ୍କର ଏକ ଲିଟର କ୍ଷୀର ସହିତ ସମାନ ଅଟେ ଓ ସବୁଠୁ ବଡ କଥା ହେଉଛି ଯଦି ଆପଣ ଚିନା ବାଦାମ ପ୍ରତ୍ୟେକ ଦିନ ଖାଉଛନ୍ତି ତେବେ ଏହା ଆପଣଙ୍କର ହଜମ ଶକ୍ତି ମଧ୍ୟ ବଢାଇ ଥାଏ । ଚିନା ବାଦାମରେ ଥିବା ଆଣ୍ଟିଆକ୍ସିଡେଣ୍ଟ, ନିଉଟ୍ରିସନ ଓ ମିନେରାଲ ଥିବା ହେତୁ ଏହା ଆମ ଭିତରେ ଥିବା ଖରାପ କୋଲୋଷ୍ଟ୍ରୋଲକୁ ବାହାର କରିଥାଏ ଓ ଏହା ଭଲ କୋଲୋଷ୍ଟ୍ରୋଲ ମଧ୍ୟ ତିଆରି କରିଥାଏ ।

ଚିନା ବାଦାମ ଖାଇବା ଫଳରେ ଆମ ଭିତରେ ଶକ୍ତି ବଢିବା ସହିତ ଓ ଆମକୁ ବହୁତ ଗରମ ମଧ୍ୟ ଲାଗିଥାଏ । ଖାଇ ସାରିବା ପରେ ଯଦି ଆପଣ ଏହାକୁ ଖାଉଛନ୍ତି ତେବେ ଏହା ନିଜେ ଖାଇଥିବା ଖାଦ୍ୟକୁ ବହୁତ ସହଜରେ ହଜମ କରିଥାଏ । ଏହାକୁ ଯଦି ଆପଣ ପ୍ରତ୍ୟକ ଦିନ ଖାଉଛନ୍ତି ତେବେ ଆପଣ ପତଳାରୁ ମୋଟା ହୋଇ ପାରିବେ ।

ଯେଉଁ ମାନଙ୍କୁ ଶ୍ଵାସ ରୋଗ ଥିବ ତେବେ ଆପଣ ଏହାକୁ ଖାଇବା ଫଳରେ ଆପଣଙ୍କର ଆସ୍ଥମା ରୋଗ ଭଲ ହୋଇଯିବାର ଅଧିକ ସମ୍ଭାବନା ଥାଏ । ଯେଉଁ ମାନଙ୍କୁ ଅଧିକ ଗରମ ଲାଗୁଛି ତେବେ ଏହାକୁ ଆପଣ କମ ଖାଇବା ଉଚିତ । ଯଦି ଆପଣ ଅଧିକା ଖାଇବାକୁ ଚାହୁଞ୍ଚନ୍ତି ତେବେ ଆପଣ ଏହାକୁ ରାତିରେ ଶୋଇଲା ସମୟରେ ନିଜ ହାତର ଏକ ମୁଠା ପାଣିରେ ଭିଯାଇ ଦିଅନ୍ତୁ ।

ସେହି ଭିଜା ଥିବା ଚିନା ବାଦାମକୁ ଆପଣ ସକାଳୁ ଉଠି ଖାଇ ପାରିବେ । ଏହାକୁ ଯଦି ଆପଣ ରାତିରେ ଭିଯାଇ ରଖୁଛନ୍ତି ତେବେ ତାଭିତରେ ଥିବା ଅତ୍ୟଧିକ ଗରମ ଶକ୍ତି କଟିଯାଏ ଯାହା ଫଳରେ ଆପଣ ତାକୁ ଖାଇବା ଦ୍ଵାରା ଆପଣଙ୍କୁ ଗରମ ଲାଗି ନଥାଏ । ଯଦି ଆପଣଙ୍କର ଭଲ ଭାବରେ ପେଟ ସଫା ହେଉ ନାହିଁ ତେବେ ଆପଣ ଏହାକୁ ଖାଇ ସେଥିରୁ ମୁକ୍ତି ପାଇ ପାରିବେ ।

ଏହାକୁ ଆପଣ ସକାଳେ ଖାଇ ସାରିବା ପରେ ଖାଇ ପାରିବେ ବା ଦିନ ଦୀପ୍ରହର ଖାଦ୍ୟ ଖାଇ ସାରିବା ପରେ ମଧ୍ୟ ଏହାକୁ ଖାଇ ପାରିବେ । ଯଦି ଆପଣ ମୋଟା ଅଛନ୍ତି ତେବେ ବହୁତ ଶୀଘ୍ର ପତଳା ହୋଇଯିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ଯଦି ଆପଣ ପତଳା ଅଛନ୍ତି ତେବେ ଏହାକୁ ଖାଇ ମଧ୍ୟ ଶକ୍ତି ବଢାଇ ପାରିବେ ।  ଯଦି ଆପଣ ଏହି ପରି ଖାଉଛନ୍ତି ଆପଣଙ୍କ ମୁହଁ ମଧ୍ୟ ସତେଜ ପରି ଦେଖା ଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।