Aseema Panda ଙ୍କ ଓଡିଆ ‘Sami Sami’ ଗୀତରେ ଏମିତି ଜମେଇ କି ନାଚିଲେ ଏହି ଛୋଟ ପିଲା 2 ଜଣ, ଯାହା ଏବେ ହେଉଛି ଖୁବ ଭାଇରାଲ ! ଥରେ ଦେଖନ୍ତୁ ଏହି Video, ଫୁଲ ମଜା ଆସିଯିବ !

ନମସ୍କାର ବନ୍ଧୁଗଣ ତେବେ ପୁଷ୍ପା ଫିଲ୍ମର ସାମି ସାମି ଗୀତ ଦେଶରେ ଭାରି ଟ୍ରେଣ୍ଡରେ ରହିଥିବା ବେଳେ ଏବେ ଓଡ଼ିଶାରେ ଭାଇରାଲ୍‌ ହେଉଛି ସ୍ୱାମୀ ସ୍ୱାମୀ ଗୀତ । ଏହି ଫିଲ୍ମ ରେ ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ରଶ୍ମିକା ଙ୍କର ଅଭିନୟ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି । ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର ଗୀତ ଗୁଡିକ ଯାହାକି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ରିଲ ଭିଡିଓ ଦେଖିବାକୁ ମିଳିଛି ଆଉ ଖୁବ ଭାଇରଲ ହେଉଛି ମଧ୍ୟ ତେବେ ସବୁଠାରୁ ଅଧିକ “ସାମୀ ସାମୀ” ଗୀତରେ ଭାଇରଲ ହେଉଥିବା ଆପଣ ଦେଖୁଥିବେ । ଏମିତିକି ଓଡ଼ିଶାରେ ସ୍ୱାମୀ ମୋ ସ୍ୱାମୀ ଗୀତର ଟ୍ରେଣ୍ଡ ବଢୁଛି । ଫଳରେ ଛକ ଛକରେ ପ୍ରତି ବ୍ୟାଣ୍ଡ ପାର୍ଟିରେ ବାଜୁଛି ସ୍ୱାମୀ ସ୍ୱାମୀ । ଏହି ଓଡ଼ିଆ ଗୀତଟି ଏତେ ଲୋକପ୍ରିୟ ହୋଇଛି ଯେ ଯେଉଁଠି ଶୁଣିବେ କିଏ ନା କିଏ ଏହି ଗୀତକୁ ବଜାଉଥିବେ ନଚେତ୍‌ ଶୁଣିଥିବେ ।

ତେବେ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଓ ଗାୟିକା ଅସୀମା ପଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି । ଆଉ ଏହି ଗୀତକୁ ନେଇ ଏବେ ଭାରି ଚର୍ଚ୍ଚା । ଏହି ଗୀତ ଏବେ ସୋସିଆଲ ମିଡିଆରେ ସେନସେସନ୍‌ ପାଲଟିଛି । ଆଉ ଏହି ଗୀତକୁ ନେଇ ଏବେ ସମସ୍ତଙ୍କର ଚର୍ଚ୍ଚା । ଲୋକମାନେ କହିବାରେ ଲାଗିଲେଣି କି ତେଲୁଗର ସାମି ସାମି ଗୀତକୁ ଫୁଲ ଦମ୍‌ରେ ଟକ୍କର ଦେଉଛି ସ୍ୱାମୀ ସ୍ୱାମୀ ଗୀତ ।

କେବଳ ଦେଶରେ ନୁହେଁ ବରଂ ଓଡ଼ିଶାରେ ବି ପୁଷ୍ପାର ଟ୍ରେଣ୍ଡ ଏବେ ଜୋର ସୋରରେ ଦେଖିବାକୁ ମିଳିଛି । ତେବେ ଏହି ଗୀତ ଟିରେ ଅସୀମା ପଣ୍ଡା ଙ୍କର ଆଇଟମ ଗାଇବା ଆନ୍ଦାଜ ଆଉ ତା ସାଂଗ କୁ ହ୍ୟୁମାନ ସାଗର ଙ୍କର ଫିଲିଙ୍ଗସ ଭରା ଗୀତ ଗାଇବା ପରି ଗାଇଛନ୍ତି । ତେବେ ଗୀତ ଟିରେ ସବୁଠାରୁ ଆକୃଷ୍ଟ ହୋଇଛି ତାର ପଦ ଯେଉଁ ଥିରେ ସେ ଗାଇଛନ୍ତି କି,” ଭୋକ ନାହିଁ ନିଦ ନାହିଁ….. କେବଳ ତୋରି ପାଇଁ ମୋର ସ୍ୱାମୀ… ମଜନୁ ସାମୀ “ ।


ତେବେ ସେହିପରି ହ୍ୟୁମାନ ସାଗର ମଧ୍ୟ ଗାଇଛନ୍ତି “ତୁ ମୋରୀ ପତ୍ନୀ ସାଜିବୁ ଗୋରୀ ,ରୋଷେଇ କରି ଦେବୁ ଖାଇବା ପାଇଁ ମୁଁ ତୋର ସ୍ୱାମୀ… ଦିୱାନ ସ୍ୱାମୀ ପାଗଳ ସ୍ୱାମୀ… ମୁଁ ତ ସ୍ୱାମୀ ତୋର ସ୍ୱାମୀ ତୋର ସ୍ୱାମୀ” । ତେବେ ବର୍ତ୍ତମାନ ଏହି ଗୀତ ଟିକୁ ପ୍ରାୟ ସମସ୍ତେ ଦେଖଛନ୍ତି ଏବଂ ସମସ୍ତ ଙ୍କର ମୋବାଇଲ , ବାହାଘର ଜନ୍ମ ଦିନ ସବୁ ପାର୍ଟି ରେ ଏହି ଗୀତଟି ଆଗ ଶୁଣିଛନ୍ତି ଲୋକମାନେ । ତେବେ ମାତ୍ର କେତେ ଘଂଟା ମଧ୍ୟରେ ଏହି ଗୀତ ଟି ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ତେବେ ଏହି ଗୀତ ଟି ରେ ଅଭିନୟ କରିଛନ୍ତି ଅଭିନେତା ରିତେଶ ଏବଂ ଅଭିନେତ୍ରୀ ନନ୍ଦିନୀ । ତେବେ ଦୁହେଁ ଏହି ଗୀତରେ ବହୁତ ସୁନ୍ଦର ଭାବରେ ନାଚିବା ସହ ସୁନ୍ଦର ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି ଏବଂ ଏହା ଗୋଟିଏ ଦିନରେ ଏଗାର ଲକ୍ଷ ଭିୟୁ ହୋଇ ସାରିଲେଣି । ତେବେ ସମସ୍ତେ ଏହି ଗୀତ କୁ ଖୁବ ପସନ୍ଦ କରୁଛନ୍ତି ଏବଂ ଗୀତରେ ଅଭିନୟ କରିଥିବା କଳାକାର ଙ୍କ ନୃତ୍ୟ କୁ ମଧ୍ୟ ପ୍ରଶଂସା କରିଛନ୍ତି । ତେବେ ଏହା ବର୍ତ୍ତମାନ ଏକ ନମ୍ବର ଟ୍ରେଣ୍ଡ ରେ ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।