GK Questions and Answers: କିଏ ଚାଲିଥାଏ ଥକି ପଡିଲେ ବେକ କଟା ହୁଏ ? ଉତ୍ତର ଜାଣିଥିଲେ କୁହନ୍ତୁ !

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- କଇଁଛର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୨୦ ବର୍ଷ

୨- ତିମିର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୫୦୦ ବର୍ଷ

୩- ସିଂହର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୭୦ ବର୍ଷ

୪- ବାଘର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୦ ରୁ ୧୫ ବର୍ଷ

୫- ଭାଲୁର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୩୦ ବର୍ଷ

୬- ଗଧର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୩୫ ବର୍ଷ

୭- ବିଲେଇର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୦ ରୁ ୧୨ ବର୍ଷ

୮- ମାଙ୍କଡର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୫ ବର୍ଷ

୯- କୁମ୍ଭୀରର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୩୦ ବର୍ଷ

୧୦- ମୂଷାର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୪ ବର୍ଷ

୧୧- ସାପର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୦ ବର୍ଷ

୧୨- ଓଟର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୫୦ ବର୍ଷ

୧୩- ପାରାର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୨୦ ବର୍ଷ

୧୪- କୁକୁଡାର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୫ ବର୍ଷ

୧୫- ପେଚାର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୨୦ ବର୍ଷ

୧୬- ମେଣ୍ଢାର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୫ ବର୍ଷ

୧୭- କାଉର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୦୦ ବର୍ଷ

୧୮- ହଂସର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୨୦ ରୁ ୨୫ ବର୍ଷ

୧୯- ମୟୂରର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୨୫ ବର୍ଷ

୨୦- କିଏ ଚାଲିଥାଏ ଥକି ପଡିଲେ ତା’ ବେକ କଟା ହୁଏ ?

ଉ: ପେନସିଲ

ଆମ ପୋଷ୍ଟ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ । ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।