ଅକ୍ଟୋବର ମାସରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ଅନ୍ୟମାନଙ୍କ ଠାରୁ ଅଲଗା – ଜାଣନ୍ତୁ ଏମାନଙ୍କୁ ନେଇ କିଛି ବଡ ରାଜ୍

ଅକ୍ଟୋବର ମାସରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ଅନ୍ୟମାନଙ୍କ ଠାରୁ ଅଲଗା – ଜାଣନ୍ତୁ ଏମାନଙ୍କୁ ନେଇ କିଛି ବଡ ରାଜ୍

ଆପଣଙ୍କ ଜନ୍ମ ମାସରୁ ବି ଜଣା ପଡେ ଆପଣଙ୍କ ବିଷୟରେ କିଛି ରାଜ୍ । ଜ୍ଯୋତିଷ ଅନୁସାରେ ଆପଣଙ୍କ ଜୀବନର କିଛି ସାଧାରଣ କଥା ଆପଣଙ୍କ ଜନ୍ମ ମାସ ସହ ଜଡିତ ଥାଏ । କୌଣସି ବ୍ଯକ୍ତିର ସ୍ଵଭାବ ଓ ବ୍ଯକ୍ତିର ରାଜ୍ ଆପଣ ତାଙ୍କର ଜନ୍ମ ମାସରୁ ଜାଣିପାରିବେ । ତେବେ ଆଜି ଆମେ ଆପଣଙ୍କୁ କୁଣ୍ଡଳୀରୁ ବା ରାଶିରୁ ନୁହେଁ ବରଂ ଜନ୍ମ ମାସରୁ ଆପଣଙ୍କୁ କହିବୁ ଆପଣଙ୍କ ବିଷୟରେ କିଛି ଖାସ୍ କଥା । ଏହି ଲେଖା ମାଧ୍ୟମରେ ଆଜି ଆମେ ଅକ୍ଟୋବର ମାସରେ ଜନ୍ମ ନେଇଥିବା ଲୋକଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି ଅକ୍ଟୋବରରେ ଜନ୍ମିତ ଲୋକ ।

ଅନ୍ୟଙ୍କ ଠାରୁ ଅଲଗା-

ଏମିତି ତ ସବୁ ଲୋକ ସମସ୍ତଙ୍କ ଠାରୁ ଅଲଗା ଅଟନ୍ତି । ସମସ୍ତଙ୍କ ର କିଛି ନା କିଛି ଖାସ ଥାଏ । ଏହି କଥା ତ ସତ କି ସବୁ ମାସରେ ଜନ୍ମ ହୋଇଥିବା ଲୋକଙ୍କ ବ୍ୟବହାର ଅଲଗା ହୋଇଥାଏ । କିନ୍ତୁ ଅକ୍ଟୋବର ରେ ଜନ୍ମିତ ଲୋକଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ ।

ବୁଝିବା ଶକ୍ତି-

କୌଣସି ଜିନିଷ ଜାଣିବାକୁ ଇଚ୍ଛା ଥିଲେ ପ୍ରଥମେ ତାକୁ ଭଲ ଭାବରେ ବୁଝିବା ଦରକାର । ଏମାନଙ୍କର ରାଜନୀତି ପ୍ରତି ବହୁତ ଆଗ୍ରହ ଥାଏ । ଏହି ଲୋକ ଦେଶ ଓ ସମାଜକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତି ।

କମ କୁହନ୍ତି ଓ ଠିକ କୁହନ୍ତି-

ଏମାନେ ବହୁତ ଭାବିଚିନ୍ତି କଥା କୁହନ୍ତି । ଏମାନଙ୍କ କଥା କହିବାର ଶୈଳୀ ବହୁତ ସୁନ୍ଦର । ବେକାର କଥା ଏମାନଙ୍କୁ ପସନ୍ଦ ନୁହେଁ । କୌଣସି କଥା କହିବା ଆଗରୁ ବହୁତ ଭାବିକି କୁହନ୍ତି ।

ମାର୍ଗଦର୍ଶକ-

ଏହି ମାସରେ ଜନ୍ମ ହୋଇଥିବା ଲୋକ କେତେ ଲୋକଙ୍କର ଆଦର୍ଶ ହୋଇଥାନ୍ତି । ଏମାନେ ସବୁ କ୍ଷେତ୍ରରେ ନିଜର ଆଗ୍ରହ ରଖି ଚେଷ୍ଟା କରିଥାନ୍ତି । ସମାଜରେ ଏକ ଭଲ ମଗଦର୍ଶକ ର ଭୂମିକା ନିଭାଇଥାନ୍ତି ଏମାନେ ।

ଦେଖିବାକୁ ସୁନ୍ଦର-

ଏହି ମାସରେ ଜନ୍ମ ନେଇଥିବା ଲୋକ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଗୋଟେ ନଜରରେ ଏମାନେ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି ।

ରୋମାନ୍ଟିକ-

ଏମାନେ ପ୍ରାୟ ରୋମାନ୍ଟିକ ସ୍ଵଭାବର । ନିଜ ସାଥୀଙ୍କୁ ବହୁତ ଭଲ ପାଆନ୍ତି ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ