ଆଳୁ ଖାଇବାର ଫାଇଦା ତ ଆପଣ ଜାଣିଥିବେ- କିନ୍ତୁ ଏହା ଖାଇବା ଦ୍ଵାରା କଣ କ୍ଷତି ହୋଇଥାଏ ଜାଣି ନିଅନ୍ତୁ ନ ହେଲେ…

ଆଳୁ ଖାଇବାର ଫାଇଦା ତ ଆପଣ ଜାଣିଥିବେ- କିନ୍ତୁ ଏହା ଖାଇବା ଦ୍ଵାରା କଣ କ୍ଷତି ହୋଇଥାଏ ଜାଣି ନିଅନ୍ତୁ ନ ହେଲେ…

ଆଳୁ କୁ ପରିବା ମଧ୍ୟରେ ରାଜା ବୋଲି କୁହାଯାଏ, କାହିଁକି ନା କିଛି ପରିବା ଏମିତି ଅଛନ୍ତି ଯାହା ଆଳୁ ନ ପଡିଲେ ରୋଷେଇ ହୋଇପାରିବ ନାହିଁ । ଆଳୁ ରେ ବହୁତ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ବହୁତ ଲୋକଙ୍କୁ ଆଳୁ ବହୁତ ପସନ୍ଦ ମଧ୍ୟ । ଆଳୁ ଖାଇବା ଦ୍ଵାରା ମିଳୁଥିବା ଫାଇଦା ତ ଆପଣ ଜାଣି ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଆଳୁ ଖାଇବା ଦ୍ଵାରା କଣ ସବୁ ରୋଗ ସୃଷ୍ଟି ହୁଏ ସେ ବିଷୟରେ କହିବୁ । ଆଳୁ ରୁ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ମିଳେ । ଯାହା କି ଆମ ଶରୀର ପାଇଁ ଅତ୍ୟନ୍ତ ଖରାପ । ଏବେ ଆପଣ ଭାବୁଥିବେ ଆଳୁ ରେ ଏମିତି କଣ ସବୁ ଖରାପ ଗୁଣ ଅଛି ଯାହା ଆମ ଶରୀର ପାଇଁ ଖରାପ । ଏବେ ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ ।

ଓଜନ ବଢାଇ ଥାଏ

ଆଳୁ ରେ ଫାଇବର ଓ ଭିଟାମିନ “ସି” ମିଳିଥାଏ । ଏହା ଶରୀରରେ ଓଜନ ବଢାଇ ଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁ ଥାନ୍ତି ତେବେ ଆପଣ ଆଳୁ ର ସେବନ ବନ୍ଦ କରି ଦିଅନ୍ତୁ ।

ଆଣ୍ଠୁ ଗଣ୍ଠି ରୋଗ

 

ଆଳୁ ରେ କାର୍ବୋହାଇଡ୍ରେଟ ମିଳେ, ଯାହା ଆଣ୍ଠୁ ଗଣ୍ଠି ରୋଗୀ ମାନଙ୍କ ପାଇଁ ବହୁତ ଖରାପ ।

ଝିମ ଝିମା ଲାଗେ

ଯଦି ଆପଣ ଆଳୁର ସେବନ ପ୍ରଚୁର ମାତ୍ରାରେ କରୁଥିବେ ଶରୀରରେ ବହୁତ ପ୍ରକାରର ରୋଗ ଦେଖାଦେବ । ବୈଜ୍ଞାନିକ ମାନଙ୍କ ଅନୁସାରେ ଆଳୁ ର ସେବନ କରିଲେ ଶରୀରରେ ନେଚୁରଲ ଇନ୍ଫ୍ଲେମେଟ୍ରୀ ସବ୍ସଟେଂସେଜ ଗ୍ଲୈକୋଏଲ୍କେନଇଡ ର ମାତ୍ରା ବହୁତ ବଢିଯାଏ । ଯେଉଁଥିପାଇଁ ଝିମ ଝିମା ଲାଗେ ଶରୀର ।

ରକ୍ତ ଚାପ

ରକ୍ତ ଚାପର ମାତ୍ରା ବଢିଥାଏ ଆଳୁ ଆଧିକ ଖାଇବା ଦ୍ଵାରା ।

ମଧୁମେହ

ମଧୁମେହ ରୋଗକୁ ଏହା ବଢାଇ ଥାଏ । ଧ୍ୟାନ ରଖନ୍ତୁ କେବେବି ଅଧିକା ସମୟ ଆଳୁରୁ ଚୋପା ଛଡାଇ ରଖନ୍ତୁ ନାହିଁ, ଚୋପା ଛଡା ଆଳୁ ଖାଇବା ଦ୍ଵାରା ଶରୀରରେ ଇନସୁଲିନ ର ମାତ୍ରା ବଢିଥାଏ । ସେଥିପାଇଁ ଚୋପା ଛଡା ଆଳୁ ର ସେବନ କେବେ କରନ୍ତୁ ନହିଁ ।

ଖରାପ ବା ଶଢା କିମ୍ବା ସବୁଜ ଦେଖା ଯାଉଥିବା ଆଳୁ କେବେ ଖାଆନ୍ତୁ ନାହିଁ, ଏହା ବିସ ରେ ପରିଣତ ହୋଇଯାଇଥାଏ ।

ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଲାଇକ କରନ୍ତୁ ଓ ଏବେ ହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ