ଧୋନୀଙ୍କ ଲଭର ହେବା ପାଇଁ ଏହି ହିରୋଇନ କରିଥିଲେ ମନା, ଆଜି ବି ଏହି କଥାକୁ ନେଇ ପସ୍ତଉଛନ୍ତି

ବଲୀଉଡରେ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦରତା କାରଣରୁ ପ୍ରସିଦ୍ଧ ଅଟନ୍ତି । ଦକ୍ଷିଣ ଭାରତରେ ବି ବହୁତ ଅଭିନେତ୍ରୀ ଏହି କାରଣରୁ ପ୍ରସିଦ୍ଧ ଅଟନ୍ତି । ଦକ୍ଷିଣ ଭାରତର ଏମିତି ହିଁ ଜଣେ ଅଭିନେତ୍ରୀ ଅଟନ୍ତି ରକୁଲ ପ୍ରୀତ ସିଂହ । ଯିଏକି ବଲୀଉଡରେ ବି କାମ କରିଛନ୍ତି । କହିବାକୁ ଗଲେ ରକୁଲ ପ୍ରୀତ ସିଂହ ଥରେ କହିଥିଲେ କି ତାଙ୍କୁ ଗୋଟିଏ କଥାର ଦୁଖ ଅଧିକ ଅଛି ଓ ଜୀବନ ସାରା ସେହି କଥାର ଦୁଖ ରହିବ କି ସେ ଭାରତରର କ୍ରିକେଟ ଖେଳାଳି ଧୋନୀଙ୍କର ଗର୍ଲଫ୍ରେନ୍ଡ ହୋଇ ପାରିଲେ ନାହିଁ ।

Image courtesy: Google

ଫିଲ୍ମ M S Dhoni : The Untold Storyରେ ରକୁଲ ହିଁ ଧୋନୀଙ୍କର ଏକ୍ସ ଗର୍ଲଫ୍ରେନ୍ଡର ରୋଲ କରିବାର ଥିଲେ କିନ୍ତୁ ତାଙ୍କ ପାଖରେ ସମୟ ବିଲକୁଲ ବି ନ ଥିଲା ।

Image courtesy: Google

ଯେଉଁ କାରଣରୁ ସେ ସେହି ଫିଲ୍’ରେ କାମ କରିବା ପାଇଁ ମନା କରିଦେଲେ । ଏହା ପରେ ସେହି ଫିଲ୍ମରେ ଦିଶା ପଟନୀ ଧୋନୀଙ୍କର ଏକ୍ସ ଗର୍ଲଫ୍ରେନ୍ଡର ରୋଲକୁ କରିଲେ ।

Image courtesy: Google

ରକୁଲଙ୍କୁ ଯେତେବେଳେ ଏହି ଫିଲ୍ମର ଷ୍ଟୋରି ବିଷୟରେ କୁହାଗଲା ତେବେ ତାଙ୍କୁ ଏହାର ଷ୍ଟୋରି ବହୁତ ଭଲ ଲାଗି ଥିଲା । ଷ୍ଟୋରି ଶୁଣିବା ମାତ୍ରେ ହି ସେ ଏହି ଫିଲ୍ମକୁ କରିବା ପାଇଁ ହଁ ବି କହି ଦେଇ ଥିଲେ । କିନ୍ତୁ କିଛି ସମୟ ପରେ ସେ ହି ଫିଲ୍ମରେ କାମ କରିବା ପାଇଁ ମନା କରି ଦେଲେ । ଏହି ଖାସ ଚାନ୍ସକୁ ନିଜ ହାତରୁ ଛାଡି ଦେଲେ ।

Image courtesy: Google

ରକୁଲ ବଲୀଉଡରେ ବିଶେଷ ନାମ କରି ନାହାନ୍ତି କିନ୍ତୁ ସାଉଥର ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସାଉଥର ବହୁତ ହିଟ ଫିଲ୍ମରେ ସେ କାମ ବି କରି ଛନ୍ତି । କହିବାକୁ ଗଲେ ରକୁଲ ପ୍ରୀତ ସିଂହଙ୍କୁ ଧୋନୀଙ୍କର ଗର୍ଲଫ୍ରେନ୍ଡର ରୋଲ ମିଳି ଥିଲା । କିନ୍ତୁ ନିଜ କାମର ବ୍ୟସ୍ତତା କାରଣରୁ ସେ ଏହି ରୋଲକୁ ମନା କରି ଦେଲେ ।

 

Image courtesy: Google

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସି ଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।