ସଲମାନ ଖାନଙ୍କ ସହିତ ଅଫେୟାରକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ କଟ୍ରିନା, କହିଲେ – ‘ଗତ ୧୬ ବର୍ଷରୁ ଆମ ଭିତରେ…’

ବଲୀଉଡର ଏକ୍ସ କପଲ ର ଲିଷ୍ଟରେ କଟ୍ରିନା ଓ ସଲମାନ ଖାନଙ୍କ ନାମ ଟପରେ ଅଛି । ଏହି ଦୁଇ ଜଣ ରିଲେସନଶିପରେ ରହି ବି କେବେ ବି ନିଜର ପ୍ରେମକୁ ସ୍ଵୀକାର କରି ନାହାନ୍ତି । କିନ୍ତୁ ବର୍ତ୍ତମାନ ଏତେ ବର୍ଷ ପରେ କଟ୍ରିନା କୈଫ ଏକ ବଡ ବୟାନ ଦେଇଛନ୍ତି । କହିଦେଉଛୁ କି କଟ୍ରିନା ଓ ସଲମାନଙ୍କ ମଧ୍ୟରେ ପ୍ରେମର ଆରମ୍ଭ ଫିଲ୍ମ ‘ୟୁବରାଜ’ ସମୟରୁ ହୋଇଥିଲା, ଏହା ପରେ ଦୁଇ ଜଣଙ୍କର ସମ୍ପର୍କ ଦିନକୁ ଦିନ ଆହୁରି ଗଭୀର ହେବାକୁ ଲାଗିଲା ।

ଦୁଇ ଜଣଙ୍କ ମଧ୍ୟରେ ବ୍ରେକଅପ ହେଲା ପରେ ମଧ୍ୟ ପ୍ରେମ ଦେଖିବାକୁ ମିଳିଥାଏ, ଯେଉଁ କାରଣରୁ ସେମାନେ ଚର୍ଚ୍ଚାରେ ରହିଥାନ୍ତି । କଟ୍ରିନା ଓ ସଲମାନ ଏକା ସହିତ ବହୁତ ଫିଲ୍ମରେ କାମ କରିଛନ୍ତି ଓ ସବୁ ଫିଲ୍ମରେ ତାଙ୍କର ଯୋଡିକୁ ବହୁତ ପସନ୍ଦ ବି କରାଯାଇଥାଏ ।

ସଲମାନଙ୍କ ସହିତ ସମ୍ପର୍କ ଉପରେ କହିଲେ କଟ୍ରିନା କୈଫ

ବର୍ତ୍ତମାନ ହିଁ କଟ୍ରିନା କୈଫ ଏକ କାର୍ଯ୍ୟକ୍ରମରେ ସଲମାନଙ୍କ ସହିତ ତାଙ୍କର ଅଫେୟାରକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଲେ କି ଗତ ୧୬ ବର୍ଷ ହେବ ଆମ ଦୁଇ ଜଣଙ୍କ ମଧ୍ୟରେ କେବଳ ବନ୍ଧୁତା ହିଁ ଅଛି । ସେ ବହୁତ ଭଲ ମଣିଷ ଅଟନ୍ତି ଓ ମୋତେ ଯେତେବେଳେ ବି କିଛି ଦରକାର ପଡେ, ସେ ବିନା କୌଣସି ସଙ୍କୋଚରେ ମୋତେ ସାହାର୍ଯ୍ୟ କରନ୍ତି । ଏହା ସହିତ କଟ୍ରିନା କୈଫ କହିଲେ କି ସଲମାନ ନିଜ ବନ୍ଧୁମାନଙ୍କ ପାଇଁ ଜୀବନ ଦେଇ ବି ପାରିବେ ଓ ନେଇ ବି ପାରିବେ ।

ସଲମାନଙ୍କ ପାଇଁ ସ୍ପେଶାଲ ଅଟନ୍ତି କଟ୍ରିନା କୈଫ

କହିବାକୁ ଗଲେ କଟ୍ରିନା କୈଫ ସଲମାନଙ୍କୁ ନିଜର କେବଳ ଏକ ଭଲ ବନ୍ଧୁ ବୋଲି କୁହନ୍ତି ନାହିଁ ବରଂ କିଛି ସ୍ଥାନରେ ଦୁଇ ଜଣଙ୍କ ମଧ୍ୟରେ ଥିବା ପ୍ରେମ ସ୍ପଷ୍ଟ ଦେଖା ଯାଇଥାଏ । କିଛି ଦିନ ତଳେ ଏକ ଆୱାର୍ଡ ଶୋ ରେ ଯେତେବେଳେ କଟ୍ରିନାଙ୍କ ନାମ ଘୋଷଣା କରାଗଲା, ସେତେବେଳେ ସଲମାନ ନିଜ ସ୍ଥାନରୁ ଛିଡା ହୋଇ ସିଟି ମାରିବାକୁ ଲାଗିଲେ । ଏହିଭଳି ବହୁତ ଭିଡିଓ ସୋସିଆଲ ମିଡିଆରେ ସାମିଲ ଅଛି । ଅର୍ଥାତ ସଲମାନ ଖାନଙ୍କ ପାଇଁ କଟ୍ରିନା କୈଫ ବହୁତ ସ୍ପେଶାଲ ଅଟନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।