Jyotish Shastra- ନୂଆ ବର୍ଷ 2022 ରେ 7 ଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ, ବନୁଛି ରାଜଯୋଗ

ସମସ୍ତ ବ୍ୟକ୍ତିଙ୍କ ଜୀବନରେ ରାଶି ମାନଙ୍କର ଖୁବ ମହତ୍ଵ ରହିଛି । ଆଧାରରେ କୌଣସି ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ସମ୍ବନ୍ଧରେ ଅନେକ କିଛି ଜାଣି ହୁଏ । ଦୀର୍ଘ ୧୧୦୦ ବର୍ଷ ପରେ ଆସନ୍ତା ନୂତନ ବର୍ଷ ୨୦୨୨ ରେ ହେବାକୁ ଯାଉଛି ଗ୍ରହ ମନ୍କର ମହାସଂଯୋଗ । ଏହାଫଳରେ ଏହି ୭ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି ଏବଂ ଏମାନେ ଏବେ ବହୁତ ଧନ ପ୍ରାପ୍ତି କରିବେ । ତେବେ ଆସନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ଆସନ୍ତା ବର୍ଷ ଏହି ରାଶି ମାନଙ୍କ ପାଇଁ ବହୁତ ଶୁଭ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଖୁବ ସଫଳତା ମିଳିବ । ରାଜନୀତି ଓ ପ୍ରଶାସନ ସମ୍ବନ୍ଧିତ ଲୋକଙ୍କୁ ସଫଳତା ଲାଭ କରିବାର ସୁଯୋଗ ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଦୀଘ ଦିନରୁ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆପଣଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଏବେ ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଆପଣ ଚିନ୍ତା କରିଥିବା କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବ ଓ ଆପଣଙ୍କୁ ସମାଜରେ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଆପଣଙ୍କର ପୁରୁଣା ରୋଗ ସବୁ ସୁସ୍ଥ ହୋଇଯିବ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ଲାଭ କରିବେ । ଉଚ୍ଚ ଅଧିକାରୀ ମାନେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଚାକିରି କ୍ଷେତ୍ରରେ ସମସ୍ତେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ ଓ ଅନ୍ୟମାନଙ୍କ ପାଇଁ ଆପଣ ଆଦର୍ଶ ସ୍ୱରୂପ ହେବେ । ଆପଣଙ୍କ ବେତନରେ ବୃଦ୍ଧି ହେବା ସହ ଆପଣଙ୍କୁ ଅଚାନକ ଧନଲାଭ ହେବ । ଏହି ସମୟରେ ଆପଣଙ୍କୁ ଆୟର ନୂତନ ସ୍ରୋତମାନ ନଜର ଆସିବ ।

ବ୍ୟବସାୟୀ ମାନେ ବ୍ୟବସାୟରେ ଦ୍ଵିଗୁଣ ଲାଭ କରିବେ ଓ ବ୍ୟବସାୟର ବୃଦ୍ଧି ଘଟିବ । ଆପଣ ଯଦି କୌଣସି ନୂଆ ଯୋଜନା କରିଛନ୍ତି ତେବେ ଏହି ବର୍ଷ ତାହା କାର୍ଯ୍ୟକାରୀ ହେବାର ଅନେକ ସୁଯୋଗ ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ । ପିତାମାତା ଓ ସନ୍ତାନ ସନ୍ତତି ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଆପଣଙ୍କ ଜୀବନସାଥୀ ମଧ୍ୟ ସବୁ ସମୟରେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ ।

ବିଦ୍ୟାର୍ଥୀ ମାନେ ପାଠପଢାରେ ନୂତନ ସୋପାନ ହାସଲ କରିବେ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିବ । କୌଣସି କୋର୍ଟ କଚେରୀ ମାମଲାର ଶୁଣାଣି ଥିଲେ ତାହା ଆପଣଙ୍କ ସପକ୍ଷରେ ରହିବ ଓ ପୈତୃକ ସମ୍ପତ୍ତିରେ ମଧ୍ୟ ଆପଣ ଭାଗ ପାଇବେ । ପ୍ରେମ ବିବାହ କରିବାକୁ ମନସ୍ଥ କରିଥିଲେ ଏହି ବର୍ଷଟି ଆପଣଙ୍କ ପାଇଁ ଖୁବ ଶୁଭ ରହିବ ଓ ଆପଣଙ୍କ ଆଗାମୀ ଜୀବନ ଏବେ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଲେ ବୃଷ ରାଶି, ତୁଳା ରାଶି, ସିଂହ ରାଶି, ମକର ରାଶି, କୁମ୍ଭ ରାଶି, ମିଥୁନ ରାଶି ଓ କନ୍ୟା ରାଶି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।