ଏବେ ଏବେ : ନେପାଳ ରେ ପର୍ଯ୍ୟଟନ ମନ୍ତ୍ରୀକୁ ନେଉଥିବା ହେଲିକାପ୍ଟର କ୍ରାଶ- ମନ୍ତ୍ରୀଙ୍କ ସହିତ ପୁରା ଷ୍ଟାଫ ଜୀବନ୍ତ ଜଳିଗଲେ, ଜାଣନ୍ତୁ ପୁରା ଘଟଣା

ନେପାଳ ରୁ ବଡ ଖବର ଆସୁଛି । ସେଠାକାର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରୀଙ୍କର ଜୀବନ୍ତ ଜଳି ମୃତ୍ୟୁ ହୋଇଛି । ପ୍ରକୃତରେ ତାଙ୍କୁ ନେଇ ଯାଉଥିବା ହେଲିକାପ୍ଟର କ୍ରାଶ ହୋଇଛି ଯାହା କାରଣରୁ ତାଙ୍କର ଓ ତାଙ୍କ ଷ୍ଟାଫ ମାନଙ୍କର ମୃତ୍ୟୁ ହୋଇଛି । ସେଇଠି ବୁଧବାରକୁ ଜାମ୍ମୁ କାଶ୍ମୀର ର ବଡଗାମ ଜିଲ୍ଲାରେ ଭାରତୀୟ ବାୟୁସେନାର ଲଢେଇ ବିମାନ କ୍ରାଶ ହୋଇଥିଲା । ବିମାନ କ୍ଷେତରେ ଯାଇଁ ଗଳିଲା ଓ ସେଥିରେ ନିଆଁ ଲାଗିଗଲା । ଘଟଣା ସ୍ଥଳରେ ଲୋକଙ୍କର ଭିଡ ଲାଗିଗଲା ।

ଘଟଣାସ୍ଥଳ ବଡଗାମ ଜିଲ୍ଲାର 7 km ଦୂର ଗୋରେନ୍ଦ ଗାଁ ରେ ବୋଲି କୁହା ଯାଉଛି । ଏହା ମିଗ ଲଢେଇ ବିମାନ ଥିଲା । ଦୁର୍ଘଟଣା ର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏହି ବିମାନ ଶ୍ରୀ ନଗର ଏୟାରବେସ ରୁ ଉଡିବା ଆରମ୍ଭ କରିଥିଲା ।

ସୂଚନା ଅନୁସାରେ କାଶ୍ମୀର ରେ ବିମାନ ପେଟ୍ରୋଲିଂ ରେ ଥିଲା ସେତିକି ବେଳେ ପ୍ଲେନ କ୍ରାଶ ହୋଇଗଲା । ପ୍ରତ୍ୟେକ୍ଷଦର୍ଶୀ ମାନଙ୍କର କହିବା କଥା କି ବିମାନ ତଳ ଆଡକୁ ଖସିବାକୁ ଲାଗିଲା ଓ କିଛି ସମୟ ପରେ ଜୋରରେ ଆବାଜ ଆସିଲା ଓ ବିମାନ କ୍ରାଶ ହୋଇଗଲା । ଏଥିରେ ନିଆଁ ଲାଗିଗଲା ।

ଘଟଣାସ୍ଥଳରେ ପୋଲିସ ଓ ବଞ୍ଚାଇବା ଦଳ ପହଞ୍ଚି ଯାଇଛି । ଏହି ଘଟଣା ଏମିତି ସମୟରେ ହୋଇଛି କି ଯେତେବେଳେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଚାଲିଛି ।

ଜଣାଇ ଦେଉଛୁ କି ଗତ 20 ଦିନ ମଧ୍ୟରେ ଭାରତର 5 ଟି ବିମାନ କ୍ରାଶ ହୋଇଛି । ଏବେ କିଛି ଦିନ ତଳେ ବାଙ୍ଗାଲୋର ରେ ଏୟାର ସୋ ସମୟରେ ଦୁଇଟି ସୂର୍ଯ୍ୟ କିରଣ ବିମାନ ପରସ୍ପର ମଧ୍ୟରେ ବାଡେଇ ହୋଇ କ୍ରାଶ ହୋଇ ଯାଇଥିଲେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।