ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
1- କେଉଁ ପଶୁ ସବୁଠୁ ଅଧିକ କ୍ରୋଧୀ ସ୍ଵଭାବର ହୋଇଥାଏ ?
ଉ: ଜଙ୍ଗଲି ଗଧିଆ ।
2- କାହାର କାର୍ ରେ କୌଣସି ନମ୍ବର ପ୍ଳେଟ ଲାଗି ନଥାଏ ?
ଉ: ରାଷ୍ଟ୍ରପତିଙ୍କ କାର୍ ରେ ।
3- କେଉଁ ଦେଶର ସରକାର ଛୁଆ ଜନ୍ମ କରିବା ପାଇଁ ପୁରସ୍କାର ଦେଇଥାନ୍ତି ?
ଉ: ସିଙ୍ଗାପୁର ।
4- ଭାରତର କେଉଁ ସ୍ଥାନ ଆମ୍ବ ର ସହର ଭାବେ ବେଶ ପରିଚିତ ?
ଉ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ।
5- କେଉଁ ଜୀବ କେବେବି ମରେ ନାହିଁ ?
ଉ: ଅକ୍ଟୋପସ ।
6- ଗୋଲାପ ଫୁଲର ସହର କାହାକୁ କୁହାଯାଏ ?
ଉ: ଚଣ୍ଡିଗଡ ।
7- କେଉଁ ପଶୁ ନିଜ ଜିଭରେ ନିଜ କାନ ସଫା କରିଥାଏ ?
ଉ: ଓଟ ।
8- ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ରହିଛି ?
ଉ: ରାଜସ୍ଥାନ ରେ ।
9- ଭାରତରେ କିଏ ଫାଶୀଦଣ୍ଡ ପାଇଁ କ୍ଷମା ପ୍ରଦାନ କରିପାରିବେ ?
ଉ: ରାଷ୍ଟ୍ରପତି ।
10- କେଉଁ ଦେଶରେ ମୋଟାପଣ ବଢିବାକୁ ବେଆଇନ ବୋଲି ମାନାଯାଏ ?
ଉ: ଜାପାନ ରେ ।
11- କେଉଁ ଖାଦ୍ଯ ସାମଗ୍ରୀରୁ ସର୍ବାଧିକ ପ୍ରୋଟିନ ମିଳିଥାଏ ?
ଉ: ସୋୟାବିନ ।
12- କୋକା କୋଲା କେଉଁ ଦେଶର କମ୍ପାନୀ ?
ଉ: ଆମେରିକା ।
13- କେଉଁ ରାଜ୍ୟକୁ ଭାରତର ହୃଦୟ ବୋଲି କୁହାଯାଏ ?
ଉ: ମଧ୍ୟ ପ୍ରଦେଶ ।
14- ଗୌତମ ବୁଦ୍ଧଙ୍କ ପୁଅର ନାମ କଣ ଥିଲା ?
ଉ: ରାହୁଲ ।
15- କେଉଁ ଦେଶ ନିଜ ଦେଶର ଏକ ଫୁଲର ନାମ ମୋଦି ରଖିଛି ?
ଉ: ଇସ୍ରାଏଲ ।
16- 10 ଟଙ୍କିଆ ନୋଟରେ କେଉଁ ମନ୍ଦିରର ଫଟୋ ଛପା ହୋଇଛି ?
ଉ: କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ।
17- କେଉଁ ଦେଶର ଲୋକ ସବୁଠୁ ଅଧିକ ଏସି ବ୍ୟବହାର କରନ୍ତି ?
ଉ: ଆମେରିକା ।
18- ଚଷମାକୁ ହିନ୍ଦୀରେ କଣ କୁହାଯାଏ ?
ଉ: ଏନକ ।
19- ସାପମାନଙ୍କ ରାଜା କିଏ ?
ଉ: କିଙ୍ଗ କୋବ୍ରା ।
20- ନୀଳ ରଙ୍ଗର ସେଓ କେଉଁଠାରେ ଦେଖିବାକୁ ମିଳେ ?
ଉ: ଗାଢ ନୀଳ ରଙ୍ଗର ଏହି ଫଳ ସବୁଠୁ ଦୁର୍ଲଭ ପ୍ରକାରର ସେଓ ଅଟେ । ଏହାକୁ “ବ୍ଲାକ ଡାଇମଣ୍ଡ ଆପଲ୍” ନାମରେ ଜଣାଯାଏ । ଏହି ସେଓ ର ଚାଷ ତିବ୍ବତ ର ପାହାଡ ଉପରେ ସମୁଦ୍ର ପତନ ଠାରୁ 3100 ମିଟର ଉଚ୍ଚରେ କରାଯାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।