ଆଜିର ରାଶିଫଳ, 20 ଜାନୁୟାରୀ 2023, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର କାର୍ଯ୍ୟ କୌଶଳ ସାମ୍ନା କୁ ଆସିବ । ଆପଣଙ୍କ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ମାନସିକ ଚିନ୍ତାରୁ ବଞ୍ଚିବା ପାଇଁ ଯୋଗ କରନ୍ତୁ । ଚିନ୍ତା ବିଚାର ରେ ଅଧିକ ସମୟ ବରବାତ କରନ୍ତୁ ନାହି । ଆପଣଙ୍କ କାର୍ଯ୍ୟ ର ପ୍ରଶଂସା ହେବ । ଜୀବନ ସାଥି ଙ୍କ ସହଯୋଗ ପାଇବେ । ଆଗକୁ ଆସୁଥିବା ଅବସର କୁ ଧ୍ୟାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ପଇସା ସ୍ଥିତି ରେ ସୁଧାର ଆସିବ ।

ବୃଷ ରାଶି : କାରୋବାର ରେ ଉନ୍ନତି ହେବ । ଆପଣ ପସନ୍ଦ ଅନୁଯାୟୀ କାମରେ ଉଶ୍ଚୁକ ହେବ । ଆପଣଙ୍କ ପ୍ରବନ୍ଧ କ୍ଷମତା ର ପ୍ରଶଂସା ହେବ । ମାତା ଙ୍କ ଠାରୁ ଉପହାର ପାଇ ପାରନ୍ତି । ଶାନ୍ତ ରୁହନ୍ତୁ ଓ ସମସ୍ଯା ରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ବିଚାର ପଜେଟିଭ ରହିବ । ଆପଣ ନିଜକୁ ନିଜ କାମରେ ସନ୍ତୁଷ୍ଟ ରହିବ । ଆଜି ଆପଣ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ସମୟରେ ପାରିବାରିକ ସଦସ୍ୟ ଙ୍କ ପୂର୍ବବା ସହଯୋଗ ପ୍ରାପ୍ତ ହେବ । ପ୍ରତିଯୋଗୀ ପରୀକ୍ଷା ରେ ସଫଳତା ମିଳିବ ।

ମିଥୁନ ରାଶି : କଳାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ବଢିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ବା ଚାକିରି ଖୋଜୁଛନ୍ତି ସେମାନଙ୍କର ଇଚ୍ଛା ପୁରା ହେବ । ଆପଣଙ୍କୁ ବହୁତ ଜଲ୍ଦି ଭଲ ଚାକିରି ମିଳିପାରେ । ଆପଣ ଆଖ ପାଖର ଲୋକଙ୍କ ଠାରୁ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଆଜି କୌଣସି କଠିନ ସ୍ଥିତି ର ବ୍ୟବହାରିକ ସମାଧାନ ବାହାର କରିବାକୁ ଚେଷ୍ଟା କରିବେ । ଆପଣଙ୍କ ସ୍ଵପ୍ନ ସକାର ହେବ । ମାଙ୍ଗଳିକ କାର୍ଯ୍ୟ କ୍ରମ ରେ ସମିଳିତ ହେବେ ।

କର୍କଟ ରାଶି : ପରିସ୍ଥିତି କୁ ଆପଣ ସାମ୍ନା କରିବେ । ନିଜର ପ୍ରତିଭା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ । ବନ୍ଧୁ ଙ୍କ ସଙ୍ଗତ ଆପଣ ପାଇବେ । ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ, ସନ୍ତାନ ସୁଖ ପ୍ରାପ୍ତ ହେବ । ଆର୍ଥିକ ମାମଲାରେ ପ୍ରଗତି ହେବ । ମିଡିଆ ବା ବ୍ୟାକିଙ୍ଗ ଚାକିରିଆ ଲୋକଙ୍କୁ ସଫଳତା ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ମିଳିବ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ସ୍ୱାସ୍ଥ୍ୟ କୁ ବେହତର ବନାଇବେ ।

ସିଂହ ରାଶି : ଆଜି କୌଣସି ବନ୍ଧୁ ଙ୍କ ସହଯୋଗରେ ସମ୍ପତି ରୁ ଧନ ପ୍ରାପ୍ତ ହେବ । ବୈବାହିକ ଜୀବନ ରେ ସୁଖ ସନ୍ତୋଷ ର ଅନୁଭୂତି ହେବ । ସ୍ତ୍ରୀ, ପୁତ୍ର ଗୁରୁଜନ ଙ୍କ ତରଫରୁ ଲାଭ ହେବ । ପଇସା କୁ ଲଗାତାର ଖର୍ଚ୍ଚ କରିବା କାରଣରୁ ନିଜର ଯୋଜନାରେ ବାଧା ଆସିପାରେ । ସନ୍ତାନ ବା ଶିକ୍ଷା କାରଣ ରୁ ଚିନ୍ତିତ ରହିବେ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଅଧିକ ଚିନ୍ତା କାରଣରୁ ଆପଣ ବ୍ୟସ୍ତରେ ରହିବେ ।

କନ୍ୟା ରାଶି : ଆପଣଙ୍କ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । କୁଟୁମ୍ବ ରେ ଶାନ୍ତି ର ବାତାବରଣ ଦେଖିବାକୁ ମିଳିବ । ପରିଜନ ଙ୍କ ସହ ବୁଲିବାକୁ ଯାଇ ପାରନ୍ତି । କାର୍ଯ୍ୟ ବ୍ୟାପାର ରେ ସନ୍ତୋଷ ଜନକ ସ୍ଥିତି ରହିବ । ଆପଣଙ୍କ ବାଣୀ ରେ ମିଠାଶ ରହିବ । ଆପଣଙ୍କ କଥା କହିବାର ତାରିକା ଅନ୍ୟ ମାନଙ୍କୁ ଆକର୍ଷିତ କରିବ । ଆଜି ଆର୍ଥିକ ମାମଲାକୁ ନେଇ କିଛି କଠିନ ସମସ୍ଯା ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସମ୍ପର୍କ ରେ ବିଶ୍ଵାସ ବଢିବ ।

ତୁଳା ରାଶି : ଆଜି ଆପଣ ପ୍ରିୟଜନ ଙ୍କ ନିକଟତର ହେବେ । ନିଜ ଜୀବନରେ ସେମାନଙ୍କ ମହତ୍ଵ କୁ ଜାଣନ୍ତୁ । ଆଜି ଉଦ୍ୟମୀ ଓ ବ୍ୟବସାୟୀ ବ୍ୟସ୍ତ ରହିବ । ଆପଣ ପାର୍ଟନର ଙ୍କ ସହ ୟାଦଗାର ସମୟ ବିତାଇବେ । ମାଙ୍ଗଳିକ ବା ସାଂସ୍କୃତିକ ଉଶ୍ଚବ ରେ ଭାଗ ନେବେ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ରରେ କରିଥିବା ଶ୍ରମ ସାର୍ଥକ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ ।

ବିଛା ରାଶି : ମାତା ପିତା ଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଗୁପ୍ତ ଶତ୍ରୁ ପରାସ୍ତ ହେବେ । ପରିବାରର ସହଯୋଗ ମିଳିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ପରିସ୍ଥିତି କୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ । କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ, ଅନ୍ୟଥା ହାନି ହୋଇପାରେ । ଆଜି ଆପଣ ଯେତେ ସମୟ ଆରାମରେ ବିତାଇବେ । ଆପଣଙ୍କ ପାଇଁ ସେତିକି ସମୟ ବହୁତ ଶାନ୍ତି ରେ ରହିବାର ଅଛି । ବାଣୀ ଉପରେ ସଂଯମ ରଖନ୍ତୁ ।

ଧନୁ ରାଶି : ଆପଣଙ୍କ ଆକର୍ଷଣ ଧର୍ମ ଆଡକୁ ରହିବ । ସମାଜ ସେବା ରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଭାଇ ଙ୍କ ସହଯୋଗ ମିଳିବ । ଚାକିରି ରେ ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ଜୀବନ ସାଥିଙ୍କ ଠାରୁ ଆପଣଙ୍କୁ ବଡ ଉପହାର ମିଳିପାରେ । ଆପଣଙ୍କୁ କିଛି ସମସ୍ୟାର ସମାଧାନ କରିବାକୁ ହେବ । ନିଜର ଛୋଟ ରୁ ଛୋଟ କାମ ଆପଣ ପୁରା ମେହନତ କରିବେ । ମନ ଦେଇ କାମ କରିବାକୁ ଚେଷ୍ଟା କରନ୍ତୁ ।

ମକର ରାଶି : ଆଜି ଆପଣଙ୍କର ପ୍ରତେକ ଇଚ୍ଛା ପୁରା ହେବାର ନଜର ରହିଛି । ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । ପ୍ରେମ ପୂର୍ଣ୍ଣ ସମୟ ରହିବ । ତରବର ହୋଇ କୌଣସି କାମ କରନ୍ତୁ ନାହି । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବାର ଅଛି । ଧନ କମାଇବାର ଭଲ ଅବସର ଆପଣଙ୍କ ହାତରେ ଆସିପାରେ । ନିଜ ଖର୍ଚ୍ଚ ଉପରେ କାବୁ ରଖନ୍ତୁ ।

କୁମ୍ଭ ରାଶି : ଆଜି ଅଯଥାରେ ବ୍ୟୟ କରନ୍ତୁ ନାହି । ଜୀବନ ସାଥିଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଘରେ ବଡ ଗୁରୁଜନ ଙ୍କ ରାୟ ଆପଣଙ୍କ ପାଇଁ ସାହାଜ୍ଯକାରୀ ସାବ୍ୟସ୍ତ ହେବ । ଯେବେ ବି ଅବସର ମିଳିବ ବଡ ମାନଙ୍କର ଅନୁଭବ ବା ଜ୍ଞାନ ର ଲାଭ ଉଠାନ୍ତୁ । ସମ୍ପର୍କ ରେ ମଧୁରତା ଆସିବ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ରହିବ । ଆଜି ଧନ ପ୍ରାପ୍ତି ର ଯୋଗ ରହିଛି । ଅଚଳ ସମ୍ପତି କୁ ନେଇ କଳହ ହୋଇପାରେ ।

ମୀନ ରାଶି : ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଭଲ ରହିବ । ଆପଣ ଭଲ ଅନୁଭବ କରିବେ । ମହିଳା ଅଧିକାରୀ ଙ୍କ ଠାରୁ ସହଯୋଗ ମିଳିବ । ନବ ବିବାହିତା ଲୋକେ ବୁଲିବାକୁ ଯାଇ ପାରନ୍ତି । ମନରେ ନୂଆ ବିଚାର ଉତପନ ହୋଇପାରେ । ଅଧିକ କ୍ରୋଧ ଉପରେ ସଂଯମ ରଖନ୍ତୁ । ବିବାଦ ଠାରୁ ଆପଣ ଦୂରେଇ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।