Interesting GK Q&A: ନୀଳ ରଙ୍ଗର କଦଳୀ କେଉଁଠି ଦେଖିବାକୁ ମିଳେ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ବିଶ୍ଵର ସବୁଠୁ ସୁରକ୍ଷିତ ଦେଶ କେଉଁଟି ?

ଉ: ଜାପାନ ସବୁଠୁ ସୁରକ୍ଷିତ ଦେଶ ।

2- ମଶା କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉ: ମ୍ୟାଲେରିଆ ଏବଂ ଡେଙ୍ଗୁ ।

3- କେଉଁ ପକ୍ଷୀ ଅନ୍ୟ ପକ୍ଷୀଙ୍କ ବସାରେ ଯାଇ ଛୁଆ ଦିଏ ?

ଉ: କୋଇଲି ଅନ୍ୟ ବସାରେ ଛୁଆ ଦିଏ ।

4- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷ ବ୍ଯବଧାନରେ ହୁଏ ?

ଉ: ଚାରି ବର୍ଷକୁ ଥରେ ହୁଏ ଅଲମ୍ପିକ ।

5- ଭାରତର କେଉଁ କେଉଁ ରାଜ୍ୟରେ ସବୁଠୁ ଅଧିକ କୁକୁର ଦେଖିବାକୁ ମିଳନ୍ତି ?

ଉ: ଉତ୍ତର ପ୍ରଦେଶରେ ସବୁଠୁ ଅଧିକ କୁକୁର ।

6- ବିଶ୍ବରେ ଏମିତି କେଉଁ ନଦୀ ଅଛି ଯାହାର ପାଣି ସବୁବେଳେ ଗରମ ରହିଥାଏ ?

ଉ: ନୀଳ ନଦୀର ପାଣି ଗରମ ।

7- ଭାରତରେ ଏମିତି କେଉଁ ରାଜ୍ୟ ଅଛି ଯାହାର ଦୁଇଟି ରାଜଧାନୀ ଅଛି ?

ଉ: ଜାମୁ କାଶ୍ମୀରର 2ଟି ରାଜଧାନୀ ଅଛି ।

8- ଭାରତର ସବୁଠୁ ସୁନ୍ଦର ଐତିହ୍ୟ ମହଲା କେଉଁଟି ?

ଉ: ତାଜମହଲ ।

9- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଅପରାଧ ହୋଇଥାଏ ?

ଉ: ଉତ୍ତର ପ୍ରଦେଶରେ ।

10- ଭାରତନାଟ୍ୟମ କେଉଁ ରାଜ୍ୟର ପ୍ରସିଦ୍ଧ ଲୋକନୃତ୍ୟ ଅଟେ ?

ଉ: ତାମିଲନାଡୁ ର ପ୍ରସିଦ୍ଧ ଲୋକନୃତ୍ୟ ଭାରତନାଟ୍ୟମ ।

11: କେଉଁ ପଶୁର ଜିଭର ରଙ୍ଗ କଳା ଅଟେ ?

ଉ: ଜିରାଫର ଜିଭ କଳା ରଙ୍ଗର ।

12- କେଉଁ ସହରକୁ ଭାରତର ବଗିଚା କୁହାଯାଏ ?

ଉ: ବେଙ୍ଗାଲୁରୁ କୁ ଭାରତର ବଗିଚା କୁହାଯାଏ ।

13- ମଣିଷର କେଉଁ ଅଙ୍ଗରେ ଏସିଡ ବା ଅମ୍ଳ ରହିଥାଏ ?

ଉ: ମୂତ୍ରାଶୟ ବା ମୁତ୍ରରେ ଏସିଡ ରହିଥାଏ ।

14- ଭାରତର ରାଷ୍ଟ୍ରୀୟ ପୁସ୍ତକ କେଉଁଟି ?

ଉ: ସମ୍ବିଧାନ ପୁସ୍ତକ ଭାରତର ରାଷ୍ଟ୍ରୀୟ ପୁସ୍ତକ ।

15- କେଉଁ ପରିବା ଖାଇବା ଦ୍ଵାରା କିଡନୀ ସର୍ବଦା ସୁସ୍ଥ ରହିଥାଏ ?

ଉ: ପିଆଜ କିଡନୀକୁ ସୁସ୍ଥ ରଖେ ।

16- ଚିପ୍ସ ଜରିରେ କେଉଁ ଗ୍ଯାସ ଭର୍ତ୍ତି ଥାଏ ?

ଉ: ନାଇଟ୍ରୋଜେନ ଗ୍ଯାସ ।

17- ରଣଜୀ ଟ୍ରଫି କେଉଁ ଖେଳ ସହ ସମ୍ବନ୍ଧିତ ଅଟେ ?

ଉ: କ୍ରିକେଟ ଖେଳ ସହ ।

18- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉ: ଅରୁଣାଚଳ ପ୍ରଦେଶରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଏ ।

19- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଚାହା ଚାଷ ହୁଏ ?

ଉ: ଆସାମରେ ସବୁଠୁ ଅଧିକ ଚାହା ଚାଷ ହୁଏ ।

20- ନୀଳ କଦଳୀ କେଉଁଠି ଦେଖିବାକୁ ମିଳେ ?

ଉ: ଦକ୍ଷିଣ ଆମେରିକାରେ ନୀଳ କଦଳୀ ଦେଖିବାକୁ ମିଳେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।