ହନୁମାନଙ୍କ ଲକେଟ ପିନ୍ଧିଲେ କେଉଁ ସମସ୍ୟା ଦୂର ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି କେତେକ ଶାସ୍ତ୍ର ଲିଖିତ ଅନୁଚିନ୍ତା

ବନ୍ଧୁଗଣ ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ମାନଙ୍କରେ ଅନେକ ଅନୁଚିନ୍ତା  ମାନ ଉଲ୍ଲେଖ ରହିଛି । ଯାହାର ପାଳନ ଓ ଅନୁସରଣ କରିବା ଦ୍ଵାରା ଆମ ଜୀବନ ସରଳ ଏବଂ ସୁଖମୟ ହୋଇଥାଏ । ଆମେ ଆମ ନିଜ ଜୀବନକୁ ସରଳ ଓ ସହଜ କରିବା ପାଇଁ ଅନେକ ପ୍ରକାରର ରୀତିନୀତି କରିଥାଉ । ୧- ବର୍ଷା ଜଳକୁ ବାଲଟିରେ ସଂଗ୍ରହ କରି ସେଥିରେ ଗାଈ କ୍ଷୀର ମିଶାଇ ସ୍ନାନ କରିଲେ ଧାର କରଯ ସମସ୍ଯା ଦୂ ର ହୋଇଥାଏ । କୌଣସି ପିତଳ ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଜଳାଭିଷେକ କରିଲେ ବ୍ୟବସାୟରେ ବୃଦ୍ଧି ହୋଇଥାଏ ।

୨- ଯଦି ଘରେ ଆର୍ଥିକ ସମସ୍ଯା ଦେଖା ଯାଉଛି ତେବେ ମାଟି ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ଉତ୍ତର-ପୂର୍ବ କୋଣରେ ରଖିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୩- କାହାର ବିବାହରେ ସମସ୍ଯା ଦେଖାଯାଏ ତେବେ ବର୍ଷା ଜଳକୁ ସଂଗ୍ରହ କରି ଗଣେଶଙ୍କୁ ଅଭିଷେକ କରିବା ଦ୍ଵାରା ଏହି ସମସ୍ଯା ଦୂର ହୋଇଥାଏ । ଯଦି ଜୀବନରେ କୌଣସି ସଙ୍କଟ ବା ରୋଗ ଦେଖାଯାଏ ତେବେ ବର୍ଷା ଜଳ ସଂଗ୍ରହ କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ସହିତ ମହାଦେବଙ୍କୁ ଜଳାଭିଷେକ କରିବା ଉଚିତ ।

୪- ଶୋଇବା ସମୟରେ ମୁଣ୍ଡ ପାଖରେ ହେମଦସ୍ତା ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ସମ୍ପର୍କ ଖରାପ ହେବ ସହ କୌଣସି ବିବାଦ ଦେଖାଯିବାର ସମ୍ଭାବନା ରହିଥାଏ ।

୫- ଶୋଇବା ସମୟରେ ମୁଣ୍ଡ ପାଖରେ ଖବର କାଗଜ ବା ମାଗାଜିନ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ନେଗେଟିଭ ଶକ୍ତି ବୃଦ୍ଧି ପାଇଥାଏ । ଠାକୁର ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି ବା ଚିରି ଯାଇଥିବା ମୂର୍ତ୍ତି ରଖିବା ଉଚିତ ନୁହେଁ ।

୬- ଘରେ ଯଦି ଭାଙ୍ଗି ଯାଇଥିବା ଶଙ୍ଖ ରହିଥାଏ ବା ଏକରୁ ଅଧିକ ସାଙ୍ଗ ଥାଏ ତେବେ ତାହାକୁ ବଯାଇବା ଉଚିତ ନୁହେଁ । ଘରେ ଚିରି ଯାଇଥିବା ଧାର୍ମିକ ପୁସ୍ତକ ରଖିବା ଉଚିତ ନୁହେଁ । ଏହାକୁ ନଦୀରେ ପ୍ରବାହିତ କରିବା ଦ୍ଵାରା ମଙ୍ଗଳକାରି ହୋଇଥାଏ ।

୭- ଘରେ କେବେ ବି ଭାଙ୍ଗି ଯାଇଥିବା ବାସନ ରଖିବା ଉଚିତ ନୁହେଁ କିମ୍ବା ଝାଡୁ ରଖିବା ଉଚିତ ନୁହେଁ । ଘରେ ଭାଙ୍ଗିଥିବା ବା ଫାଟିଥିବା ଜଳପାତ୍ର ରଖିବା ଦ୍ଵାରା ଅଶୁଭ ହୋଇଥାଏ ।

୮- ଘରର ଦୁଆର ବନ୍ଧ ପାଖରେ କୌଣସି ପାତ୍ରରେ ପାଣି ରଖି ସେଥିରେ ଫୁଲ ପକାଇବା ଦ୍ଵାରା ଶୁଭ ହୋଇଥାଏ । ଏହା ସହ ଖୁଶିର ପରିବେଶ ଆସିବା ସହ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୯- ହନୁମାନଙ୍କ ଲକେଟ ବେକରେ ପିନ୍ଧିବା ଦ୍ଵାରା ଆତ୍ମକବଜ ପ୍ରାପ୍ତ ହୋଇଥାଏ । ଏହା ସହ ଭୁତ, ପ୍ରେତ, ପିଶାଚ ଦୂର କରିବା ସହ ତନ୍ତ୍ର ମନ୍ତ୍ର ଓ ଦୁର୍ଘଟଣାରୁ ରକ୍ଷା କରିଥାଏ । ରୋଷେଇ ଘରେ ଫଳ ଓ ପନିପରିବା ଚିତ୍ର ଲଗାଇବା ଉଚିତ ନୁହେଁ । ଏହା ସହ ମା ଅର୍ଣ୍ଣପୂର୍ଣ୍ଣାଙ୍କ ଫୋଟୋ ଲଗାଇବା ଦ୍ଵାରା ଅଭାବ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।