NCBର 3 ଜଣ ଦବଙ୍ଗ ଅଫିସର, ଯାହାଙ୍କ ନାମ ଶୁଣିଲେ ଥରହର ହୁଅନ୍ତି ଡ୍ରଗ୍ସ ମାଫିଆ, କାମ ଏମିତି କି ପ୍ରଶଂସା ନକରି ରହି ପାରିବେନି

କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ । ଆର୍ୟନଙ୍କୁ ଦୋ-ଷ-ମୁ-କ୍ତ କରିବା ପାଇଁ ଶାହରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରିଟି । ହେଲେ ନା-ର୍କୋ-ଟି-କ୍ସ କ-ଣ୍ଟ୍ରୋ-ଲ ବ୍ଯୁ-ରୋ ନଛୋଡବନ୍ଧା । ସେଲିବ୍ରିଟିଙ୍କ ପୁଅକୁ ଗି-ର-ଫ କରିବାକୁ ସାହସ ଜୁଟାଇଥିବା N-C-B ର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା ପ୍ରଶଂସା । ଆର୍ୟନଙ୍କୁ ଗି-ର-ଫ କରିବା ପାଇଁ ହୋଇଥିବା ବ୍ଲୁ ପ୍ରି-ଣ୍ଟ ପ୍ରସ୍ତୁତି ଓ ପୁରା ଅ-ପ-ରେ-ସ-ନ ପଛରେ ଥିଲେ N-C-B ର ୩ ଜଣ ସିଙ୍ଘମ ଅଫିସର ।

ଯାହାଙ୍କ ନାମ ଶୁଣିଲେ କେବଳ ମାୟାନଗରୀ ମୁମ୍ବାଇ ନୁହେଁ ବରଂ ସାରା ଭାରତର ଡ୍ର-ଗ୍ସ ମା-ଫି-ଆ ମାନେ ଥ-ର-ହ-ର ହୋଇଯାନ୍ତି । ତେବେ N-C-B ର ଚତୁର ଏବଂ ଦକ୍ଷ ଅଫିସରଙ୍କ ତାଲିକାରେ ଆଗରେ ରହିଛି ବିଶ୍ଵ ବିଜୟ ସିଂ । ଏହି ଦବଙ୍ଗ ଅଫିସରଙ୍କ ନାମ ଶୁଣିଲେ ଛା-ନି-ଆ ହୋଇଯାନ୍ତି ଡ୍ର-ଗ୍ସ ମା-ଫି-ଆ । ସେ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ହେପାଜତକୁ ନେଇ ପରେ ତାଙ୍କୁ ଗି-ର-ଫ ମଧ୍ୟ କରିଥିଲେ । ପୂର୍ବରୁ ଅନେକ ଥର ନିଜ ଦକ୍ଷତା ଦେଖାଇ ସାରିଛନ୍ତି ବିଶ୍ଵ ବିଜୟ ।

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ମା-ମ-ଲା-ରେ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ଗି-ର-ଫ କରିଥିଲେ ଏହି ସିଙ୍ଘମ ଅଫିସର । ଦୀର୍ଘ ଦଶ ବର୍ଷ ହେବ N-C-B ରେ କାର୍ଯ୍ୟରତ ବିଶ୍ଵ ବିଜୟଙ୍କୁ ବେଷ୍ଟ ଅ-ପ-ରେ-ସ-ନ ଅଫିସର ଭାବେ ସମ୍ମାନିତ କରାଯାଇଛି ।

ସେହିପରି ଆଉ ଜଣେ ହେଉଛି ଆଶିଷ ରାଜନ ପ୍ରସାଦ, N-C-B ର ଜଣେ ଇଣ୍ଟେଲିଜେନ୍ସ ଅଫିସର । କୃଜ ଭିତରେ N-C-B ର ଅ-ପ-ରେ-ସ-ନ-କୁ ସଫଳ କରିବା ପଛରେ ସେ ରହିଛନ୍ତି । ସେ କୃଜ ଭିତରେ ରହି ସମସ୍ତ ଡ୍ର-ଗ୍ସ ଜ-ବ-ତ କରିଥିଲେ । CISF ର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟରେ କାମ କରିଥିବା ଆଶିଷଙ୍କୁ ମିନିଷ୍ଟର ଏକ୍ସଲେନ୍ସ ସର୍ଭିସ ମେଡାଲ ମଧ୍ୟ ମିଳିଛି । ୨୦୧୭ ମସିହାରୁ ସେ N-C-B ରେ ରହି କାମ କରୁଛନ୍ତି ।

ସେହିପରି ଆଉ ଜଣେ ଦବଙ୍ଗ ଅଫିସର ହେଉଛନ୍ତି ସମୀର ୱାଙ୍ଖଡେ, N-C-B ର ଜୋନାଲ ଡାଇରେକ୍ଟର । ସବୁବେଳେ ଚର୍ଚ୍ଚାରେ ରହୁଥିବା ୱାଙ୍ଖଡେ ଗତ ଏକ ବର୍ଷ ମଧ୍ୟରେ ଅନେକ ନାମ କମାଇଛନ୍ତି । ସେ ଏମିତି ଜଣେ ଅଫିସର ଯିଏ ସବୁଦିନ କେଉଁଠି ନା କେଉଁଠି ଡ୍ର-ଗ୍ସ ଅ-ପ-ରେ-ସ-ନ କରିଥାନ୍ତି । ବଲିଉଡ ଡ୍ର-ଗ୍ସ ଲି-ଙ୍କ ମା-ମ-ଲା-ରେ ଅନ୍ତର୍ଜାତୀୟ ଆ-ତ-ଙ୍କ-ବା-ଦୀ ଦା-ଉ-ଦ ଇ-ବ୍ରା-ହି-ମ ଗ୍ୟା-ଙ୍ଗ-ର ଅନେକ ସଦସ୍ୟଙ୍କୁ ସେ ଗି-ର-ଫ କରିଛନ୍ତି ।

ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ଠାରୁ ଆରମ୍ଭ କରି ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ମଧ୍ୟ ସେ ପଚରାଉଚରା କରୁଛନ୍ତି । ଏହି ତିନି ଅଫିସରଙ୍କ ନାମ ଶୁଣିଲେ ଥ-ର-ହ-ର ହୋଇ ଛତ୍ରଭଙ୍ଗ ଦେଇଥାନ୍ତି ଦେଶର ଡ୍ର-ଗ୍ସ ମା-ଫି-ଆ-ମା-ନେ । ଗତ ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କୃଜରେ ଚ-ଢ-ଉ କରି ଡ୍ର-ଗ୍ସ ପା-ର୍ଟି-ର ନିଦ ହଜାଇ ଦେଇଥିଲେ ଏହି ତିନି ହାର୍ଡକୋର ଅଫିସର ।

ଏହି ଘ-ଟ-ଣା-ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ ଆଠ ଜଣଙ୍କୁ ଗି-ର-ଫ କରିବାରେ ସମର୍ଥ ହୋଇଛି N-C-B । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।