ନବରାତ୍ରି ରେ କରନ୍ତୁ ଏହି ଖାସ ଉପାୟ, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଟଙ୍କାର ଚିନ୍ତା ମୂଳରୁ ହେଇଯିବ ଶେଷ

ନବରାତ୍ରିର ଦିନ ସମସ୍ତେ ମାତା ଦୂର୍ଗାଙ୍କର ପୂଜା ଅର୍ଚନା କରି ମାତାଙ୍କର ଭକ୍ତିରେ ମଗ୍ନ ହୋଇ ଯାଆନ୍ତି । ଏହା ସହିତ ଯଦି ଆପଣ ଏହି ଦିନରେ କିଛି ଖାସ ଉପାୟ ମାଧ୍ୟମରେ ମାତା ଦୂର୍ଗାଙ୍କର ପୂଜା କରିବେ ତେବେ ଆପଣଙ୍କର ସବୁ ମନୋକାମନା ବି ପୁରା ହୋଇଯିବ । ନବରାତ୍ରିରେ ଯଦି ଆପଣ ମାତା ଦୂର୍ଗାଙ୍କୁ ପ୍ରସନ୍ନ କରି ଦେଉଛନ୍ତି ତେବେ ଆପଣଙ୍କ ଉପରେ ମାତା ଦୂର୍ଗାଙ୍କ ଆଶୀର୍ବାଦ ରହିବ ।

ଏହି ସହିତ ଅନ୍ୟ ଦେବୀ ଦେବତା ମାନଙ୍କର ବି ଆଶୀର୍ବାଦ ମିଳିବ । ଯାହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କାକୁ ନେଇ ଚିନ୍ତିତ ରହିଥାନ୍ତି ।

ଏମିତିରେ ଯଦି ଆପଣଙ୍କର ବି ଟଙ୍କା ସମ୍ବନ୍ଧିତ ସମସ୍ୟା ଅଛି ତେବେ ଆପଣ ଏହି ନବରାତ୍ରିରେ ମାତା ଦୂର୍ଗାଙ୍କୁ ପ୍ରସନ୍ନ କରି ନିଜ ଜୀବନରେ ଚାଲୁଥିବା ସବୁ ସମସ୍ୟାକୁ ଦୂର କରି ପାରିବେ । ଯଦି ଆପଣ କୌଣସି ବି ଭଗବାନଙ୍କୁ ହୃଦୟର ସହିତ ଆରଧନା କରୁଛନ୍ତି ତେବେ ଭଗବାନ ଆପଣଙ୍କୁ ସବୁ ବିପଦରୁ ମୁକ୍ତି କରିବେ । କିନ୍ତୁ ଯଦି ଆପଣ କିଛି ସରଲ ଉପାୟ କରିବେ ତେବେ ଆପଣଙ୍କୁ ଆହୁରି ବି ଅଧିକ ଲାଭ ମିଲିବ ।

ଯଦି ଆପଣ ଏହି ଛୋଟ ଛୋଟ ଉପାୟକୁ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଯାହାକୁ ଆପଣ ନିଜେ ବି ଅନୁଭବ କରି ପାରିବେ । ଯଦି ଆପଣ ନିଜ ଜୀବନରେ ଚାଲୁଥିବା ଟଙ୍କାର ଅଭାବକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଏହି ନବରାତ୍ରିରେ ମା ଦୂର୍ଗାଙ୍କ ସାମ୍ନାରେ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରନ୍ତୁ । ଏହା ପରେ ମାତାଙ୍କୁ ୭ଟି ଗୁଜୁରାତି ଓ ଅଳ୍ପ ମିଶିରିର ଭୋଗ ଲଗାନ୍ତୁ । ଏହି ଉପାୟ ଯେତିକି ସହଜ ଅଟେ ସେତିକି ଲାଭଦାୟୀ ବି ଅଟେ । ଏହି ଉପାୟକୁ ଆପଣଙ୍କୁ ନବରାତ୍ରିର ସବୁଦିନ କରିବାର ଅଛି ।

ଯଦି ଆପଣ ନିଜ ଜୀବନର ସବୁ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ନବରାତ୍ରି ସମୟରେ କୌଣସି ବି ଦିନରେ ଗୋଟିଏ ମାଟି ଦୀପରେ ସୋରିଷ ତେଲ ଭର୍ତ୍ତି କରି ଏହି ମାଟି ଦୀପକୁ ଏକ ମାଟି ଘୋଡନା ଦ୍ଵାରା ଢାଙ୍କି ଦିଅନ୍ତୁ । ଏହା ପରେ ଏହି ଦୀପକୁ କୌଣସି ମନ୍ଦିର କିମ୍ବା ନଦୀ ନିକଟରେ ରଖି ଦିଅନ୍ତୁ । ଏହା ପରେ ଚୁପଚାପ ଘରକୁ ଚାଲି ଆସନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଆପଣ ଘରକୁ ଫେରୁଥିବା ସମୟରେ ପଛକୁ ଫେରି ଦେଖିବେ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଜଲ୍ଦି ହିଁ ଦୂର ହୋଇଯିବ ।

ଧନ ସମ୍ବନ୍ଧିତ ଲାଭ ପାଇବା ପାଇଁ ହଳଦିଆ ରଙ୍ଗର ୨ଟି କଉଡିକୁ ଆଣି ନିଜ ଘରର ପୂଜା ଘରେ ରଖି ଦିଅନ୍ତୁ ଓ ଏହାର ପୂଜାରେ ଚାଉଳ, ଦୀପ ଓ ଫୁଲ ଇତ୍ୟାଦି ବ୍ୟବହାର କରନ୍ତୁ । ପୂଜା କାରିବା ପରେ ଏହି କୁଉଡିକୁ ନିଜ ପାଖରେ ରଖନ୍ତୁ । ଆପଣ ଏହାକୁ ନିଜର ପର୍ସରେ ବି ରଖି ପାରିବେ କିମ୍ବା ତିଜୋରି ବି ରଖି ପାରିବେ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଧନ ସମ୍ବନ୍ଧିତ ଲାଭ ମିଳିବା ସହିତ ଆପଣଙ୍କର ଟଙ୍କାର ଅଭାବ ବି ଦୂରେଇ ଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।