ଟପର ବନିବାର ସିକ୍ରେଟ ତରିକା, ଆଜିଠୁ ଆରମ୍ଭ କରି ଦିଅନ୍ତୁ ଏହି କାମ

ସବୁ ଛାତ୍ର ଛାତ୍ରୀ ମାନେ ଚାହିଁଥାନ୍ତି କି ସେ କେମିତି ଟପ କରିବେ । କିନ୍ତୁ ବହୁତ ଛାତ୍ର ଛାତ୍ରୀ ମାନଙ୍କ ମନରେ ଏହା ମଧ୍ୟ ଆସିଥାଏ କି ଯେଉଁ ମାନେ ଟପର ହେଉଛନ୍ତି ସେମାନେ ଏତେ କେମିତି ପଢୁଛନ୍ତି । କେତେ ଘଣ୍ଟା ସେମାନେ ପଢନ୍ତି କି ସବୁବେଳେ ଟପ କରିଥାନ୍ତି । ବହୁତ ଛାତ୍ର ଛାତ୍ରୀ ପରିଶ୍ରମ ବହୁତ କରିଥାନ୍ତି ଏବଂ ପରୀକ୍ଷା ସମୟରେ ଦିନ ରାତି ପାଠ ପଢିଥାନ୍ତି କିନ୍ତୁ ପରୀକ୍ଷା ଦେବା ପରେ ସେମାନେ ଦୁଃଖୀ ହୋଇଥାନ୍ତି ।

ଆଜି ଆମେ ସେହି ଛାତ୍ର ଛାତ୍ରୀ ମାନଙ୍କୁ କିଛି ଏମିତି ଟିପ୍ସ ଦେବୁ ଯାହା ଦ୍ଵାରା ଆପଣ ମଧ୍ୟ ଟପ କରିବେ । ତେବେ ଚାଲନ୍ତୁ ଜାଣିବା । ଆତ୍ମବିଶ୍ବାସ ରଖନ୍ତୁ:- ଟପର ହେବାପାଇଁ ସବୁଠାରୁ ଆବଶ୍ୟକ ଅଟେ କି ତୁମେ ନିଜ ଉପରେ ଭରପୁର ଆତ୍ମବିଶ୍ବାସ ରଖିବା ଦରକାର । ନିଜ ଉପରେ ଭରସା ରଖିଲେ ସବୁ ପରିସ୍ଥିତି କୁ ତୁମେ ବହୁତ ଆରମ ରେ ସାମ୍ନା କରିପାରିବ ଆଊ ସଫଳତା ହାସଲ କରିବ ।

ଗୋଟେ ପ୍ଲାନିଂ/ ରୁଟିନ ବନାଇବା:- ଗୋଟେ ଟପ୍ପର ପାଇଁ ସବୁଠୁ ବେସୀ ଦରକାର ହୋଇଥାଏ ତାର ପ୍ଲାନିଂ ବା ସ୍ତ୍ରଟେଜି ଯାହା ଦ୍ଵାରା ସେ ପାଠ ପଢିଥାଏ । ସେଥିପାଇଁ ଗୋଟେ ପ୍ଲାନ ନିଶ୍ଚିନ୍ତ ଜରୁରୀ
। ଆଊ ସେହି ପ୍ଲାନ ଅନୁସାରେ ନିଜର ବେଷ୍ଟ ଦିଅନ୍ତୁ ।

ଘଣ୍ଟା ଘଣ୍ଟା ଧରି ପଢ଼ନ୍ତୁନାହିଁ:- ବହୁତ ଟପ୍ପର ମାନେ କୁହନ୍ତି କି ସେ ବହୁତ ପଢ଼ିଥାନ୍ତି କିନ୍ତୁ ବେଶି ସମୟ ପଢିବାକୁ ଚେଷ୍ଟା କରନ୍ତୁ ନାହିଁ ବରଂ ଯେତିକି ସମୟ ପଢୁଛନ୍ତି ଇଫେକ୍ଟିଭ ପଢନ୍ତୁ । ବେଶି ସମୟ ପଢି ଯଦି ଆପଣ ସବୁ କିଛି ଭୁଲିଯାଉଚ୍ଚନ୍ତି ତେବେ ସେହି ପଢାର କୌଣସି ମୂଲ୍ୟ ନାହିଁ । ପରିଶ୍ରମ ସହିତ ସ୍ମାର୍ଟ ଷ୍ଟଡି କରନ୍ତୁ ।

ଉଇକ ବିଷୟରେ ବେଶି ଧ୍ୟାନ ଦିଅନ୍ତୁ:- ଟପ୍ପର ହେବା ପାଇଁ ସବୁବେଳେ ପସନ୍ଦ କରୁଥିବା ବିଷୟକୁ ବେଶି ଧ୍ୟାନ ଦିଅନ୍ତୁ ନାହିଁ ବରଂ ଉଇକ ଥିବା ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଟପ୍ପର ହେବା ପାଇଁ ତୁମକୁ ସବୁ ବିଷୟରେ ଭଲ ନମ୍ବର ଆଣିବାକୁ ହେବ ।

ନୋଟ ବନାନ୍ତୁ:- ସବୁ ବିଷୟର ନୋଟ ବନାନ୍ତୁ ଏବଂ ତାକୁ ବାରମ୍ବାର ଅଭ୍ୟାସ କରନ୍ତୁ । କିଛି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ସମୟରେ ନୋଟ ବନେଇଥାନ୍ତି କିନ୍ତୁ ତାହା ଠିକ ନୁହେଁ । ତେଣୁ ପରୀକ୍ଷା ପୂର୍ବରୁ ନୋଟ ବନେଇକି ରଖନ୍ତୁ । ଯେମିତିକି ପରୀକ୍ଷା ଆସିବା ସମୟରେ ସହଜରେ ଅଭ୍ୟାସ କରିପାରିବ ।

ତେବେ ଏହା ଥିଲା ଟପ୍ପର ହେବାର କିଛି ଟିପ୍ସ, ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।