‘ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି’, Nathuram Godse ଙ୍କ ଶେଷ ବୟାନ ଯାହା ଲୋକମାନଙ୍କୁ ନିଶ୍ଚିତ ରୂପରେ ଜାଣିବା ଉଚିତ

ମହତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ୩୦ ଜାନୁୟାରୀ ୧୯୪୮ରେ ଗୁ-ଳି ମା-ରି ହ-ତ-ୟା କରିଥିଲେ । ଗୁ-ଳି ମା-ରି-ବା ପରେ ନାଥୁରାମ ଗୋଡସେ ଘଟଣା ସ୍ଥାନରୁ ଫେ-ରା-ର ହୋଇ ନ ଥିଲେ, ସେ ନିଜକୁ ଆ-ତ୍ମ-ସ-ମ-ର୍ପଣ କରିଥିଲେ । କହିଦେଉଛୁ କି ନାଥୁରାମ ଗୋଡସେଙ୍କ ସହ ଅନ୍ୟ ୧୭ ଜଣ ଦୋ-ଷୀ-ଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ହ-ତ-ୟା-ର କେ-ସ ଚାଲି ଥିଲା । କୁହାଯାଏ କି ନାଥୁରାମ ଗୋଡସେଙ୍କ ଅ-ନ୍ତି-ମ ବୟାନ ବିଷୟରେ ଶୁଣିବା ପରେ ଅଦାଲତରେ ଉପସ୍ଥିତ ଥିବା ସବୁ ଲୋକମାନଙ୍କ ଆଖିରୁ ଲୁହ ଚାଲି ଆସି ଥିଲା ।

କେତେକ ଲୋକମାନେ ତ ବହୁତ ଜୋରରେ କାନ୍ଦି ଦେଇ ଥିଲେ । ନାଥୁରାମ ଗୋଡସେ ନିଜ ବୟାନରେ କହିଥିଲେ କି – ସମ୍ମାନ, କରତବ୍ୟ ଓ ନିଜ ଦେଶବାସୀଙ୍କ ପ୍ରତି ଥିବା ଭଲ ପାଇବା ବେଳେ ବେଳେ ଆମକୁ ଅ-ହିଂ-ସା-ର ସି-ଦ୍ଧା-ନ୍ତ-ରୁ ହ-ଟି-ବା ପାଇଁ ବାଧ୍ୟ କରିଦେଇ ଥାଏ । ମୁସଲମାନମାନେ ନିଜର ରାଜତ୍ଵ କରୁଥିଲେ, ମହତ୍ମା ଗାନ୍ଧୀଙ୍କ ସାମ୍ନାରେ ହୁଏତ କଂଗ୍ରେସ ତାଙ୍କ ଇଚ୍ଛା ସାମ୍ନାରେ ଆ-ତ୍ମ-ସ-ମ-ର୍ପ-ଣ କରିଥାନ୍ତା କିମ୍ବା ତାଙ୍କ ସ୍ଵର ସହ ସ୍ଵର ମିଶାଇବେ ନଚେତ ତାଙ୍କ ବିନା କାମ ଚଲାନ୍ତୁ ।

ସେ ନିଜେ ହିଁ ପ୍ରତ୍ୟକ ବସ୍ତୁ ଓ ବ୍ୟକ୍ତିର ନିର୍ଣୟକ ଥିଲେ । ମହାତ୍ମା ଗାନ୍ଧୀ ନିଜ ପାଇଁ ଜୁରୀ ଓ ଜଜ ଦୁଇଟି ଥିଲେ । ଗାନ୍ଧୀ ମୁସଲମାନମାନଙ୍କୁ ଖୁସି କରିବା ପାଇଁ ହିନ୍ଦୀ ଭାଷାର ସୌନ୍ଦରାଜ୍ୟ ଓ ସୁନ୍ଦରତାର ବ-ଳ-ତ୍କା-ର କରିଛନ୍ତି । ଗାନ୍ଧୀଙ୍କ ସମସ୍ତ ପ୍ରୟୋଗ କେବଳ ହିନ୍ଦୁମାନଙ୍କ ଦ୍ଵାରା କରାଯାଉ ଥିଲା । ଯେଉଁ କଂଗ୍ରେସ ଦେଶ ଭକ୍ତି ଓ ସମାଜବାଦ ବିଷୟରେ କହୁଥିଲା ସେ ହିଁ ଗୁ-ପ୍ତ ରୂପରେ ବ-ନ୍ଧୁ-କ ଦ୍ଵାରା ପାକିସ୍ତାନକୁ ସ୍ଵୀକାର କରି ନେଲା ଓ ଜିନ୍ନା ସାମ୍ନାରେ ଆତ୍ମ ସମର୍ପଣ କରିଲା ।

ମୁସ୍ଲିମ ତୁଷ୍ଟିକରଣର ନୀତି କାରଣରୁ ଭାରତ ମାତାଙ୍କ ବିଭାଜିତ କରି ଦିଆଗଲା ଓ ୧୫ ଅଗଷ୍ଟ ୧୯୪୭ ପରେ ଦେଶର ଏକ ତୃତୀୟା ଅଂସ ଭାଗ ଆମ ପାଇଁ ବିଦେଶୀ ଭୂମି ହୋଇ ଗଲା । ନେହେରୁ ତଥା ତାଙ୍କର ଭିଡର ସୀକୃତି ସହିତ ଏକ ଧର୍ମ ଆଧାରରେ ଅଲଗା ରାଜ୍ୟ ଛିଡା କରି ଦିଆଗଲା । ଏହାକୁ ସେ ବ-ଳି-ଦା-ନ ଦ୍ଵାରା ଜିତିଥିବା ସ୍ଵତନ୍ତ୍ରତା କହୁଛନ୍ତି ।

ଯେତେବେଳେ କଂଗ୍ରେସର ବଡ ବଡ ନେତାମାନେ ଗାନ୍ଧୀଙ୍କ ସହମତି ଦ୍ଵାରା ଏହି ଦେଶକୁ ବିଭାଜିତ କରିଦେଲେ, ଯାହାକୁ ଆମେ ପୂଜାର ବସ୍ତୁ ବୋଲି କହୁଥିଲୁ, ତେବେ ସେହି ସମୟରେ ମୁଁ ଭୟଙ୍କର ରୂପରେ ରା-ଗି-ଗ-ଲି । ମୁଁ ସାହାସ ପୂର୍ବକ କହୁଛି କି ଗାନ୍ଧୀ କରତବ୍ୟରେ ଅସଫଳ ହୋଇଛନ୍ତି । ସେ ନିଜକୁ ପାକିସ୍ତାନର ପିତା ବୋଲି ସିଦ୍ଧ କରିଦେଲେ । ମୁଁ କହୁଛି କି ମୋର ଗୁ-ଳି ଗୁଡିକ ଗୋଟିଏ ଏମିତି ବ୍ୟକ୍ତି ଉପରେ ଚଳା ଯାଇ ଥିଲା, ଯାହାର ନୀତି ଓ କାର୍ଯ୍ୟ ଦ୍ଵାରା କୋଟି କୋଟି ହିନ୍ଦୁଙ୍କୁ କେବଳ ବ-ର୍ବା-ଦି ଓ ବି-ନା-ଶ ହିଁ ମିଳିଲା ।

ଏମିତି କୌଣସି ଆଇନ ପ୍ରକ୍ରିୟା ନ ଥିଲା ଯାହା ଦ୍ଵାରା ସେହି ଅ-ପ-ରା-ଧୀ-କୁ ଦ-ଣ୍ଡ ଦିଆ ଯାଇ ଥାନ୍ତା, ସେଥିପାଇଁ ମୁଁ ଏହି ଘା-ତ-କ ରାସ୍ତାର ଅନୁସରଣ କରିଛି । ମୁଁ ନିଜ ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ , ମୁଁ ଯାହା କରିଛି ତାହା ଉପରେ ମୁଁ ଗର୍ବିତ । ମୋତେ କୌଣସି ସ-ନ୍ଦେ-ହ ନାହିଁ କି କୌଣସି ଭଲ ଲେଖକ ମୋର କାର୍ଯ୍ୟକୁ ବୁଝି ପାରି ଭବିଷ୍ୟତରେ କୌଣସି ଦିନରେ ଏହାର ସଠିକ ମୂଲ୍ୟାଙ୍କନ କରିବେ । ଯେତେ ଦିନ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତ ପତାକା ତଳେ ପ୍ରବାହିତ ହୋଇ ନାହିଁ ସେହି ସମୟ ପର୍ଯ୍ୟନ୍ତ ମୋର ଅସ୍ଥିର ବିସର୍ଜନ କରିବେ ନାହିଁ ।

ନାଥୁରାମ ନ୍ୟା-ୟ-ଳ-ୟ-ରେ ସ୍ଵୀକାର କରିଲେ କି ଗାନ୍ଧୀ ବହୁତ ବଡ ଦେଶ ଭକ୍ତ ଥିଲେ, ସେ ନିସ୍ଵାର୍ଥ ଭାବ ଦ୍ଵାରା ଦେଶର ସେବା କରୁଥିଲେ । ମୁଁ ତାଙ୍କର ବହୁତ ଆଦର କରୁଛି । କିନ୍ତୁ କୌଣସି ବି ଦେଶ ଭକ୍ତକୁ ଦେଶକୁ ବିଭାଜିତ କରିବା, ଗୋଟିଏ ସଂପ୍ରଦାୟ  ସହିତ ପ-କ୍ଷ-ପା-ତ କରିବାର ଅନୁମତି ଦିଆ ଯାଇ ପାରିବ ନାହିଁ । ଗାନ୍ଧୀଙ୍କ ହ-ତ-ୟା ଛଡା ମୋ ପାଖରେ ଆଉ କୌଣସି ବି ଅନ୍ୟ ଉପାୟ ନ ଥିଲା ।