ମହଙ୍ଗା ପଡିଲା ଡ୍ରଗ୍ସ ପାର୍ଟି, NCB ଜାଲରେ ମେଗା ଷ୍ଟାର Shahrukh Khan ଙ୍କ ପୁଅ Aryan Khan

ଶନିବାର ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୂଜ ଶିପରେ ଏନସିବିର ଅଧିକାରୀମାନେ ଛାପେମାରୀ କରିଥିଲେ । ଏନସିବିକୁ ଏହି କୃଜରେ ଡ୍ର-ଗ୍ସ ପା-ର୍ଟି ହେଉଥିବା ବିଷୟରେ ଜଣା ପଡିଥିଲା । ଯେଉଁଥିରେ ଅଧିକାରୀମାନେ ଭେଷ ବଦଳାଇ ପାର୍ଟି ଡ୍ରେସରେ ପାର୍ଟିରେ ସାମିଲ ହୋଇଥିଲେ ଓ ଏହି ଡ୍ର-ଗ୍ସ ପା-ର୍ଟିର ସାମିଲ ଥିବା ସମସ୍ତଙ୍କୁ ଗି-ର-ଫ କରିଛି । ସବୁଠୁ ବଡ ଗୁରୁତ୍ଵ ପୂର୍ଣ କଥା ହେଉଛି କି ବଲୀଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏଥିରେ ସାମିଲ ଥିଲେ ।

ଏନସିବି ତାଙ୍କୁ ବି ଗି-ର-ଫ କରିଛି । ଏନସିବିର ଅଫିସରେ ଆର୍ୟନ ଖାନଙ୍କୁ ଜେ-ରା ଚାଲିଛି । ମୁମ୍ବାଇର ଏହି କ୍ରୁଜ ଶିପରେ ହୋଇଥିବା ଡ୍ର-ଗ୍ସ ପା-ର୍ଟି-ରେ ଯେଉଁ ଲୋକମାନଙ୍କୁ ଏନସିବି ଗି-ର-ଫ କରିଛି, ତାଙ୍କର ନାଁ ସାମ୍ନାକୁ ଆସିଛି । ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଛଡା ଏଥିରେ ୭ ଜଣ ସାମିଲ ଅଛନ୍ତି । ମୁନମୁନ ଧାମେଚା, ନୂପୁର ସାରିକା, ଇଶ୍ମୀତ ସିଂହ, ମୋହକ ଜୟସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପଡ଼ା ଓ ଅରବାଜ ମର୍ଚେଂଟ ।

କୁହାଯାଉଛି କି ଏହି ଡ୍ର-ଗ୍ସ କେ-ସ ବିଷୟରେ ଦିଲ୍ଲୀର ଏନସିବିରୁ ମୁମ୍ବାଇର NCB ଟିମକୁ ସୂଚନା ମିଳିଥିଲା । ଏହି ମାମଲା ଉପରେ ଏକସନ ନିଆ ଗଲା । ଦିଲ୍ଲୀର ଆୟୋଜକମାନେ ଏହି ପାର୍ଟିର ଆୟୋଜନ କରିଥିଲେ ।

ଯାହା ପୂର୍ବରୁ ଏନସିବିର ରଡାରରେ ଥିଲା । କୁହାଯାଉଛି କି ଯେଉଁ ଲୋକମାନଙ୍କୁ ଗି-ର-ଫ କରାଯାଇଛି ସେମାନଙ୍କୁ ଜେ-ରା କରିବା ସମୟରେ ଗୋଟିଏ ଡ୍ର-ଗ୍ସ ପେଡଲରର ନାଁ ସାମ୍ନାକୁ ଆସିଛି । ଏନସିବି ଅଫିସରମାନେ ଫିଲ୍ମି ଷ୍ଟାଇଲରେ ଏହି ଡ୍ର-ଗ୍ସ ପା-ର୍ଟି-ର ଉଜାଗର କରିଛନ୍ତି । ୨୨ ଜଣ ଏନସିବି ଅଫିସର ପ୍ୟାସେଞ୍ଜର ହୋଇ ଶିପରେ ଯାଇ ଥିଲେ । ସେମାନେ ସେଠି ସାଧାରଣ ଲୋକଙ୍କ ଭଳି ରହିଲେ ।

ଯେମିତି ହିଁ ଏହି ଡ୍ର-ଗ୍ସ ପା-ର୍ଟି ଆରମ୍ଭ ହୋଇଛି ସେମିତି ହିଁ ଅଫିସରମାନେ ଆକ୍ସନ ନେଇ ସଙ୍ଗେ ସଙ୍ଗେ ଏମାନଙ୍କୁ ଗି-ର-ଫ କରିଛନ୍ତି ଓ ମୁମ୍ବାଇ ନେଇ ଆସିଛନ୍ତି । କୁହାଯାଉଛି କି ଯଦି ୧୮୦୦ ଲୋକମାନଙ୍କ ମଧ୍ୟରୁ ୮ ଜଣ ଲୋକମାନଙ୍କୁ ଧରା ହୋଇଛି ତେବେ ସାଧାରଣ କଥା ଏହା ଅଟେ କି ଏମାନଙ୍କ ପାଖରୁ କିଛି ତ ମିଳିଛି । ଏନସିବିର ଯା-ଞ୍ଚ ଜାରି ଅଛି ଓ ବର୍ତ୍ତମାନ ସମତଙ୍କୁ ଜେରା ଚାଲିଛି ।