ପିପିଲି ମାଟିରେ ଏତେ ବଡ ପ୍ରତିମୂର୍ତ୍ତି କାହାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ଓଡିଶାର ପଞ୍ଚୟାତ ରାଜ ମନ୍ତ୍ରୀ, ପାନୀୟ ଜଳ ଯୋଗାଣର ମୁଖ୍ୟ, କୃଷି ମନ୍ତ୍ରୀ ଓ ମତ୍ସ୍ୟ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ପାଖାପାଖି ୩୬ ବର୍ଷ ହେବ ରାଜନୈତିକ କ୍ଷେତ୍ରରେ କାମ କରୁଛନ୍ତି । ସେ ଜଣେ ଭଲ ନେତା ଅଟନ୍ତି । ତାଙ୍କ ଅଞ୍ଚଳର ଜନତାମାନେ ବି ତାଙ୍କୁ ବହୁତ ପସନ୍ଦ କରନ୍ତି । ସେ ୧୯୮୫ରୁ ପିପିଲି କ୍ଷେତ୍ରରୁ ଏମଏଏଲ ପଦରେ ନିର୍ବାଚିତ ହୋଇ ଆସୁଛନ୍ତି । ସେ ୧୯୮୫ ରୁ ୨୦୧୯ ପର୍ଯ୍ୟନ୍ତ ପିପିଲିର ଏମଏଏଲ ରହିଥିଲେ ।

୨୦୨୦ ଅକ୍ଟୋବର ୩ରେ ତାଙ୍କର ଅଚାନକ ବି-ୟୋ-ଗ ହୋଇଥିଲା । ସେ ୬୫ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଛନ୍ତି । ଏହି କାରଣରୁ ପିପିଲିରେ ଉପ ନିର୍ବାଚନ ହେବା ପାଇଁ ନିଷ୍ପତି ନିଆ ଯାଇ ଥିଲା । କିନ୍ତୁ କରୋନା କାରଣରୁ ଏହି ନିର୍ବାଚନ ସମୟକୁ ଆଗକୁ ବଢାଇ ଦିଆଯାଇ ଥିଲା । କିଛି ଦିନ ତଳେ ହିଁ ପିପିଲିର ଜନତା ଭୋଟ ଦେଇ ସାରିଛନ୍ତି ଓ ବର୍ତ୍ତମାନ ସମୟରେ ଭୋଟ ଗଣତି ଚାଲିଛି ।

କହିଦେଉଛୁ କି ପ୍ରଦୀପ ମହାରଥୀଙ୍କ ମୃ-ତ୍ୟୁ ପରେ ତାଙ୍କର ପୁତ୍ର ରୁଦ୍ର ପ୍ରତାପ ମହାରଥୀ ବିଜେଡ଼ି ଦଳ ପକ୍ଷରୁ ପିପିଲି ନିର୍ବାଚନରେ ଛିଡା ହୋଇଛନ୍ତି ଓ ସେ ଜୋର ଶୋରରେ ନିର୍ବାଚନ ପାଇଁ ଲାଗି ପଡିଛନ୍ତି । ନିର୍ବାଚନର ପ୍ରଚାର ସମୟରେ ଆପଣ ତାଙ୍କୁ ଦେଖିଥିବେ । କୁହାଯାଉଛି କି ବର୍ତ୍ତମାନ ଭୋଟ ଗଣତିରେ ରୁଦ୍ର ପ୍ରତାପ ମହାରଥୀ ଆଗରେ ଅଛନ୍ତି ।

ଭୋଟର ଫଳାଫଳ ଆସିଲେ ହିଁ ଜଣା ପଡିବ । କିଛି ଦିନ ହେବ ରୁଦ୍ର ପ୍ରତାପ ମହାରଥୀ ମି-ଡି-ଆ-ରେ ନିଜର ନିର୍ବାଚନକୁ ନେଇ ଛାଇ ରହିଥିଲେ । ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଗତ ବର୍ଷ ଅକ୍ଟୋବର ୩ରେ ପ୍ରଦୀପ ମହାରଥୀଙ୍କ ମୃ-ତ୍ୟୁ ହୋଇଥିଲା ଓ ଗତକାଲି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଥିଲା । ଏହି ଉପଲକ୍ଷେ ତାଙ୍କର ପୁତ୍ର ନିଜର ପିତାଙ୍କ ପାଇଁ ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି ଓ ଗତକାଲି ସେ ତାଙ୍କର ପିତାଙ୍କର ଷ୍ଟାଚୁକୁ ଉନ୍ମୋଚନ କରିଛନ୍ତି ।

ଯାହାର ଭିଡିଓ ବି ସାମ୍ନାକୁ ଆସୁଛି । ଯେଉଁଥିରେ ସେ ନିଜର ପିତାଙ୍କ ମୂର୍ତ୍ତିକୁ ଉନ୍ମୋଚନ କରୁଥିବାର ନଜର ଆସୁଛନ୍ତି । ସେ ନିଜର ପିତାଙ୍କୁ ପୁଷ୍ପମାଳା ବି ଦେଉଛନ୍ତି । କହିଦେଉଛୁ କି ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସେ ନାମ ସ୍ନାକୀର୍ତ୍ତନ ରଖିଥିଲେ । ତାଙ୍କର ଏହି କାର୍ଯ୍ୟ କ୍ରମରେ ଶହ ଶହ ଲୋକମାନେ ମଧ୍ୟ ସାମିଲ ହୋଇଥିଲେ ।