Jyotish Shastra- ନାକ ଅଗରେ ରାଗ ରଖିଥାନ୍ତି ଏହି 6 ଟି ନାମର ଝିଅ

ପ୍ରତେକ ମଣିଷର ସ୍ଵଭାବ ଗୋଟିଏ ପ୍ରକାରର ହୋଇ ନ ଥାଏ । କେତେକଙ୍କୁ ସବୁ ସମୟରେ ରାଗ ଆସିଥାଏ ତ ଆଉ କେତେକଙ୍କୁ କଷ୍ଟ ସମୟରେ ମଧ୍ୟ ଖୁସି ରହିବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ମଣିଷର ପ୍ରଥମ ଅକ୍ଷରର କିଛି ବିଶେଷ ମହତ୍ଵ ରହିଛି ।

ଏହି ନାମର ପ୍ରଥମ ଅକ୍ଷରରୁ ହିଁ ବ୍ଯକ୍ତିର ସ୍ଵଭାବ ଜଣାଯିବା ସହ ସେହି ବ୍ୟକ୍ତି କେତେ ରାଗ ସ୍ଵଭାବର ହୋଇଥାଏ ତାହା ମଧ୍ୟ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଧିକ ରାଗ ସ୍ଵଭାବର ହୋଇଥାନ୍ତି । ୧- “B” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ହୃଦୟରୁ ବହୁତ କୋମଳ ଓ ସ୍ଵଚ୍ଛ ହୋଇଥାନ୍ତି । ଏମାନେ ଅନ୍ୟାୟକୁ ସହି ପାରନ୍ତି ନାହି । ଯିଏ ଏପରି କରିଥାଏ ତା ସହ ଏହି ସ୍ଵଭାବର ଝିଅ ମାନେ ଖରାପ ବ୍ୟବହାର କରିଥାନ୍ତି । ଏମାନେ ନିଜ ରାଗକୁ ଅନ୍ୟ ଉପରେ ସୁଝାଇଥାନ୍ତି ।

୨- “H” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଅନ୍ୟ ମାନଙ୍କ ସହ ମିଶି କରି ରହିବାକୁ ପସନ୍ଦ କରନ୍ତି । ଏମାନେ ନିଜ ପରିବାରର ଲୋକଙ୍କ ବେଶ ଭଲ ଭାବେ ଯତ୍ନ ନେଇଥାନ୍ତି । ଏମାନେ ପରିବାରର ମାନ ସମାନ ପାଇଁ କିଛି ବି କରିଥାନ୍ତି । କିନ୍ତୁ କଥା କଥାରେ ଏମାନଙ୍କୁ ରାଗ ଆସିବା ଏମାନଙ୍କର ସ୍ଵଭାବ ଅଟେ ।

୩- “L” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ନିଜ ଜୀବନରେ ନୂଆ ଜିନିଷର ଆଶା ରଖିଥାନ୍ତି । ଏମାନେ ଏମିତି କୌଣସି କାମ କରନ୍ତି ଯାହା ପାଇଁ ସେମାଙ୍କ ପର୍ଶନାଲିଟିରେ ଆଞ୍ଚ ଆସିବ । ଏମାନେ ସବୁ କାମରେ ଆଗରେ ରହିଥାନ୍ତି । କିନ୍ତୁ ଏମାନେ ବହୁତ ଜଲ୍ଦି ରାଗି ଯାଇଥାନ୍ତି ।

୪- “P” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ରାଗ ସ୍ବଭାବର ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ବ୍ୟସ୍ତ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କର ଖାସ ଗୁଣ ହେଉଛି ଏମାନେ ଅନ୍ୟ ଉପରେ ରାଗ ନ କରି ନିଜ ଉପରେ ରାଗ କରି ନିଜର ହିଁ କ୍ଷତି କରିଥାନ୍ତି ।

୫- “R” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥିବରୁ ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରି ପାରନ୍ତି । ଏମାନଙ୍କର ସବୁଠାରୁ କମଜୋରି ହେଉଛି ଏମାନେ ରାଗ ସ୍ଵଭାବର ହୋଇଥିଲେ ମଧ୍ୟ ଏମାନେ ରାଗ ଓ ପ୍ରେମକୁ ବରାବର ମେଣ୍ଟେନ କରିଥାନ୍ତି ।

୬- “S” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ଭଲ ସ୍ଵଭାବର ହୋଇ ଥିବାରୁ ଏମାନେ କାହାକୁ ଧୋକା ଦିଅନ୍ତି ନାହି । ଯଦି ଏମାନଙ୍କ ସହ କେହି ଶତ୍ରୁତା କରେ ତେବେ ତା ଉପରେ ଏହି ନାମର ଝିଅମାନେ ଅଧିକ କ୍ରୋଧିତ ହୋଇଥାନ୍ତି ଓ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ