ଏବେ ଇନଷ୍ଟାଗ୍ରାମ ରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି ଏହି ଝିଅ, ଫିଲ୍ମ ପାଇଁ ମଧ୍ୟ ଆସୁଛି ଅଫର, ଦେଖନ୍ତୁ ପୁରା ଘଟଣା

ବନ୍ଧୁଗଣ, ୧୭ ବର୍ଷୀୟ “ସଞ୍ଚିତା ବାଶୁ” ଙ୍କ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଧୃତ ଗତିରେ ଭାଇରାଲ ହେବାକୁ ଲାଗିଛି । ବିଶେଷ କରି ଇନଷ୍ଟାଗ୍ରାମରେ “ସଞ୍ଚିତା” ଙ୍କୁ ଜମିକି ଲାଇକ ମିଳୁଅଛି ।

ତାଙ୍କର ଛୋଟ ଛୋଟ ଭି-ଡି-ଓ ଦର୍ଶକଙ୍କୁ ବହୁଳ ଭାବରେ ପସନ୍ଦ ଆସୁଅଛି । “ସଞ୍ଚିତା” ଫିଲ୍ମୀ ଗୀତ ରେ ଡ୍ୟାନ୍ସ କରିବା ସହିତ, ହିନ୍ଦୀ ଫିଲ୍ମ ର କିଛି ଡାଇଲୋଗ କୁ ନେଇ ଅଭିନୟ ମଧ୍ୟ କରୁଛନ୍ତି । ସୂଚନା ଅନୁଯାୟୀ ଟିକଟକ ରେ ତାଙ୍କର ୩ ମିଲିୟନ ରୁ ଅଧିକା ଯାଉଥିବା ସମୟରେ ତାହା ବ୍ୟାନ ହୋଇଗଲା । ସଞ୍ଚିତା ଏହି ପ୍ରସଙ୍ଗରେ କହିଥିଲେ ଯେ, ସେ ଟିକଟକ ୨୦୧୯ ରେ ଆରମ୍ଭ କରିଥିଲେ । ଯେତେବେଳେ ତାଙ୍କର ୧ ବର୍ଷ କମ୍ପ୍ଲିଟ ହେଲା ସେତେବେଳେ ୩ ମିଲିୟନ ଫଲୋର୍ସ ଥିଲେ ।

ମାତ୍ର ତାହା ବ୍ୟା-ନ ହୋଇଥିଲା ଏହାପରେ ମୁଁ ସ୍ନାକ ଭି-ଡି-ଓ ଆପ ରେ ଯେତେବେଳେ ବନାଇବା ଆରମ୍ଭ କରିଥିଲି ସେତେବେଳେ ୩ ରୁ ୪ ମାସ ମଧ୍ୟରେ ମୋର ୯ ମିଲିୟନ ଫୋଲୋର୍ସ ସଂପୂର୍ଣ୍ଣ ହୋଇଯାଇଥିଲେ । ମାତ୍ର ତାହା ମଧ୍ୟ ବ୍ୟାନ ହୋଇଯାଇଥିଲା । ଏହାପରେ ମୁଁ ଇନଷ୍ଟାଗ୍ରାମ ରେ ଭି-ଡି-ଓ ବନାଇବା ଆରମ୍ଭ କରିଦେଇଥିଲି । ବର୍ତ୍ତମାନ ସେଥିରେ ୧ମିଲିୟନ କମ୍ପ୍ଲିଟ ହେବାକୁ ଯାଉଅଛି ।

“ସଞ୍ଚିତା ବାସୁ” ବିହାର ର ଭାଗଲପୁର ଅଞ୍ଚଳରେ ରୁହନ୍ତି । ତାଙ୍କୁ ସେଠାରେ ଏକ୍ସପ୍ରେସନ କୁଇନ ବୋଲି କୁହନ୍ତି । ଯେଉଁମାନେ ସୋ-ସି-ଆ-ଲ ମି-ଡି-ଆ କୁ ବ୍ୟବହାର କରୁଛନ୍ତି, ସେମାନେ ସଞ୍ଚିତା ଙ୍କୁ ବହୁତ ପସନ୍ଦ କରୁଛନ୍ତି । ସଞ୍ଚିତା କହିଛନ୍ତି ଯେ ତାଙ୍କୁ ପିଲାଦିନୁ ଆକଟିଂ ଏବଂ ଡ୍ୟାଂସିଙ୍ଗ କରିବାକୁ ଭଲ ଲାଗେ । ଆଗକୁ ସେ ବଲିଉଡ ଚଳଚ୍ଚିତ୍ର ରେ କାମ କରିବାକୁ ଚାହୁଞ୍ଚନ୍ତି ।

 

View this post on ଇନଷ୍ଟାଗ୍ରାମ

 

A post shared by Sanchita Bashu (@bashu_sanchita)

କେବଳ ସୋ-ସି-ଆ-ଲ ମି-ଡି-ଆ କାରଣରୁ ସଞ୍ଚିତା କୁ ବର୍ତ୍ତମାନ ଚଳଚ୍ଚିତ୍ର କରିବାର ଅଫର ମଧ୍ୟ ଆସିଲାଣି । ସଞ୍ଚିତା କହିଛନ୍ତି ଯେ, ତାଙ୍କର ଏହି ସଫଳତା ଫଛରେ ତାଙ୍କ ମାତା ପିତା ଙ୍କର ସହଯୋଗ ରହିଅଛି । ବର୍ତ୍ତମାନ ବଲିଉଡ ରୁ ସଞ୍ଚିତା ଙ୍କ ନିମନ୍ତେ ଅଫର ଆସିଥିବା ବେଳେ, ସାଉଥ ଚଳଚ୍ଚିତ୍ର ରେ ମଧ୍ୟ ସଞ୍ଚିତା ଙ୍କୁ ଅଭିନୟ କରିବା ନିମନ୍ତେ ଅଫର ଆସିଅଛି ।

ବର୍ତ୍ତମାନ ସେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସଞ୍ଚିତା ଙ୍କ ମା “ବୀଣା ରାଏ” ନ୍ୟାସନାଲ ଲେବଲ ର ଆଥଲିକ ଖେଳାଳି ଥିଲେ । ତାଙ୍କ ବାପା “ଶୈଳେନ୍ଦ୍ର” ଜଣେ ବିଜନେସ ମ୍ୟାନ ଅଟନ୍ତି । ସେ କହିଛନ୍ତି ଯେ ମତେ ବହୁତ ଭଲ ଲାଗୁଅଛି । ମୋ ଛଡା ଅନ୍ୟ ଯିଏ ମଧ୍ୟ ରହିବ ତାଙ୍କୁ ଭଲ ଲାଗିବ । ମୁଁ ଏଥିରେ ବହୁତ ଖୁସି ଅଛି । ଭଗବାନ କରନ୍ତୁ ସଞ୍ଚିତା ଆହୁରି ଆଗକୁ ବଢନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।