ନ ଧୋଇ ସମସ୍ତେ ଖାଆନ୍ତି, ଖାଇ ସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, ତାହା କଣ ? ଏହା ସହିତ ଆହୁରି 15ଟି Gk Questions & Answers

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ, କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସେ ସେତେବେଳେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏହି ସବୁ ପ୍ରଶ୍ନର ଉତ୍ତର ନେଇ ଆସିଛୁ । ଯାହାକି କୌଣସି ନା କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଏହାର ଉତ୍ତର ଦେଇ ପାରିବେ ।

ପ୍ରଶ୍ନ – ବିଶ୍ଵର ଉଚ୍ଚତମ ପର୍ବତ ଶୃଙ୍ଗର ନାଁ କଣ ?

ଉତ୍ତର – ଏଭରେଷ୍ଟ

ପ୍ରଶ୍ନ – କେଉଁ ଦେଶରେ ଧଳା ହାତୀ ନଜର ଆସନ୍ତି ?

ଉତ୍ତର – ଥାଇଲ୍ୟାଣ୍ଡ

ପ୍ରଶ୍ନ – କିଏ ଦୁଇଥର ଲଗାତାର ଭାରତର ରାଷ୍ଟ୍ରପତି ହୋଇଥିଲେ ?

ଉତ୍ତର – ଡ. ରାଜେନ୍ଦ୍ର ପ୍ରସାଦ

ପ୍ରଶ୍ନ – ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ବାଘ ଅଟେ ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – କେଉଁ ଦେଶର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ କଏଦୀ ସଂଖ୍ୟା ସବୁଠୁ ଅଧିକ ?

ଉତ୍ତର – USA

ପ୍ରଶ୍ନ – ଭାରତର କେଉଁ ଖେଳାଳିଙ୍କୁ ପାୟୋଲି ଏକ୍ସପ୍ରେସ ଆଖ୍ୟା ଦିଆଯାଇଛି ?

ଉତ୍ତର – ପି.ଟି. ଓଷା

ପ୍ରଶ୍ନ – ଆସାମ ବ୍ୟତୀତ ଅନ୍ୟ କେଉଁ ରାଜ୍ୟ ଦେଇ ବ୍ରହ୍ମପୁତ୍ର ନଦୀ ପ୍ରବାହିତ ହୋଇଥାଏ ?

ଉତ୍ତର – ଅରୁଣାଚଳ ପ୍ରଦେଶ

ପ୍ରଶ୍ନ – ୧୯୭୧ ମସିହା ଭାରତ ଓ ପାକିସ୍ତାନ ଯୁ-ଦ୍ଧ ପରେ ଦୁଇ ଦେଶ ମଧ୍ୟରେ କେଉଁ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ?

ଉତ୍ତର – ସିମଲା ଚୁକ୍ତି

ପ୍ରଶ୍ନ – କେଉଁ ମସିହାରେ କେବଳ ଥରେ ମାତ୍ର ଅଲମ୍ପିକରେ କ୍ରିକେଟ ଖେଳର ପ୍ରତିଯୋଗିତା ହୋଇଥିଲା ?

ଉତ୍ତର – ୧୯୦୦ ପ୍ୟାରିସ

ପ୍ରଶ୍ନ – କେଉଁ ଆଇଆଇଟି ସଂସ୍ଥା ଭାରତରେ ପ୍ରଥମେ ସ୍ଥାପିତ ହୋଇଥିଲା ?

ଉତ୍ତର – ଆଇଆଇଟି ଖଡଗପୁର

ପ୍ରଶ୍ନ – ରାମାୟଣ ସମୟରେ ପ୍ରସିଦ୍ଧ ସରଯୁ ନଦୀ ବର୍ତ୍ତମାନ କେଉଁ ନାମରେ ନାମିତ ?

ଉତ୍ତର – ଘାଘରା

ପ୍ରଶ୍ନ – ଦଶରଥ କାହାକୁ ଭୁଲ ବଶତଃ ହ-ତ୍ୟା କରିବା ପରେ ତାଙ୍କୁ ପୁତ୍ର ବି-ୟୋ-ଗରେ ପ୍ରା-ଣତ୍ୟାଗ କରିବାର ଅ-ଭି-ଶା-ପ ମିଳିଥିଲା ?

ଉତ୍ତର – ଶ୍ରବଣ କୁମାର

ପ୍ରଶ୍ନ – ଦିଲ୍ଲୀର ପ୍ରଥମ ମୁ-ସ-ଲମା-ନ ଶାସକ କୁତବୁଦ୍ଦିନ ଆଇବାକ ୧୨୦୦ ଏଡିରେ କୁତବମିନାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ କିଏ ଏହାର ନିର୍ମାଣ କାର୍ଯ୍ୟକୁ ଶେଷ କରିଥିଲେ ?

ଉତ୍ତର – ଇତୁତ ମିଶ

ପ୍ରଶ୍ନ – ଡିଏଗୋ ମାରାଡୋନାଙ୍କ ଅଧିନାୟକତ୍ଵରେ ଆର୍ଜେଣ୍ଟିନା ଫିଫା ବିଶ୍ଵକପକୁ କେଉଁ ବର୍ଷରେ ଜିତିଥିଲା ?

ଉତ୍ତର – ୧୮୮୬ ମେକ୍ସିକୋ

ପ୍ରଶ୍ନ – ନ ଧୋଇ ସମସ୍ତେ ଖାଆନ୍ତି କିନ୍ତୁ ଖାଇ ସାରିବା ଅ-ନୁ-ତା-ପ କରନ୍ତି ଓ ଲା-ଜ ମଧ୍ୟ କରନ୍ତି, ତାହା କଣ ?

ଉତ୍ତର – ଜୋତା ବା ଚପଲ