ଉଡାଜାହାଜରେ ଘଟିଗଲା ଏଭଳି ଲଜ୍ଜ୍ୟାଜନକ ଘଟଣା ଯାହା କ୍ୟାମେରାରେ ରେକର୍ଡ ହୋଇଗଲା, ଦେଖନ୍ତୁ video ଆପଣଙ୍କ ହୋସ୍ ଉଡିଯିବ

କୌଣସି ସ୍ଥାନକୁ ଶୀଘ୍ର ଏବଂ ସୁବିଧାରେ ପହଞ୍ଚିବା ପାଇଁ ଲୋକେ ଉଡାଜାହାଜରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଆଉ ଏୟାରପୋର୍ଟ ଏବଂ ବିମାନରେ ସୁରକ୍ଷା ବ୍ୟବସ୍ଥା ଖୁବ କ-ଡା-କ-ଡି ରଖାଯାଇ ଥାଏ । ଏହା ସତ୍ତ୍ୱେ ମଧ୍ୟ କିଛି ଏଭଳି ଘ-ଟ-ଣା ଘ-ଟି-ଥା-ଏ ଯାହା ଶୁଣିଲେ ଚକିତ ଲାଗେ । ଆଜି ଆମେ ଆପଣଙ୍କୁ ଉଡାଜାହାଜ ଏବଂ ଏୟାରପୋର୍ଟରେ ଘ-ଟି-ଥି-ବା କିଛି ଲ-ଜ୍ଜ୍ୟା-ଜ-ନକ ଘ-ଟ-ଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

୨୦୧୮ ମସିହାରେ ଦିଲ୍ଲୀର ଦେବୀ ଶ୍ରୀକୁଳଶ୍ରୀଷ୍ଟା ନାମକ ଜଣେ ଏୟାରହୋଷ୍ଟେସଙ୍କୁ ସ-ନ୍ଦେ-ହ କରି ଯା-ଞ୍ଚ କରା ଯାଇଥିଲା । ତାଙ୍କୁ ଚେକ୍ କରିବା ପରେ ସ-ନ୍ଦେ-ହ ସତ ବୋଲି ପ୍ରମାଣିତ ହୋଇଥିଲା । ତାଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କା ଜ-ବ-ତ କରା ଯାଇଥିଲା । ତାହା ପୁଣି ଭାରତୀୟ ଟଙ୍କା ନୁହେଁ ବରଂ ଆମେରିକୀୟ ଡଲାର । ଜିଙ୍କ ପେପରରେ ଗୁଡାଇ ଏହି ଟଙ୍କାକୁ ସେ ବ୍ୟାଗ ଭିତରେ ଚୋ-ରା-ରେ ନେଉଥିଲେ ।

ପରେ ପୋ-ଲି-ସ ତ-ଦ-ନ୍ତ-ରୁ ଜଣା ପଡିଥିଲା ଯେ ହଙ୍କଙ୍ଗରୁ ଦିଲ୍ଲୀକୁ ଏମିତି ଡଲାର ଆଣିବାକୁ ତାଙ୍କୁ ଟ୍ରିପ୍ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ମିଳୁଥିଲା । କିନ୍ତୁ ସେଦିନ ତାଙ୍କ ଭାଗ୍ୟ ଖରାପ ଥିବାରୁ ସେ ଧ-ରା ପଡି ଯାଇଥିଲେ । ଆପଣ ଫ୍ଲାଇଟରେ ଯିବାବେଳେ ଫ୍ଲାଇଟର ଖାଦ୍ୟ ତ ନିଶ୍ଚୟ ଖାଇଥିବେ ଓ ଜାଣିଥିବେ ଏହା କେତେ ମ-ହ-ଙ୍ଗା । କିଛି ବର୍ଷ ତଳେ ଜଣେ ଚାଇନିଜ ଏୟାରହୋଷ୍ଟେସଙ୍କ ଏକ ଭି-ଡି-ଓ ଖୁବ ଭା-ଇ-ରା-ଲ ହୋଇଥିଲା ।

ସେ ଲୋକଙ୍କୁ ଦିଆ ଯାଉଥିବା ଖାଦ୍ଯରୁ ଟିକେ ଟିକେ ଖାଇ ନେଉଥିଲେ । ଏହି ଭି-ଡି-ଓ-ଟି ଭା-ଇ-ରା-ଲ ହେବାପରେ ଫ୍ଲାଇଟର ଗାଇଡଲାଇନ ଅମାନ୍ଯ କରିବା ହେତୁ ତାଙ୍କୁ ଚାକିରିରୁ କାଢି ଦିଆ ଯାଇଥିଲା । କିନ୍ତୁ ଥରେ ଭାବି ଦେଖନ୍ତୁ ଯେ କେତେ ଲୋକ ଏହି ଚାଇନିଜ ମହିଳାଙ୍କ ଅଇଁଠା ଖାଦ୍ୟ ଖାଇଥିବେ ! ଆପଣ ଯଦି ଜଣେ ଝିଅ ତେବେ ଏହି ଭି-ଡି-ଓ ଦେଖିବା ପରେ ଆପଣଙ୍କୁ ସାହାସ ସହ କିଛି ଶିଖିବାକୁ ମଧ୍ୟ ମିଳିବ ।

ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ନି-ଆଁ ଭଳି ଭା-ଇ-ରା-ଲ ହୋଇଥିବା ଏହି ଭି-ଡି-ଓ-ରେ ଭରତ ଓ କଲ୍ୟାଣ ନାମକ ଦୁଇ ଯୁବକ ଜଣେ ଏୟାରହୋଷ୍ଟେସ ଓ ପୋ-ଲି-ସ-ଙ୍କୁ ଭୁଲ ମାଗୁଥିବାର ଦେଖିବାକୁ ମିଳେ । କାରଣ ସେମାନେ ଏୟାର ହୋଷ୍ଟେସଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରିଥିଲେ । ସେ ବାହାଦୁର ଥିବାରୁ ପଛକୁ ହଟି ନଥିଲେ । ପୋ-ଲି-ସ-ଙ୍କୁ ଡାକିବା ପରେ ସମସ୍ତଙ୍କ ସାମନାରେ ଏୟାର ହୋଷ୍ଟେସଙ୍କ ଗୋଡ ଧରି ଭୁଲ ମାଗିବା ପରେ ହିଁ ତାଙ୍କୁ ଛଡା ଯାଇଥିଲା ।

୫ ଜୁନ ୨୦୧୯ରେ ଜାପାନର ଏକ ଏୟାରପୋର୍ଟରେ ଦୁଇଜଣ ଯୁବକଙ୍କୁ ଧ-ରା ଯାଇଥିଲା । କାରଣ ପୋ-ଲି-ସ-କୁ ସ-ନ୍ଦେ-ହ ହୋଇଥିଲା ଯେ ସେମାନଙ୍କ ବ୍ୟାଗରେ କୌଣସି ସ-ନ୍ଦି-ଗ୍ଧ ଜିନିଷ ରହିଛି । କଷ୍ଟମ ଅଫିସର ସେମାନଙ୍କ ବ୍ଯାଗକୁ ଖୋଲି ଦେଖିବା ପରେ ସେଥିରୁ ୧୩ଟି ବିରଳ ଏଣ୍ଡୁଅ ବାହାରିଥିଲେ । ଏମାନଙ୍କୁ ବ୍ୟାଗରେ ପୁରାଇ ବାହାରେ ବିକ୍ରି କରିବାକୁ ନେଉଥିଲେ ଏହି ଦୁଇ ଯୁବକ ।

ଗୋଟିଏ ଏଣ୍ଡୁଅର ବଜାର ମୂଲ୍ୟ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କା ହେବ । ଆପଣଙ୍କୁ ଏହି ଘ-ଟ-ଣା-ମା-ନ ବିଷୟରେ ଜାଣି କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।