ରାତି ଅଧରେ ବିଷଧର ନାଗ (Cobra) ର ଭୟଙ୍କର ଗର୍ଜନ ଶୁଣି ଉଡିଗଲା ପୁରା ପରିବାର ର ହୋସ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

କୋବ୍ରା ଏକ ଅତ୍ୟନ୍ତ ବି-ଷ-ଧ-ର ସାପ । ଯାହା ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-ନ ନାମକ ମା-ରା-ତ୍ମ-କ ବି-ଷ ରହିଥାଏ । ଏହି ସାପ କା-ମୁ-ଡି-ଥି-ବା ବ୍ୟକ୍ତିଙ୍କ ବଞ୍ଚିବା ମୁସ୍କିଲ ହୋଇଯାଏ । ଆମ ଦେଶ ଭାରତରେ ଏହି ପ୍ରଜାତିର ବି-ଷ-ଧ-ର ସାପ ଖୁବ ଦେଖିବାକୁ ମିଳନ୍ତି । ବିଶେଷ କରି ପାହାଡ, ଜଙ୍ଗଲ ଓ ମାଟିଘର ମାନଙ୍କୁ ଏହି ସାପମାନେ ପଶି ଆସନ୍ତି । ଗାଁ ମାନଙ୍କରେ ପ୍ରାୟତଃ ଲୋକେ ଘରେ କୁକୁଡା ପାଳନ୍ତି ଓ ସେଥିପାଇଁ ସ୍ଵତନ୍ତ୍ର କୁକୁଡା ଭାଡି ମଧ୍ୟ ପ୍ରସ୍ତୁତ କରିଥାନ୍ତି ।

କୋବ୍ରା ସାପ କୁକୁଡା ଅଣ୍ଡା ଖାଇବା ଲୋଭରେ ଅନେକ ସମୟରେ ଭାଡି ଭିତରକୁ ପଶିଯାନ୍ତି । ଏହିପରି ଏକ ଘ-ଟ-ଣା ଦେଖିବାକୁ ମିଳିଥିବା ଓଡିଶାର ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ । ସେଠାରେ ଅଧରାତିରେ ଜଣଙ୍କ କୁକୁଡା ଭାଡିରେ ଗୋଟିଏ ଲମ୍ବା କୋବ୍ରା ସାପ ପ-ଶି ଆସିଥିଲା । ଯାହାକୁ କିଛି ସ୍ଥାନରେ ଚମ୍ପା ନାଗ ବୋଲି କୁହାଯାଏ । କୁକୁଡା ଭାଡିଟି ଝାଟି ଓ ମାଟିରେ ନିର୍ମାଣ କରା ଯାଇଥିଲା । ସାପଟି ଅଣ୍ଡା ଖାଇବାକୁ ଆସିବା ପରେ ତିନୋଟି କୁକୁଡାଙ୍କୁ ଚୋ-ଟ ମା-ରି ଦେଇଥିଲା ।

ଯାହା ଫଳରେ ସେମାନେ ମ-ରି ଯାଇଥିଲେ । କୋବ୍ରା ସାପ କବଳରୁ ମଣିଷ ମଧ୍ୟ ବଞ୍ଚି ପାରେନାହିଁ । କୁକୁଡା ମାନେ ବା କେମିତି ଲ-ଢେ-ଇ କରିଥାନ୍ତେ । କୁକୁଡା ମାନଙ୍କୁ ପାଳିଥିବା ବ୍ୟକ୍ତି ଜଣକ ଏହା ଜାଣି ପାରିବା ପରେ ଚିନ୍ତାରେ ପ-ଡି ଯାଇଥିଲେ । କାରଣ ତାଙ୍କର ଆହୁରି ଅନେକ କୁକୁଡା ଭାଡି ଭିତରେ ଥିଲେ । ଆଉ ସାପ ଭୟରେ ସେ ମଧ୍ୟ ଭାଡି ଭିତରକୁ ଯାଇ ପାରୁ ନଥିଲେ । ତେବେ ସେମାନେ ସ୍ଥାନୀୟ ସାପ ଧରାଳିଙ୍କୁ ସାଙ୍ଗେ ସାଙ୍ଗେ ଖବର ଦେଇଥିଲେ ।

ସାପଧରାଳି ଆସି ଦେଖିବା ପରେ ତାହା ବି-ଷ-ଧ-ର କୋବ୍ରା ସାପ ବୋଲି ଜାଣି ପାରିଥିଲେ । ସାପଟି ଭାଡି ଭିତରେ ବତା ଓ ବାଉଁଶ ମଧ୍ୟରେ ଏପରି ଗୁଡାଇ ହୋଇ ରହିଥିଲା ଯେ ତାକୁ ସେଠାରୁ ଉଦ୍ଧାର କରିବା ସାପଧରାଳିଙ୍କ ପାଇଁ ଖୁବ କାଠିକର ପାଠ ଥିଲା । ସେ ପ୍ରଥମେ ସାପର ଲାଞ୍ଜକୁ ଧିରିଥିଲେ ଓ ଧୀରେ ଧୀରେ ଧୈର୍ଯ୍ୟ ଓ କୌଶଳର ସହ ସାପକୁ ମଧ୍ୟ କାବୁ କରି ନେଇଥିଲେ ।

ଏହା ମଧ୍ୟରେ ସାପଟି ରାଗରେ ଖୁବ ଗ-ର୍ଜ-ନ କରି ଫ-ଣା ଫୁ-ଲା-ଉଥିଲା ଓ ତାଙ୍କୁ ଚୋଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ସାହସ ଓ ଯତ୍ନର ସହ ସେ ସାପକୁ ଧରି ଏକ ମୁଣାରେ ପୁରାଇବାରେ ସଫଳ ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।