କଣ ବାଳ ଧଳା ପଡି ଯାଉଛି ? କେବଳ ନାଭିରେ ପକାଇ ଦିଅନ୍ତୁ ଏହି ତେଲ, 42 ବର୍ଷ ବୟସରେ ବି ଦେଖାଯିବେ 22 ପରି ଜବାନ ଆଉ ସୁନ୍ଦର- Health Tips

ମନୁଷ୍ୟ ତାର ଜୀବନରେ ସବୁ ବେଳେ ସୁସ୍ଥ ଜୀବନ ବଞ୍ଚିବାକୁ ଚାହେଁ । କିନ୍ତୁ ଜୀବନରେ ତାର ଖରାପ ଦିନ ଚର୍ଯ୍ୟା ବା ଖରାପ ଖାନ ପାନ ଦ୍ଵାରା ବିଭିର୍ଣ୍ଣ ରୋଗରେ ପୀଡିତ ଥାଏ । ଏହି ରୋଗରୁ ଉପସମ ପାଇଁ ସେ ବହୁତ ଚେଷ୍ଟା କରିଥାଏ ଓ ଏଥିପାଇଁ ସେ ବହୁତ ଖର୍ଚାନ୍ତ ହୋଇଥାଏ । କିନ୍ତୁ କିଛି ଲାଭ ମିଳେ ନାହିଁ । କିନ୍ତୁ ଶରୀର ଏପରି ଅଙ୍ଗ ନାଭି ଯାହା ଦ୍ଵାରା କି ଆମ ଶରୀରର ସବୁ ସମସ୍ଯା ଠିକ କରାଯାଇ ପାରିବ ।

କିଛି ଘରୋଇ ଉପାୟ ଅଛି ଯାହାଦ୍ବାରାକୀ ଆମେ ଆମର ସ୍ୱାସ୍ଥ୍ୟକୁ ଠିକ କରିପାରିବା । ସେହି ଉପାୟଟି ହେଲା ନାଭିରେ ତେଲ ଲଗାଇବା । କେବଳ ଜାଣିବା ଆବଶ୍ୟକ କି କେଉଁ ରୋଗ ପାଇଁ କେଉଁ ତେଲ ଲଗାଇବା ଉଚିତ ।

ଆପଣ ମାନେ ଜାଣିଥିବେ କି ପିଲାଙ୍କର ନାଭିରେ ତେଲ ଲଗାଇ ମାଲିସ କରାଯାଏ । ଏହା ଦ୍ଵାର ପିଲାଟି ସୁସ୍ଥ ଓ ସବଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନାଭିରେ ତେଲ ଲଗାଇବା ଦ୍ଵାରା ଆମ ର କଣ ଫାଇଦା ହୋଇଥାଏ । ଲିଭର କୁ ସୁସ୍ଥ ରଖିବା ପାଇଁ ନାଭିରେ ସବୁ ଦିନ ଅଲିଭ ତେଲକୁ ଲଗାନ୍ତୁ ଓ ମାଲିସ କରନ୍ତୁ । ଏହା ଦ୍ଵାରା ଆମ ଲିଭର ସୁସ୍ଥ ରହିଥାଏ । ଏହା ଛଡା ଶରୀରରେ ରକ୍ତ ଚାପ ସୃଷ୍ଟି ହେବାରୁ ବହୁତ ପ୍ରକାର ରୋଗ ହୋଇଥାଏ ।

ଯେମିତିକି ହୃଦ ଘାତ , କିଡନୀ ସମସ୍ଯା , ଉଚ୍ଚ ରକ୍ତ ଚାପ ପରି ରୋଗ ଥିଲେ ସବୁ ଦିନ ୪ ରୁ ୫ ବୁନ୍ଦା ଅଲିଭ ତେଲକୁ ନାଭିରେ ଲଗାଇବା ଦ୍ଵାରା ଏହି ସବୁ ରୋଗ ର ସମସ୍ୟାରୁ ମୁକ୍ତି ମିଳିଥାଏ । ଦାନ୍ତ ବିନ୍ଧୁଥିଲେ କିମ୍ବା ଥଣ୍ଡା ସର୍ଦି ଥିଲେ ଆପଣ ଲବଙ୍ଗ ତେଲକୁ ନାଭି ରେ ଲଗାନ୍ତୁ । କିନ୍ତୁ ଲବଙ୍ଗ ତେଲ ବହୁତ ଗରମ ହୋଇଥିବାରୁ ଆପଣ ଏଥିରେ କିଛି ସୋରିଷ ତେଲ ମିଶାଇ ଲଗାନ୍ତୁ । ଯାହାଦ୍ୱାରା କି ଏହି ରୋଗରୁ ମୁକ୍ତି ମିଳିଥାଏ ।

ଦାନ୍ତ ବିନ୍ଧା ପାଇଁ ଲବଙ୍ଗ ତେଲ କୁ ଦାନ୍ତରେ ଏକ ତୁଳା ସାହାଜ୍ୟରେ ଲଗାଇବାରୁ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ । ଆପଣନଙ୍କର ଗଣ୍ଠି  ବିନ୍ଧା ଓ ଶରୀରର ହାଡ ସମଶ୍ୟା ବା ଯଏଣ୍ଟ ପେନ ରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ବେଳୀ ନାଭିରେ ୩ ରୁ ୪ ବୁନ୍ଦା ଜଡା ତେଲ କୁ ଭଲ ଭାବରେ ନାଭିରେ ମାଲିସ କରିବା ଦ୍ଵାରା ଏହି ସମଶ୍ୟା ରୁ ରକ୍ଷା ମିଳିଥାଏ ।

ଆଖିରେ ମୋତିଆ ବିନ୍ଦୁର ସମସ୍ଯା ଥିଲେ ନଡିଆ ତେଲ କିମ୍ବା ବାଦାମ ତେଲକୁ ନାଭିରେ ସବୁବେଳେ ଲଗାଇବା ଦ୍ଵାରା ଆପଣ ଏହି ମୋତିଆ ବିନ୍ଦୁ କିମ୍ବା ଆଖିରେ ଥିବା ସମଶ୍ୟାରୁ  ରକ୍ଷା ପାଇବେ । ଆପଣଙ୍କୁ ଥଣ୍ଡା ଜର ହୋଇଥିଲେ ସୋରିଷ ତେଲରେ ରସୁଣ ଓ ସାମାନ୍ୟ ଲୁଣ ପକାଇ ଗରମ କରି ଏହି ତେଲକୁ ୪ ରୁ ୫ ବୁନ୍ଦା ନାଭିରେ ଲଗାନ୍ତୁ ଓ ହାଲୁକା ମାଲିସ କରନ୍ତୁ ଏହାଦ୍ବାରା ଜର ଥଣ୍ଡାରୁ ମୁକ୍ତି ମିଳିଥାଏ । ଛୋଟ ପିଲାଙ୍କର ପେଟ ସମଶ୍ୟା ଥିଲେ ପାଣିରେ କିଛି ହେଙ୍ଗୁ ମିଶାଇ ନାଭିରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ନିଦ ସମସ୍ୟାରେ ପୀଡିତ ଥିଲେ ନାଭିରେ ୪ ରୁ ୫ ବୁନ୍ଦା ଅଲିଭ ତେଲ ମାଲିସ କରିବା ଦ୍ଵାରା ଭଲ ନିଦ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।