Gk Questions & Answers- ତାହା କଣ ଅଟେ ଯାହା ଆପଣ ଡାହାଣ ହାତରେ ଧରି ପାରିବେ କିନ୍ତୁ ବାମ ହାତରେ ନୁହେଁ ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ . ଏ .ଏସ ଏବଂ ଆଇ . ପି . ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା ।

୧ . ମନୁଷ୍ୟ ପ୍ରଥମେ କେଉଁ ପଶୁର ଦୁଗ୍ଦ ପିଇବା ଆରମ୍ଭ କରିଥିଲା ?

ଉତ୍ତର – ଛେଳିର ।

୨ . ଦୁନୀଆର କେଉଁ ପକ୍ଷୀ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରିଥାଏ ।?

ଉତ୍ତର – ପାରା ।

୩ . ଡ଼ନ କେଉଁ ଦେଶ ର ସମ୍ବାଦପତ୍ର ଅଟେ ?

ଉତ୍ତର – ପାକିସ୍ତାନ ର ।

୪ . ଦୁନିଆର ସବୁଠୁ ବଡ ମୂର୍ତି କେଉଁଠି ଅଛି ?

ଉତ୍ତର – ଭାରତ ରେ ।

୫ . ଭାରତରେ ଏକ ଟଙ୍କା ନୋଟ କିଏ ପ୍ରସ୍ତୁତି କରିଥାନ୍ତି ?

ଉତ୍ତର – ବିତମନ୍ତ୍ରୀ ।

୬ – ଭାରତର କେଉଁ ରାଜ୍ୟ କୁ ବାଦଲର ଘର ବୋଲି କୁହାଯାଇଥାଏ ?

ଉତ୍ତର – ମେଘାଳୟ ।

୭ . କେଉଁ ପଶୁ ଆସୁଥିବା ସମସ୍ୟା ବିଷୟରେ ଜାଣିବା ଦ୍ଵାରା ନିଜ ଛୁଆ କୁ ଲୁଚେଇଦିଏ ?

ଉତ୍ତର – କଙ୍ଗାରୁ ।

୮ . କେଉଁ ପଶୁ ଅନ୍ଧାରରେ ମଧ୍ୟ ଦେଖିପାରିବେ ?

ଉତ୍ତର – ଚିତା ବାଘ ।

୯ . କେଉଁ ଦେଶରେ ସଙ୍ଗୀତ ଗାନ କରିବା ଦ୍ଵାରା ଦଣ୍ଡ ମିଳିଥାଏ ?

ଉତ୍ତର – ଦକ୍ଷିଣ କୋରିଆ ।

୧୦ . କେଉଁ ପଶୁ କେବେବି ପାଣି ପିଇଥାଏ ?

ଉତ୍ତର – ଝିଟିପିଟି ।

୧୧ . ପୂରା ଦୁନିଆରେ ପ୍ରତି ୧ ମିନିଟ ରେ କେତେ ଛୁଆ ଜନ୍ମ ଗ୍ରହଣ କରିଥାନ୍ତି ?

ଉତ୍ତର – ପ୍ରାୟ ୨୫୦ ।

୧୨ . ଦୀପାବଳି ଦିନ ବାଣ ଫୁଟେଇବାର ପରମ୍ପରା କେଉଁ ଦେଶରେ ବାହାରିଥିଲା ?

ଉତ୍ତର – ଚୀନ ଦେଶ ।

୧୩ . ମହୁମାଛି ଡଙ୍କ ମାରିବା ମାତ୍ରେ ମରିଯାଇଥାଏ କାହିଁକି ?

ଉତ୍ତର – ଏହା ଦ୍ଵାରା ତାର ପେଟ ଫାଟିଯାଇଥାଏ ।

୧୪ . କେଉଁ ପଶୁକୁ ଚୋକଲେଟ ଖୁଆଇବା ଦ୍ଵାରା ସେ ମୃତ୍ୟୁ ବରଣ କରିଥାଏ?

ଉତ୍ତର – କୁକୁର ।

୧୫ . ତାଜମହଲ ଉପରେ ଦେଇ ଉଡାଯାହାଜ ଉଡା ଯାଏ ନାହିଁ କାହିଁକି ?

ଉତ୍ତର – ଏହା ଏକ ଐତିହାସିକ ସ୍ଥଳୀ ଅଟେ ।

୧୬ . ମନୁଷ୍ୟ ଶରୀର ରେ ସବୁଠୁ ବଡ ଅଙ୍ଗ କଣ ଅଟେ ?

ଉତ୍ତର – ହୃଦୟ ।

୧୭ . କେଉଁ ପଶୁର ଶରୀରରେ ଆଖି ନଥାଏ ?

ଉତ୍ତର – କଇଁଛ ।

୧୮ . ମୁକେଶ ଆମ୍ବାନୀ ଙ୍କର ଜନ୍ମ କେଉଁ ଦେଶରେ ହୋଇଇଥିଲା ?

ଉତ୍ତର – ସାଉଦି ଆରବ ।

୧୯ . ଧଳା ରଙ୍ଗ ର ହାତୀ କେଉଁଠାରେ ଦେଖାଯାଏ ?

ଉତ୍ତର – ଥାଇଲାଣ୍ଡ ।

୨୦ . ଏକ ସେକେଣ୍ଡ ରେ ଦୁନିଆରେ କେତେ ଲୋକ ମୃତ୍ୟୁ ବରଣ କରିଥାନ୍ତି ?

ଉତ୍ତର – ୧୫୯ ଲୋକ ।

୨୧ . ମନୁଷ୍ୟର ଆଖି କେତେ ମେଗାୱାଟ ଅଟେ ?

ଉତ୍ତର – ୫୭୬ ମେଗାୱାଟ ।

୨୨ . କାଳ ଭୈରବ ମନ୍ଦିର ରେ କାହିଁକି ମଦ ସେବନ କରାଯାଏ ?

ଉତ୍ତର – ଏହା ଏକ ରହସ୍ୟ ଅଟେ ।

୨୩ . ଏକ ମିସାଇଲ ର ମୂଲ୍ୟ କେତେ ଅଟେ ?

ଉତ୍ତର – ୧୧୪ ଲକ୍ଷ ଡଲାର ।

୨୪ . ପେଟ୍ରୋଲ ପମ୍ପ ରେ ମୋବାଇଲ ଫୋନ ରେ କଥା ହେବା କାହିଁକି ମନା ?

ଉତ୍ତର – ନିଆଁ ଲାଗିବା କାରଣ ରୁ ।

୨୫ . ଗୋଟେ ବର୍ଷରେ ୩୧ ଦିନିଆ କେତେ ଟା ମାସ ପଡିଥାଏ ?

ଉତ୍ତର – ସାତଟି ।

୨୬ . କେଉଁ ଦେଶ ର ଲୋକ ସବୁଠୁ ବେଶି ଗୋରା ହୋଇଥାନ୍ତି ?

ଉତ୍ତର – ଦକ୍ଷିଣ ଆମେରିକା ।

୨୭ . ଏବେ ପଯ୍ୟନ୍ତ କେତେ ଜଣ ଲୋକ ଜହ୍ନ ପଯ୍ୟନ୍ତ ଯାଇପାରିଛନ୍ତି ?

ଉତ୍ତର – ୧୨ଜଣ ଲୋକ ।

୨୮ . କେଉଁ ବ୍ୟକ୍ତି ୨୫୬ ବର୍ଷ ଯାଏ ବଞ୍ଚିଥିଲେ ?

ଉତ୍ତର – ଚିନର ଲିକୁମିୟନ

୨୯ . କେଉଁ ଦେଶର ଲୋକ ନିଜ ଇଚ୍ଛାରେ ନିଜ ବାଳ କାଟିପରିବେ ନାହିଁ ?

ଉତ୍ତର – ଦକ୍ଷୀଣ କୋରିଆ ଲୋକ ।

୩୦ . ଭାରତ ର କେଉଁ ରାଜ୍ୟ ରେ ସବୁଠୁ କମ ଅପରାଧ ହୋଇଥାଏ ?

ଉତ୍ତର – ସିକିମ

୩୧ . କେ . ବି . ସି ପ୍ରୋଗ୍ରାମ ରେ ଅମିତାଭ ବଚନ କେତେ ଟଙ୍କା ରୋଜଗାର କରନ୍ତି ?

ଉତ୍ତର – ପାଞ୍ଚ କୋଟି ଟଙ୍କା ।

୩୨. ତାହା କଣ ଅଟେ ଯାହା ଆପଣ ଡାହାଣ ହାତରେ ଧରି ପାରିବେ କିନ୍ତୁ ବାମ ହାତରେ ନୁହେଁ ?

ଉତ୍ତର- ବାମ ହାତ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।