ନବମରୁ ପାଗଳ ଥିଲେ 90, ଅଣ୍ଟା ଦେଖେଇ ଟଙ୍କା ତ ଆଖି ଦେଖେଇ ଚଷମା ଆଣୁଥିଲା, କଣ ଦେଖେଇ କରୁଥିଲା କୋଟି କୋଟି ଟଙ୍କାର ଡିଲ୍ ?

ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ତା’ ସହ ମିଶି ବଡବଡିଆଙ୍କୁ ଦେହ ଲୋଭ ଦେଖାଉଥିବା ଶ୍ରଦ୍ଧାଞ୍ଜଳି ବିଷୟରେ ମଧ୍ୟ ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି । ଅର୍ଚ୍ଚନା ସହ ସଙ୍ଗାତ ବସି ତା’ କଳା ସାମ୍ରାଜ୍ୟର ସମାନ ଭାଗୀଦାରୀ ହେବାର ସ୍ଵପ୍ନ ଦେଖୁଥିଲା ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳି ଭାବିଥିଲା ଅର୍ଚ୍ଚନା ଯେତେ ଆଗକୁ ଯିବ ସେ ନିଜେ ବି ସେତେ ଆଗକୁ ଯିବ । ହେଲେ ଅର୍ଚ୍ଚନା ତାକୁ କେବଳ ମୋହରା ବନେଇ ରଖିଥିଲା । କୋଟି କୋଟି ଟଙ୍କା ଆଣୁଥିଲା ହେଲେ ଶ୍ରଦ୍ଧାଞ୍ଜଳିକୁ ଦେଲା ବେଳକୁ ଚାପିଚାପି ଦେଉଥିଲା ।

ଘଟଣା ଇଡି ହାତକୁ ଯିବାପରେ ଇଡି ଜଣଙ୍କ ପରେ ଜଣଙ୍କୁ ଡକାଇ ଜେରା କରିଲା । ଆଉ ସେତିକି ବେଳେ ଇଡି ପାଖକୁ ଶ୍ରଦ୍ଧାଞ୍ଜଳି ବି ଆସିଥିଲା । ଏହା ପରଠାରୁ ଶ୍ରଦ୍ଧାଞ୍ଜଳିକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । କାରଣ ଅର୍ଚ୍ଚନାର ଘନିଷ୍ଠ ସହଯୋଗୀ ଥିଲା ଶ୍ରଦ୍ଧା । ଅର୍ଚ୍ଚନା ନିଜେ ଯେଉଁଠିକୁ ଯାଇ ପାରୁ ନଥିଲା ସେଟାକୁ ଶ୍ରଦ୍ଧାକୁ ପଠାଇ ଦେଉଥିଲା । ଅର୍ଚ୍ଚନା କରି ପାରୁ ନଥିବା ଡିଲ୍ ଶ୍ରଦ୍ଧା ଦ୍ଵାରା କରା ଯାଉଥିଲା । ହୋଟେଲର ଡିଲ୍ ସମୟର ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ମଧ୍ୟ ଶ୍ରଦ୍ଧାର ଚେହେରା ଦେଖିବାକୁ ମିଳିଛି ।

ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତ’ ବିଷୟରେ ଅନେକ ରୋଚକ କଥା ମଧ୍ୟ ଶୁଣିବାକୁ ମିଳୁଛି । ନବମ ଶ୍ରେଣୀରୁ କୁଆଡେ 90 ପାଗଳ ହୋଇଥିଲେ ଶ୍ରଦ୍ଧାଞ୍ଜଳି ପାଇଁ । ସେ ସମୟରେ ଶ୍ରଦ୍ଧା ଅନେକ ପିଲାଙ୍କୁ ଭଲ ପାଇ କାହାକୁ ଘଣ୍ଟା ଓ ଚଷମା ଆଦି ସୌକିନ ଜିନିଷ ମାଗିଥିଲା ।

ଆଉ ଏବେ ଅଧିକ ପାଇବା ଲୋଭରେ ଅର୍ଚ୍ଚନାର ସାଥି ହୋଇ ଦେହ ବଦଳରେ ଲୋକଙ୍କୁ କେତେ କଣ ମାଗିଛି । ତେବେ ଯେତେ ଟଙ୍କା ଓ ଦାମିକିଆ ଜିନିଷ ମାଗିଛି ସେସବୁ ପାଇଛି କି ନାହିଁ ଏକଥା ତ କେବଳ ଶ୍ରଦ୍ଧାକୁ ଜଣା । ହେଲେ ଅର୍ଚ୍ଚନା କିନ୍ତୁ ଶ୍ରଦ୍ଧାକୁ ବ୍ୟବହାର କରି ଏକଦମ ମାଲେମାଲ ହୋଇଯାଇଛି । ତେବେ ଏମିତି ଅନେକ କଥା ପ୍ରତିଦିନ ଅର୍ଚ୍ଚନା ଓ ଶ୍ରଦ୍ଧା ନାଁରେ ଚର୍ଚ୍ଚା ହେଉଛି ।

ତେବେ ଦେଖିବାକୁ ବାକି ରହିଲା ପ୍ରଥମେ ସ୍ଵର ଉତ୍ତୋଳନ କରିଥିବା ଶ୍ରଦ୍ଧାଞ୍ଜଳି ସତରେ କଣ ବଡବଡିଆ ବାବୁମାନଙ୍କ ନାଁ ଖୁଲାସା କରିବ ? ଆଉ ଇଡି ସେହି ଇଲିଶିଙ୍କ ପାଖରେ ପହଞ୍ଚି ପାରିବ ତ ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।