ଅ-ଶ୍ଳୀ-ଳ କାମକୁ ବିରୋଧ କରିବାରୁ ନାବାଳିକାକୁ ନୃ-ଶଂ-ସ ଭାବେ ପି-ଟି-ଲା ଯୁବକ, ଦେଖନ୍ତୁ ଭିଡିଓ

ଏହି ଦୁନିଆରେ ସବୁଠାରୁ ନିଆରା ସମ୍ପର୍କ ହେଉଛି ପ୍ରେମ । ଆଜିର ଯୁଗରେ ପ୍ରେମ ଅତି ସହଜରେ ହେଇ ଯାଉଛି ଇଣ୍ଟରନେଟ ମାଧ୍ୟମରେ । ସୋସିଆଲ ମିଡ଼ିଆ ହେଉଛି ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଅତି ସହଜରେ ପ୍ରେମ ହେଇ ଯାଉଛି । ଦୁଇ ଦିନର ସମ୍ପର୍କ ମଧ୍ୟରେ କେଉଁଠାରେ ପ୍ରେମ ମିଳୁଛି ତେବେ ଆଉ କେଉଁଠି ପ୍ର-ତା-ର-ଣା ଆଉ ଧୋ-କା । ଏହା କହିବା ଭୁଲ୍ ହେବ ନାହିଁ ଯୁଗ ଆଗେଇବା ସହିତ ପ୍ରେମ କରିବାର ଶୈଳୀ ମଧ୍ୟ ବହୁତ ବଦଳିଛି ।

ସୋସିଆଲ ମିଡ଼ିଆ ଆମ ପାଇଁ ଯେତିକି ଭଲ କିଛି ଅର୍ଥରେ ଏହା ଖରାପ ମଧ୍ୟ ହୋଇପାରେ ଯାହାର କା-ର-ନା-ମା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ସୋସିଆଲ ମିଡିଆର ଅନେକ ଦୁ-ର୍ବ୍ୟ-ବ-ହା-ର ଦିନକୁ ଦିନ ବଢି ଚାଲିଛି ।

ସେମିତି କିଛି ଘଟଣା ଘଟିଛି ଯାହା ସ୍ପଷ୍ଟ ଭାବରେ ଜଣା ପଡ଼େ ଏହି ଭିଡ଼ିଓରେ । ସୋସିଆଲ ମିଡ଼ିଆରୁ ଆମକୁ ଅନେକ ପ୍ରକାରର ତଥ୍ୟ ମିଳିଥାଏ, ହେଲେ ଆମେ ଏହାର ସଠିକ୍ ଭାବରେ ବ୍ୟବହାର ନକରିଲେ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇଥାଏ । କହିବାର ଅର୍ଥ କୈାଣସି ବ୍ୟକ୍ତି ସମ୍ବନ୍ଧରେ ନଜାଣି ତାଙ୍କ ସହ ବନ୍ଧୁତା ଗଢିବା ଏବଂ ସମ୍ପର୍କକୁ ପ୍ରେମରେ ପରିଣତ କରିବା ଏହା କେତେଦୂର ଠିକ୍ ?

ସୋସିଆଲ ମିଡିଆରେ କିଛି ଲୋକଙ୍କ ଜୀବନ ପରିବର୍ତ୍ତନ ହୋଇଯାଇଛି ତାଙ୍କର ମନ ମୁତାବକ ପାର୍ଟନର ପାଇଁ ଆଉ କେଉଁଠି ପ୍ର-ତା-ର-ଣା ଆଉ ନି-ର୍ଯା-ତ-ନା-ର ଶି-କା-ର ହେବାକୁ ପଡ଼ିଛି ତ କେଉଁଠି ମିଛ ପ୍ର-ତି-ଶ୍ରୁ-ତି-ର ପ୍ରେମ । ଏମିତି କିଛି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ଏହାର ଉଦାହରଣ ସ୍ବରୂପରେ । କଲେଜ ହେଉଛି ଏମିତି ଏକ ବିଦ୍ୟାର ମନ୍ଦିର ଯେଉଁଠାରେ ଅନେକ ବିଦ୍ୟାର୍ଥୀଙ୍କ ଭାଗ୍ୟ ପରିବର୍ତ୍ତନ ହୁଏ ।

ଏହି ସମୟର ଯଦି ଆମେ ସମୟର ସଦୁପଯୋଗ କରିବା ତେବେ ଏହାର ଫଳ ଆମକୁ ଆଗାମୀ ସମୟରେ ପ୍ରାପ୍ତ ହେବ । ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାରରେ ଆମକୁ ଶିକ୍ଷା ଲାଭ ହେଉଛି‌ । ସୋସିଆଲ ମିଡିଆର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ତାତି ଉଠିବ ।

କିଛି ଦିନ ପୁର୍ବରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣେ ନାବାଳିକାଙ୍କ ସହ ଜୁବକ ଜଣଙ୍କର ବନ୍ଧୁତା ହୋଇଥିଲା ଏବଂ ଧିରେ ଧିରେ ଏହି ବନ୍ଧୁତାକୁ ପ୍ରେମ ସମ୍ପର୍କରେ ପରିଣତ ହେଲା । କିଛି ଦିନର ସମ୍ପର୍କ ପରେ ଦୁହିଁଙ୍କ ଭିତରେ ମ-ନା-ନ୍ତ-ର ଦେଖିବାକୁ ମିଳିଲା ଯାହାଫଳରେ ଜୁବକ ଜଣଙ୍କ ସେହି ନାବାଳିକାକୁ ଦେଖା କରିବାକୁ ଡାକି ଏହି ପରି ଅ-ମା-ନ୍ୟ କା-ଣ୍ଡ ଘଟାଇଛନ୍ତି ।

ଅ-ଶ୍ଳୀ-ଳ କାମ କରୁଥିବା ସମୟରେ ବି-ରୋ-ଧ କରିବାରୁ ନାବାଳିକା ଝିଅକୁ ନୃ-ଶଂ-ସ ଭଳି ପି-ଟି-ଲେ ଯୁବକ । ଯୁବତୀ ଜଣଙ୍କୁ ଦେଖା କରିବା ବା-ହା-ନା-ରେ ଅ-ଶ୍ଳୀ-ଳ କାମ କରିବାକୁ କହିଲେ କିନ୍ତୁ ଜୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ । ଏହା ପରେ ଜୁବକ ଜଣଙ୍କ ଉ-ତ-କ୍ତ ହୋଇ ଏହି ଭଳି ଘୃ-ଣ୍ୟ କା-ଣ୍ଡ କରିଥିଲେ ।