Gk Questions & Answers: ନ ଧୋଇ ସମସ୍ତେ ଖାଆନ୍ତି ଖାଇ ସାରି ବହୁତ ପଶ୍ଚାତାପ କରନ୍ତି, କହିବା ପାଇଁ ବି ଲଜ୍ୟା କରନ୍ତି ? କୁହନ୍ତୁ ତାହା କଣ ?

କହିବାକୁ ଗଲେ ଏହି ଇଣ୍ଟରଭିୟୁରେ ଏହିଭଳି କିଛି ପ୍ରଶ୍ନ କରାଯାଏ ଯାହାର ଉତ୍ତର ବହୁତ ସହଜ ହୋଇଥାଏ । କିନ୍ତୁ ତାହା ସମସ୍ତଙ୍କୁ ସବୁଠୁ କଷ୍ଟ ଲାଗିଥାଏ । କାରଣ ପ୍ରଶ୍ନ ହିଁ ସେହିଭଳି କିଛି ହୋଇଥାଏ । ଯାହାକୁ ଶୁଣିବା ପରେ ଆପଣନାକ ମୁଣ୍ଡ ଚକ୍କର କାଟିବାକୁ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହର ଜବାବ ନେଇ ଆସିଛୁ । ଏହି ସବୁ ବିଚକ୍ଷଣ ପ୍ରଶ୍ନ ଇଣ୍ଟରଭିୟୁ ସମୟରେ କରାଯାଏ ।

ପ୍ରଶ୍ନ – ବିଶ୍ଵର ସବୁଠୁ ମହଙ୍ଗା ଫଳ କେଉଁ ଦେଶରେ ମିଳିଥାଏ ?

ଉତ୍ତର – ଜାପାନ (ୟୁବରୀ ଖରବୁଜା)

ପ୍ରଶ୍ନ – ମୋର ଜନ୍ମ ସମୁଦ୍ରରେ, କିନ୍ତୁ ମୁଁ ଆପଣଙ୍କ ଘରେ ରହିଥାଏ ?

ଉତ୍ତର – ଲୁଣ

ପ୍ରଶ୍ନ – ଏମିତି କେଉଁ ଜିନଷ ଅଛି, ଯାହା ଆପଣଙ୍କର କିନ୍ତୁ ତାକୁ ଅନ୍ୟ ସମସ୍ତେ ବ୍ୟବହାର କରନ୍ତି ?

ଉତ୍ତର – ଆପଣଙ୍କର ନାଁ

ପ୍ରଶ୍ନ – ତାହା କଣ, ଯାହାକୁ ଆମେ କାଟିଥାଉ, ଫେଣ୍ଟିଥାଉ ଓ ବାଣ୍ଟି ଥାଉ, ତଥାପି ଆମେ ଖାଇ ନ ଥାଉ ?

ଉତ୍ତର – ତାଶର କାର୍ଡ

ପ୍ରଶ୍ନ – ତାହା କଣ ଅଟେ ଯାହାକି ଆଲୋକରେ ଆପଣଙ୍କ ପିଛା ଛାଡେ ନାହିଁ ?

ଉତ୍ତର – ଆପଣଙ୍କ ଛାଇ

ପ୍ରଶ୍ନ – କେଉଁ ଦେଶରେ ବିଲେଇମାନଙ୍କର ପୂଜା କରାଯାଏ ?

ଉତ୍ତର – ଇଜିପଟ

ପ୍ରଶ୍ନ – କେଉଁ ଜୟନ୍ତୀ ବର୍ଷକୁ ଦୁଇ ଥର ଆସିଥାଏ ?

ଉତ୍ତର – ହନୁମାନ ଜୟନ୍ତୀ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଇଞ୍ଜିନିୟର ଅଛନ୍ତି ?

ଉତ୍ତର – ଆମେରିକା ଦେଶରେ

ପ୍ରଶ୍ନ – କେଉଁ ପଶୁର କ୍ଷୀର ସବୁଠୁ ଅଧିକ ଶସ୍ତା ?

ଉତ୍ତର – ଗାଈର କ୍ଷୀର

ପ୍ରଶ୍ନ – ଭଗବାନ ଶ୍ରୀ ରାମଙ୍କ ଭଉଣୀଙ୍କ ନାଁ କଣ ଥିଲା ?

ଉତ୍ତର – ଶାନ୍ତା ଦେବୀ

ପ୍ରଶ୍ନ – କେଉଁ ଜଙ୍ଗଲ ପଶୁ ମଧ୍ୟରେ ସବୁଠୁ ଅଧିକ ରକ୍ତ ଥାଏ ?

ଉତ୍ତର – ହାତୀ

ପ୍ରଶ୍ନ – ଭାରତ ଏସିଆର କେଉଁ ଭାଗର ଅଂସ ଅଟେ ?

ଉତ୍ତର – ଦକ୍ଷିଣ ଏସିଆ

ପ୍ରଶ୍ନ – କେଉଁ ଜୀବର ଗୋଟିଏ ଦାନ୍ତ ଏକ କିଲୋ ସମାନ ହୋଇଥାଏ ?

ଉତ୍ତର – ୱେଲ ମାଛ

ପ୍ରଶ୍ନ – କାହାର ମସ୍ତିଷ୍କକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭାଳି ରଖା ଯାଇଛି ?

ଉତ୍ତର – ଅଲ୍ବର୍ଟ ଆଇଂଷ୍ଟିନଙ୍କ

ପ୍ରଶ୍ନ – ଝିଟିପିଟି କେବେ ବି ପାଣି ପିଇବା ସମୟରେ କାହିଁକି ନଜର ଆସି ନ ଥାଏ ?

ଉତ୍ତର – କାରଣ ସେ ଭୋଜନରୁ ହିଁ ପାଣି ଗ୍ରହଣ କରିନିଏ

ପ୍ରଶ୍ନ – ଦୁନିଆର ସବୁଠୁ ଲମ୍ବା କେଶ କେଉଁ ମହିଳାର ଅଟେ ?

ଉତ୍ତର – ଗୁଜୁରାଟର ନୀଲାଶୀ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ଆଇଫୋନ କିଣି ପାରିବେ ନାହିଁ ?

ଉତ୍ତର – ଫିଜୀ ଦେଶ

ପ୍ରଶ୍ନ – ଇଞ୍ଜିନିୟରକୁ ଓଡିଆରେ କଣ କୁହାଯାଏ ?

ଉତ୍ତର – ଅଭିଯାନ୍ତ୍ରିକ

ପ୍ରଶ୍ନ – ଦୁନିଆର ସବୁଠୁ ବଡ ଗାଁର ନାଁ କଣ ?

ଉତ୍ତର – ଗହମର

ପ୍ରଶ୍ନ – ମାଛମାନଙ୍କ ତେଲରେ କେଉଁ ଭିଟାମିନ ଥାଏ ?

ଉତ୍ତର – ଭିଟାମିନ ସି

ପ୍ରଶ୍ନ – ମଣିଷ ସର୍ବେ ପ୍ରଥମେ କେଉଁ ଫଳକୁ ସେବନ କରିଥିଲା ?

ଉତ୍ତର – ଖଜୁରୀ

ପ୍ରଶ୍ନ – କେଉଁ ଗ୍ରହ ଉପରେ କାଚର ବର୍ଷା ହୋଇଥାଏ ?

ଉତ୍ତର – HD – ୧୮୯୭୩୩ବି

ଏହି ଗ୍ରହ ପୃଥିବୀ ପୃଷ୍ଠ ଠାରୁ ୬୩ ପ୍ରକାଶ ବର୍ଷ ଦୂରରେ ଅଛି

ପ୍ରଶ୍ନ – ଦୁନିଆର ସବୁଠୁ ବଡ ପେନ କିଏ ତିଆରି କରିଥିଲେ ?

ଉତ୍ତର – ଆଚାର୍ଯ୍ୟ ମୁକୁନରୀ ଶ୍ରୀନିବାସ

ପ୍ରଶ୍ନ – ନ ଧୋଇ ସମସ୍ତେ ଖାଆନ୍ତି

ଖାଇ ସାରି ବହୁତ ପଶ୍ଚାତାପ କରନ୍ତି

କହିବା ପାଇଁ ବି ଲଜ୍ୟା କରନ୍ତି ?

ଉତ୍ତର – ଜୋତା ଓ ଚପଲ