ମ୍ୟାଚରୁ ବାଦ୍ ପଡିଗଲେ Hardhik Pandya, ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ କେଉଁ ଖେଳାଳି ?

ହାର୍ଦ୍ଧିକଙ୍କୁ ନନୃ ମଇଦାନକୁ ଓହ୍ଲାଆଇବି ଟିମ ଇଣ୍ଡିଆ ! ହାଇଭୋଲଟେଜ ମ୍ଯାଚରେ ହାର୍ଦ୍ଧିକଙ୍କୁ ମିସ୍ କରିବେ ଫ୍ୟାନ । ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚରେ ଅଲରାଉଣ୍ଡର ପାଣ୍ଡ୍ୟା ଆଉଟ । ହାର୍ଦ୍ଧିକଙ୍କ ସ୍ଥାନରେ ଏହି ମହାମୁକାବିଲାରେ କେଉଁ ଖେଳାଳୀ ଧରିବେ ମଙ୍ଗ । ବଡ ମ୍ଯାଚରେ ଟିମ ଇଣ୍ଡିଆକୁ ଶକ୍ତ ଝଟକା । ଆସନ୍ତା କାଲି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଥିବା କ୍ରିକେଟର ମହା ଲଢେଇରେ ଖେଳିବେନି ହାର୍ଦ୍ଧିକ ପାଣ୍ଡ୍ୟା । ତେବେ ବୀନା ହାର୍ଦ୍ଧିକଙ୍କ ଉପସ୍ଥିତିରେ କଣ କରିବ ଟିମ ଇଣ୍ଡିଆ ।

ଅକ୍ଟୋବର 22 ରେ ବିଶ୍ଵକପ ମ୍ଯାଚରେ ଯୋଗ ଦେବେ ନାହିଁ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା । ହାର୍ଦ୍ଧିକ ଆହତ ଥିବା କାରଣରୁ ସେ ବର୍ତ୍ତମାନ ବିଶ୍ଵକପ ମ୍ଯାଚରୁ ବାଦ ପଡିଛନ୍ତି । ଗୁରୁବାର ବାଙ୍ଗାଲାଦେଶ ବିପକ୍ଷ ମ୍ଯାଚରେ ହାର୍ଦ୍ଧିକ ପାଣ୍ଡ୍ୟା ଆହତ ହୋଇଥିଲେ । ଯେଉଁ କାରଣରୁ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତେବେ ଆସନ୍ତା କାଲୀ ହେବାକୁ ଯାଉଥିବା ବିଶ୍ଵକପ ଭାରତ ଓ ନ୍ୟୁଜିଲାଣ୍ଡ ମ୍ଯାଚରେ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ସାମିଲ ହେବେନାହିଁ । ତେବେ BCCIପକ୍ଷରୁ ଏଭଳି କିଛି ସୂଚନା ବର୍ତ୍ତମାନ ସମୟରେ ଜାରୀ କରାଯାଇଛି ।

ତେବେ ସୂଚନା ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ଫ୍ୟାନ ମାନଙ୍କୁ ଏହା ଏକ ଶକ୍ତ ଝଟକା ମଧ୍ୟ ଲାଗିପାରେ । କାରଣ ଯେଉଁ ମାନେ ହାର୍ଦ୍ଧିକଙ୍କର ଫ୍ୟାନ ଅଟନ୍ତି । ସେମାନେଆସନ୍ତା କାଲି ମ୍ଯାଚରେ ପାଣ୍ଡ୍ୟାଙ୍କୁ ବହୁତ ମିଷ୍ ନିହାତି କରିବେ । ତେବେ ପୂର୍ବ ମ୍ଯାଚରେ ପାଣ୍ଡ୍ୟାଙ୍କୁ ସ୍କାନ ପାଇଁ ନିଆଯାଇଥିଲା । ଡାକ୍ତର ତାଙ୍କୁ ବର୍ତ୍ତମାନ ସମୟରେ ବିଶ୍ରାମ ନେବାକୁ କହିଛନ୍ତି । BCCIର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖୁଛନ୍ତି ।

ଯେପରି ବହୁ ଶୀଘ୍ର ପାଣ୍ଡ୍ୟାଙ୍କ ସ୍ଵାସ୍ଥବସ୍ତାରେ ସୁଧାର ଆସିବା ସହ ସେ ପୁଣି ଥରେ କ୍ରିକେଟର ମଇଦାନକୁ ଫେରିବେ । ତେବେ ପାଣ୍ଡ୍ୟା ସୁସ୍ଥ ହେବା ପରେ ଭାରତ ସହ ଇଂଲଣ୍ଡ ମ୍ଯାଚ ଖେଳିବ । ତେବେ ଆସନ୍ତା କାଲି ମ୍ଯାଚରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟ କୁମାର ଯାଦଭ ମ୍ଯାଚ ଖେଳିବାର ବହୁତ ସମ୍ଭାବନା ରହୁଅଛି । ତେବେ ପାଣ୍ଡ୍ୟା ଖୁବ ଶୀଘ୍ର ସୁସ୍ଥ ହୋଇ ମଇଦାନକୁ ଆସନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ