Babushan ଙ୍କର କେଉଁ ଲୁକ୍ ଦେଖି ଫିଦା ହୋଇଯାଇଥିଲେ କହିଲେ…. ଧର୍ମପତ୍ନୀ Trupti

ମୁଁ କେବେ ମେକଅପ ନିଏନି । ଦଶହରା ବଜାରରେ ଓଡିଆ ସିନେମା ମାଲ୍ୟଗିରି ଖୁବ ଧୂମଧାମରେ ଆଗେଇ ଚାଲିଛି । ତେବେ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କର ମଧ୍ୟ ଖୁବ ଅଧିକ ଭିଡ ଦେଖିବାକୁ ମିଳିଛି । ବାବୁଶାନଙ୍କ ଧର୍ମପତ୍ନୀ ତୃପ୍ତି ମଧ୍ୟ ଫିଲ୍ମ ମାଲ୍ୟଗିରି ଦେଖିବା ପାଇଁ ଆସିଛନ୍ତି । ତେବେ ତୃପ୍ତି ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି । ଯେ ମୁଁ ଫିଲ୍ମ ଦେଖିବାକୁ ହଲକୁ ତ ଅଧିକ ସମୟ ଆସେନାହିଁ । ହେଲେ ମାଲ୍ୟଗିରି ଫିଲ୍ମକୁ ଦେଖିବା ପାଇଁ ହଲକୁ ଆସିଛି ।

ଏକ ଭିନ୍ନ ଧରଣର ଫିଲ୍ମ ଦେଖି ବହୁତ ଖୁସି ଲାଗୁଛି । ବାବୁଙ୍କୁ ଏଥିରେ ମୁଁ ଏକ ନୂଆ ରୂପରେ ଦେଖିବାକୁ ପାଇଲି । ତେବେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ବାବୁଶାନଙ୍କୁ ଶ୍ରଦ୍ଧାରେ ଚିକି ବୋଲି ମଧ୍ୟ ଡାକନ୍ତି । ତେବେ ତାଙ୍କ ଚିକି ପାଇଁ ସେ ମାଲ୍ୟଗିରି ଫିଲ୍ମ ଦେଖିବା ପାଇଁ ହଲକୁ ଆସିଛନ୍ତି ବୋଲି କହିଛନ୍ତି । ହଲକୁ ଆସି ସେ ଫିଲ୍ମକୁ ମଧ୍ୟ ବହୁତ ଭଲ ଭାବରେ ଏଞ୍ଜୟ କରିଛନ୍ତି । ଫିଲ୍ମରେ କମ କରିଥିବା ସବୁ ମେମ୍ବର ବହୁତ ଅଧିକ ପରିଶ୍ରମ କରିଛନ୍ତି ଫିଲ୍ମ ପାଇଁ । ଯାହାକି ଫିଲ୍ମ ପରଦାରେ ତାହା ସ୍ପଷ୍ଠ ଭାବେ ଜଣା ପଡୁଛି ।

ଦଶହରା ବଜାରରେ ଦର୍ଶକଙ୍କର ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳୁଛି । ହେଲେ ମୁଁ ଘରେ ଥିବା ସମୟରେ କେବେ ବି ମେକଅପ ନିଏନି । ହେଲେ ଆଜି ଫିଲ୍ମ ଦେଖିବାକୁ ହଲକୁ ମେକଅପ ନେଇକି ଆସିଛି । ବାବୁଶାନଙ୍କୁ ଯିଏ ମେକଅପ କରିବାକୁ ଆସନ୍ତି । ସେ ମୋତେ ମେକଅପ କରିଦେଲେ ସେଥିପାଇଁ ମୁଁ ମେକଅପ ହେଲି । ନହେଲେ ମୋତେ ମୁହଁରେ ମେକଅପ କରିବା ଏତେ ପସନ୍ଦ ଲାଗେନାହିଁ । ତେବେ ଆପଣ ମାନେ ଆଉ ବିଳମ୍ବ ନକରି ହଲକୁ ଯାଇ ଓଡିଆ ଚଳଚିତ୍ର ମାଲ୍ୟଗିରି ଫିଲ୍ମକୁ ଦେଖନ୍ତୁ ।

ତେବେ ଆପଣ ମାନଙ୍କୁ ସୁପରଷ୍ଟାର ବାବୁଶାନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ତୃପ୍ତି ମହାନ୍ତି କିପରି ଲାଗନ୍ତି ? ଆପଣଙ୍କର ମତାମତ କମେଣ୍ଟ କରିକି ଆମକୁ ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ