ମ୍ୟାଟ୍ରିକ ପର୍ଯ୍ୟନ୍ତ କୋଚିଂ ସେଣ୍ଟର ମନା ! କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼ଲାଇନ

ବର୍ତ୍ତମାନର ସବୁଠାରୁ ବଡ ଖବର । ମାଟ୍ରିକ ଯାଏଁ କୋଚିନ ସେଣ୍ଟର ମନା । କୋଚିଙ୍ଗ ସେଣ୍ଟର କୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ ଲାଇନ । ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦେଖି ଏମିତି ନିସ୍ପତି ନିଆ ଯାଇଛି । ହଁ ଦର୍ଶକ ବନ୍ଧୁ ଯଦି ଆପଣଙ୍କ ପିଲା ମାନେ 16 ବର୍ଷରୁ କମ ସେମାନେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି କିମ୍ବା ସେମାନଙ୍କୁ ପଢିବାକୁ କୋଚିଙ୍ଗ ସେଣ୍ଟର କୁ ପଠାଉ ଛନ୍ତି । ତେବେ ଜାଣି ରଖନ୍ତୁ ଏକ ନୂଆ ଖବର ବିଷୟରେ ।

କାରଣ କେନ୍ଦ୍ର ସରକାର ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି ଏଭଳି ବଡ ନିସ୍ପତି । କୋଚିଙ୍ଗ ସେଣ୍ଟର ଗୁଡିକର ଆଉ ମନମାନି ଚାଲିବ ନାହିଁ  । ଏବେ ମନ ଇଚ୍ଛା କିଛି କରିପାରିବେ ନାହିଁ କୋକିଙ୍ଗ ସେଣ୍ଟର ଗୁଡିକ । କେମିତି ପଢାଇବେ ଓ କେଉଁ ମାନଙ୍କୁ ପଢାଇବେ ସବୁ କିଛି ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ସର୍ବନିମ ପାଇଁ ଗାଇଡଲାଇନ ଜାରି ହୋଇଛି ।

ଆଉ ଏହି ଗାଇଡ ଲାଇନରେ 16 ବର୍ଷରୁ କମ ବଯସର ପିଲାଙ୍କୁ ଅଭିଭାବକ ମାନେ କୋଚିଙ୍ଗ ସେଣ୍ଟର ପଠାଇ ପାରିବେ ନାହିଁ ବୋଲି କୁହା ଯାଇଛି । ମାଧ୍ଯମିକ ଶିକ୍ଷା ସମାପ୍ତ ଯାଏଁ ଜଣେ ପିଲା କୋଚିଙ୍ଗ ସେଣ୍ଟର କୁ ଯାଇ ପାରିବ ନାହିଁ । ଦଶମ କି କମ ଶ୍ରେଣୀ ପଢୁଥିବା ପିଲା ମାନେ ଆଉ କୋଚିଙ୍ଗ ସେଣ୍ଟର କୁ ପାଠ ପଢିବାକୁ ଯାଇ ପାରିବେ ନାହିଁ । ଘରକୁ ଶିକ୍ଷକ କି ଶିକ୍ଷୟତ୍ରୀ ଙ୍କୁ ଡାକି ଆଠ ପଢାଇ ପାରିବେ ।

କାହିଁକି ନା ଅଭିଭାବକ ମାନେ ପିଲାଙ୍କୁ ପାଠ ପଢିବାକୁ କୋଚିଙ୍ଗ ସେଣ୍ଟର ପଠାଉ ଥିଲେ । ଯାହା ଫଳରେ ପିଲାମାନେ ମାନସିକ ଠାରୁ ଆରମ୍ଭ କରି ଶାରୀରିକ ସବୁ କ୍ଷେତ୍ରରେ ଖରାପ ସ୍ଥିତିର ସମୁଖିନ୍ନ ହେଉଥିଲେ । କେନ୍ଦ୍ର ସରକାର ପିଲାଙ୍କର ଦଶମ ଶ୍ରେଣୀ ନ ସରିବା ଯାଏଁ କୋଚିଙ୍ଗ ସେଣ୍ଟର ଯାଇ ପାରିବେ ନାହିଁ ବୋଲି ଗାଇଡ ଲାଇନ ଅଣା ଯାଇଛି । ଏହା ଛଡା ଗ୍ରାଜ୍ୟୁସନ ଠାରୁ କମ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷକ କୋଚିଙ୍ଗ ସେଁତରେ ରହି ପାରିବେନି କି ପାଠ ପଢାଇ ପାରିବେ ନାହିଁ ।

କୋଚିଙ୍ଗ ସେଣ୍ଟରରେ 5 ଘଣ୍ଟା ରୁ ଅଧିକ ସମୟ ଯାଏଁ ପାଠ ପଢା ହୋଇ ପାରିବ ନାହିଁ । ଏହା ସହ ଭଲ ରିୟାଙ୍କ ଓ ମାର୍କ ନେଇ କୌଣସି ଲୋଭନୀୟ ପ୍ରସ୍ତିରୁଟି ଦେଇ ପାରିବେ ନାହିଁ ବୋଇ ଗାଇଡ ଲାଇନରେ ଅଣା ଯାଇଛି । ଏହି ପ୍ରତିଶ୍ରୁତି କାରଣରୁ ଅନେକ ପିଲାମାନେ ଖରାପ ରେଜଲ୍ଟ କରିବା କାରଣରୁ ଭୁଲ ନିସ୍ପତି ନେଉଛନ୍ତି ।

ଜାରି କରା ଯାଇଥିବା ନିର୍ଦ୍ଦେଶବାଳି ରେ କୁହା ଯାଇଛି ଉଚ୍ଚ ପ୍ରତିଯୋଗୀତା ଓ ଛାତ୍ରଙ୍କ ଉପରେ ଏକାଡେମି ର ପ୍ରେସର କାରଣରୁ କୋଚିଙ୍ଗ ସେଣ୍ଟର ଛାତ୍ର ଛାତ୍ରୀ ଙ୍କ ମାନସିକ ସୁସ୍ଥା ପାଇଁ ପଦକ୍ଷେପ ନେବା ଉଚିତ । ଏହା ଛଡା ଛାତ୍ରଛାତ୍ରୀଙ୍କ ଉପରେ ଚାପ ନ ପକାଇ ପଢାଇବା ଉଚିତ । ଏହି ଗାଇଡଲାଇନକୁ ଅବମାନନା କରିଲେ କୋଚିଙ୍ଗ ସେଣ୍ଟରକୁ ଜୋରିମାନା ଦେବାକୁ ପଡିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।