ଅଯୋଧ୍ୟା ନଗରି ରେ ସବୁ ଆଡେ ଶୁଭୁଛି ଓଡିଆ ଭଜନ ପ୍ରଭୁ ରାମଙ୍କ ଭଜନ । ଓଡିଆ ଭଜନ ପାଇଁ ପୁରା ଦେଶ ଏବେ ମଗ୍ନ । ଶେଷରେ ସେୟାର କରିଲେ ମୋଦୀ ଓଡିଆ ଭଜନ କୁ ନେଇ । ହଁ ଦର୍ଶକ ବନ୍ଧୁ ଅଜୋଧ୍ୟା ରେ ଓଡିଆ ଭାଷାକୁ ନେଇ ଗୁରତ୍ଵ ଦିଆ ଯାଇଛି । ଅଯୋଧ୍ୟାରେ ଜଗନ୍ନାଥ ଭାଷା ଏବେ ଧମାଲ ମଚାଇଛି । ପ୍ରଥମେ ଷ୍ଟେସନ ରେ ଓଡିଆ ଭାଷା ଲେଖା ହୋଇଥିଲା ଏବେ ରାମ ଙ୍କ ଓଡିଆ ଅଭାଜନ ଅଜୋଧ୍ୟା ବାସୀ ଙ୍କୁ ଏବେ ପୁରା ମତୁଆଲା କରିଛି ।
ମୋବାଇଲ ରୁ ଆରମ୍ଭ କରି ଟିଭି ସମସ୍ତେ ଓଡିଆ ଭଜନ ଶୁଣିବା ଆରମ୍ଭ କରିଲେଣି । କେହି ଓଡିଆ ଭାସି ଭାଷୀ ନ ହୋଇଥିଲେ ମଧ୍ୟ ରାମଙ୍କର ଦିଆ ଭଜନ ସମସ୍ତଙ୍କ ମନକୁ ବେଶ ଛୁଇଁଛି । ଆଉ କିଛି ଦିନର ରହିଲା ଅପେକ୍ଷା ଅଯୋଧ୍ୟା ରେ ରାମଲାଲ ଙ୍କ ପ୍ରତିଷ୍ଠା କୁ ନେଇ । 212 ଜାନୁଆରୀ ରେ ହେବ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା । ଆଉ ଏହା ପୂର୍ବରୁ ଓଡିଆ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ଙ୍କ ଓଡିଆ ଭଜନ ଏବେ ସାରା ବିଶ୍ବରେ ଚର୍ଚ୍ଚା ର କେନ୍ଦ୍ର ପାଲଟିଛି ।
ପ୍ରଭୁ ରାମଙ୍କର ଓଡିଆ ଭଜନ ଏତେ ମାତ୍ରାରେ ଲୋକ ଙ୍କୁ ଆକ୍ରୁଷ୍ଟ କରିବ ବୋଲି କେହି ଭାବି ନ ଥିବେ । ଏହା ପୂର୍ବରୁ ଓଡିଆ ଭାଷା ପୁରା ଦେଶ କେବେ ହେଲେ ଶୁଣି ନ ଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ସେୟାର କରିବା ପରେ ଏବେ ପୁରା ଦେଶ ଶୁଣୁଛି ରାମଙ୍କ ଓଡିଆ ଭଜନ ଅଜୋଧ୍ୟା ନଗରି ନାଛେ ରାମଙ୍କ ପାଇଁ ଗୀତ ଟି । ତେବେ ଅଜୋଧ୍ୟା ନଗରି ନାଚେ ରାମଙ୍କ ପାଇଁ ଏହି ଟାଇଟେଲ ରହିଛି ।
ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀ କୌଣସି ଓଡିଆ ଭଜନକୁ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ପୁରା ଓଡିଶା ଗର୍ବ ଅନୁଭବ କରୁଛି । ପ୍ରସିଦ୍ଧ କଣ୍ଠଶିଳ୍ପୀ ଅମିତା ଅଗ୍ରୱାଲ ଙ୍କୁ ମଧ୍ୟ ପୁରା ଓଡିଶା ଏବେ ପ୍ରଶଂସା କରୁଛି । ଦିନ ଯେତିକି ଯେତିକି ପାଖେଇ ଆସୁଛି ଅଜୋଧ୍ୟା ନଗରି ସେତିକି ସେତିକି ସଜେଇ ହେଉଛି । ପୁରା ଅଯୋଧ୍ୟା ଏବେ ଯାତ୍ରୀ ଙ୍କ ଗହଳିରେ ପରି ପୂର୍ଣ୍ଣ ହୋଇଛି । ଶ୍ରୀରାମ ଧ୍ୱନି ରେ ଫାଟି ପଡୁଛି ଅଯୋଧ୍ୟା ନଗରି ।
ମନ୍ତ୍ର ବେଦ ପାଠ ଧୋନୀ ରେ ପୁରା ଅଯୋଧ୍ୟା ନଗରି ପ୍ରକମ୍ପିତ ହେଉଛି । ଗହଳି ବହୁଳ ମାତ୍ରାରେ ବଢୁ ଥିବାରୁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡା କଡି କରା ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।