ନାଗ ଦେବତାଙ୍କ ଅଦ୍ଭୁତ୍ତ ଲୀଳା, ଘଟିଲା ବଡ ଚମତ୍କାର ! ଇଏ ହେଉଛି ଅସଲି ନାଗ, ଯାହାର ମଥାରେ ଦେଖିବାକୁ ମିଳିଲା ଏମିତି ଅଦ୍ଭୁତ ଚିହ୍ନ, ଦେଖନ୍ତୁ Video

ନାଗ ସାପର ଦଂ-ଶ-ନ-କୁ ସମସ୍ତେ ଭୟ କରନ୍ତି । ଭଗବାନ ଶିବଙ୍କ ବେକରେ ଶୋଭା ପାଉଥିବା ଏହି ନାଗ ସାପ ଖୁବ ବି-ଷ-ଧ-ର ଅଟେ । ଏହା ଅତ୍ୟନ୍ତ ବି-ଷ-ଧ-ର ସାପ ଅଟେ । ଯାହା କା-ମୁ-ଡି-ଲେ ଜୀବନ ଚାଲିଯିବାର ଭୟ ରହିଥାଏ । ତେବେ ଅନେକ ସ୍ଥାନରେ ଲୋକମାନେ ଏହି ସାପକୁ କ୍ଷୀର ଦେଇ ପୂଜା କରୁଥିବାର ଦେଖିବାକୁ ମିଳେ । ବିଶେଷଜ୍ଞଙ୍କ ମତରେ ସାପ ଏକ ବହୁତ ଡରକୁଳା ପ୍ରାଣୀ ଅଟେ । କେବଳ ଆତ୍ମ ସୁରକ୍ଷା ପାଇଁ ହିଁ ଏହା ଦଂ-ଶ-ନ କରିଥାଏ । ଆଜି ଆମେ ଆପଣଙ୍କୁ ବିରଳ ଚିହ୍ନ ଥିବା ଏକ ନାଗ ସାପ ଉଦ୍ଧାର ବିଷୟରେ କହିବାକୁ ଯାଉଛୁ ।

ଭଦ୍ରକ ଜିଲ୍ଲାରେ ଗାଁ ଗୁଡିକ ଜଙ୍ଗଲ ପାଖାପାଖି ରହିଥିବାରୁ ଅନେକ ସମୟରେ ଘର ଭିତରକୁ ବିଭିନ୍ନ ପ୍ରଜାତିର ସାପ ପଶି ଆସନ୍ତି । ଖାସ କରି ମାଟି ଘର, ଅପରିଷ୍କାର ଭାବେ ଜିନିଷ ପାତ୍ର ରଖା ଯାଇଥିବା ଆଦି ଘର ଭିତରକୁ ଖାଦ୍ୟ ତଲାସରେ ପଶି ଆସନ୍ତି ଅନେକ ବି-ଷ-ଧ-ର ସାପ । ଏହିପରି ଜଣଙ୍କ ଘରେ ଦେଖିବାକୁ ମିଳିଥିଲା ମୁଣ୍ଡରେ ଅଦ୍ଭୁତ ଚିହ୍ନ ଥିବା ଏକ ଚମ୍ପା ନାଗ । ଲୋକମାନେ ସାପ ଧରାଳିଙ୍କୁ ଏହି ବିଷୟରେ ସୂଚନା ଦେବା ପରେ ସେ ତୁରନ୍ତ ସେଠାରେ ପହଞ୍ଚି ଥିଲେ ।

ସାପ ଟି ରାଗରେ ଏତେ ଜୋରରେ ଫୁତ୍କାର କରୁଥିଲା ଯେ ଦେଖିଲେ ଆପଣଙ୍କୁ ଭୟ ଲାଗିବ । କିନ୍ତୁ କାହାକୁ ଦଂ-ଶ-ନ କରିବାକୁ ଚେଷ୍ଟା କରୁ ନଥିଲା କି କାହାରିକୁ କିଛି କରି ନଥିବା କହିଛନ୍ତି ଗ୍ରାମବାସୀ । ସାପଟିକୁ ଯତ୍ନର ସହ ଉଦ୍ଧାର କରି ଏକ ବସ୍ତା ଭିତରେ ସୁରକ୍ଷିତ ଭାବେ ପୁରାଇ ଦେଇଥିଲେ ସାପ ଧରାଳି । ସେ ପ୍ରଫେସନାଳ ହୋଇଥିବାରୁ ନିର୍ଭୟରେ ଧରି ନେଇଥିଲେ ସାପକୁ । ଆଉ କହିଥିଲେ କି ସେ ଏମିତି ଅନ୍ୟଠୁ ଦେଖିକି ଏପରି ସାପ ଧରିବାକୁ କେବେ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ ।

ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଭଦ୍ରକ ଜିଲ୍ଲାରେ ପ୍ରାୟ ପ୍ରତ୍ଯେକ ଦିନ ସାପ କା-ମୁ-ଡା ମାମଲା ଶୁଣିବାକୁ ମିଳିଥାଏ । ସେଥିପାଇଁ ସଚେତନ ରହିବାକୁ ସେ କହିଥିଲେ । ଆପଣଙ୍କୁ ଏହି ନାଗ ସାପ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କି ଲାଇକ କରନ୍ତୁ ।