“ମୁଁ ଚିକେନ ଆଉ ମିଠା ଖାଇ ଖାଇ ନ୍ଯୁଜ ଦେଖିଲି, ମନ୍ତ୍ରୀ Naba Das ମରିଗଲା ମୁଁ ଭାରି ଖୁସି…” ବିଜେଡି ନେତ୍ରୀଙ୍କ ବିବାଦୀୟ ବୟାନ ! ଦେଖନ୍ତୁ video

ବିଜେଡି ନେତ୍ରୀ ମିନତୀ ବହିଦାର ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କା-ଣ୍ଡ-କୁ ନେଇ ଯେଉଁ ସବୁ ବୟାନ ଦେଇଛନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗ-ଣ-ମା-ଧ୍ୟ-ମ-କୁ ସାକ୍ଷାତକାର ଦେଇ ନବ ଦାସଙ୍କ ମୃ-ତ୍ୟୁ-ରେ ସେ ଖୁବ ଖୁସି ଥିବା କହିଛନ୍ତି । ମିନତୀ କହିଛନ୍ତି କି, ମୋ ଭାଇ ବିଧାନ ବହିଦାର ଜଣେ ଜନନେତା ତଥା ସମାଜସେବୀ ଥିଲା । । ସେତେବେଳେ 2004ରେ ନବ ଦାସ ନିର୍ବାଚନ ହାରି ଯାଇଥିଲା । ତେଣୁ ଆଗାମୀ ନିର୍ବାଚନରେ ଅନୁକମ୍ପା ମୂଳକ ଭୋଟ ହାତେଇବା ପାଇଁ ସେ ଓ କିଶୋର ମହାନ୍ତି ମିଶି ମୋ ଭାଇକୁ ହ-ତ୍ୟା କରିଥିଲେ ।

ବିଧାନଙ୍କୁ ମାତ୍ର 42 ବର୍ଷ ହୋଇଥିବା ବେଳେ 2 ବର୍ଷ ଓ 5 ବର୍ଷର ତା’ର ଦୁଇଟି ପୁଅ ଝିଅ ଥିଲେ । ଆମ ପୁରା ସ୍ତବ୍ଧ ହୋଇ ଯାଇଥିଲୁ । ନବ ଦାସ ତ ବୁଢାହୋଇ ଯାଇଥିଲା ତା’ ପୁଅ ଝିଅ ଏତେ ବଡ ହୋଇଗଲେଣି । ହେଲେ ମୋ ଭାଇର ସ୍ତ୍ରୀ, ତା ପିଲାଛୁଆ ଓ ମୋ ମା’ ର ଅବସ୍ଥା ସେତେବେଳେ କଣ ହୋଇଥିଲା ମୁଁ ବର୍ଣ୍ଣନା କରି ପାରିବିନି ।ସେମାନେ ଲୋକ ଲଗେଇ ମୋ ଭାଇକୁ ବୋ-ମା-ମା-ଡ କରି ଦେଇଥିଲେ । ସେବେଠାରୁ ଆଜି ଯାଏଁ ମୁଁ ଖୋଜି ହେଉଥିଲି ମୋ ଭାଇକୁ କିଏ ମା-ରି-ଛି ବୋଲି ।

ମୁଁ ଜାଣି ନେଇଥିଲି ନବ ଦାସ ଓ କିଶୋର ମହାନ୍ତି ଯଦି କୌଣସି ଦୁ-ର୍ଘ-ଟ-ଣା-ରେ ପ୍ରାଣ ହରାନ୍ତି ତେବେ ନିଶ୍ଚିତ ହୋଇଯିବ ଯେ ସେମାନେ ହିଁ ମୋ ଭାଇକୁ ମା-ରି-ଥି-ଲେ । ରବିବାର ଦିନ ହଠାତ ଯେତେବେଳେ ଫୋନରେ ଦେଖିଲି ନବ ଦାସକୁ guli mada ହେଇଛି ମୁଁ ଜାଣି ନେଲି କୁ ମୋ ଭାଇକୁ ସେ ମା-ରି-ଥି-ଲା । ମୁଁ ଚିକେନ ଆଉ ମିଠା ମଗେଇକି ଖାଇ ଖାଇ ନ୍ଯୁଜ ଦେଖିଲି ସେଦିନ ।

ମୋତେ ସେଦିନ ଫୋନ ମଧ୍ୟ ଆସୁଥାଏ କି ଯଦି ନବ ଦାସ ମ-ରି-ଯା-ଏ ତୁମେ ପାର୍ଟି ଦେବ ତ ? ମୁଁ ହଁ କହିଥିଲି ଆଉ ସେଦିନ ରାତିରେ ମଟନ୍ ଭୋଜି କରି ମୋ ସାହି ଲୋକଙ୍କୁ ଖାଇବାକୁ ଦେଇଛି । ନବ ଦାସ ଯେମିତି କର୍ମ କରିଥିଲା ସେମିତି ଫଳ ପାଇଲା । ଯଦି ଗୋପାଳ ନବ ଦାସକୁ ନ ମା-ରି-ଥା-ନ୍ତା ତେବେ କିଶୋର ମହାନ୍ତି ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ତାଙ୍କୁ ବି ମା-ରି ଦେଇଥାନ୍ତା, ଏହା ଏକ ଅପ୍ରିୟ ସତ୍ୟ ବୋଲି କହିଛନ୍ତି ମିନତୀ ।

କେବଳ ଏତିକି ନୁହେଁ ବରଂ ଗୋପାଳଙ୍କୁ ସାକ୍ଷାତ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ମିନତୀ କହିଛନ୍ତି । ସେ ଗୋତେ ଗୁ-ଣ୍ଡା-କୁ ମା-ରି-କି ଭଲ କରିଛି । ତେବେ ଦେଖାଯାଉ ମିନତୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ କିଏ କେଉଁ ଭଳି ପ୍ରତିକ୍ରିୟା ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।