“ଗୋପାଳ ମୋ ପାଇଁ ସାକ୍ଷାତ ନାରାୟଣ, Naba Das ଙ୍କ ଖବର ଶୁଣି ମୁଁ ବହୁତ ଖୁସି ଆମେ ମାଂସ ଭୋଜି କରି ଖାଇଲୁ…” ବିଜେଡି ନେତ୍ରୀ Minati Bahidar ଙ୍କ ସାଂଘାତିକ ବୟାନ !

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ମା-ମ-ଲା-କୁ ଏହାରି ଭିତରେ 6 ଦିନ ବିତିଯାଇଛି । ମୃ-ତ୍ୟୁ-ର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା କରୁଛନ୍ତି । ଏସବୁ ମଧ୍ୟରେ ବିଜେଡି ନେତ୍ରୀ ମିନତୀ ବହିଦାର ନବ ଦାସଙ୍କ ମୃ-ତ୍ୟୁ-କୁ ନେଇ ସାଂ-ଘା-ତି-କ ବୟାନ ଦେଇଛନ୍ତି । ମିନତୀ ସିଧାସଳଖ ଗ-ଣ-ମା-ଧ୍ୟ-ମ ଆଗରେ ନବ ଦାସଙ୍କ ମୃ-ତ୍ୟୁ-ରେ ଖୁସି ଥିବା କହିବା ସହ ଗୋପାଳକୁ ଭଗବାନ ବୋଲି କହିଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

2004 ନବ ଦାସ ନିର୍ବାଚନ ହାରି ଯାଇଥିଲେ । ତେଣୁ ସେ ଦେଖିଲେ ଯେ ମୁଁ ଯଦି ଏପରି ଜନନେତାକୁ ମା-ରି-ଦେ-ବି ଯାହାକୁ ଲୋକେ ଖୁବ ଭଲ ପାଉଛନ୍ତି ତେବେ ସହାନୁଭୂତିକ ଭୋଟ ସବୁ ପାଇପାରିବେ । ତେଣୁ ନବ ଦାସ ଯୋଜନାବଦ୍ଧ ଭାବେ ମୋ ଭାଇକୁ ମା-ରି-ଥି-ଲା ବୋଲି ମିନତୀ କହିଛନ୍ତି । ଏହାପରେ 2009 ଓ 2014 ରେ ସେ କଂଗ୍ରେସରେ ଉଠିଥିଲା । କେହି ମାନୁ କି ମାନୁ ମୋ ଭାଇକୁ ନବ ଦାସ ହିଁ ହ-ତ୍ୟା କରିଛି, କାରଣ ମୋ ଭାଇ ଯୋଗୁଁ ତାଙ୍କର ନିର୍ବାଚନ ଜିତିବା ସମ୍ଭାବନା ଖୁବ କମ୍ ଥିଲା  ।

ଏନେଇ ମିନତୀ କହିଛନ୍ତି କି, ମୁଁ ରବିବାର ଦିନ ନ୍ଯୁଜରେ ଦେଖିଲି ଯେ ନବ ଦାସକୁ guli -ମା-ଡ ହେଇଛି । ସେ ଗୋଟିଏ ହାର୍ଟଲେସ୍ ଲୋକ ହେଲେ guli ଟା ଠିକ ତା’ ହାର୍ଟରେ ବାଜିଛି । ହାର୍ଟ ଟା ଫାଟି ଯାଇଥିବ ଏକଦମ ସେ guli -ରେ । ଯେସାକୁ ତେସା ବା ଯିଏ ଯେମିତି କାମ କରିବ ସେମିତି ଫଳ ପାଇବ । ସେ ଯାହା ବୁଣିଥିଲା ତାହା କାଟିଲା ।

ଗୋପାଳ ନାରାୟଣ ଓ ଶ୍ରୀକୃଷ୍ଣ ଗୋପାଳ ବଲ୍ଲଭଙ୍କ ରୂପ ଧରି ନବକୁ ମା-ରି-ଛ-ନ୍ତି । ଗୋପାଳଙ୍କ ମୁହଁକୁ ଦେଖିବ ତାଙ୍କ ମୁହଁରେ ଟିକିଏ ହେଲେ ବି ଗ୍ଳାନି ନାହିଁ । ଏତେ ଲୋକ ଓ ପୋଲିସ ସମସ୍ତେ ଥିବାବେଳେ ସେ ଭିଡ ଭିତରେ ନବ ଦାସକୁ ମା-ରି-ଦେ-ଲା । ନବ ଦାସଙ୍କ ମୃ-ତ୍ୟୁ-ରେ ତାଙ୍କ ପରିବାର ବହୁତ ଖୁସି ଥିବା ସହ ମାଂସ ଭୋଜି କରିଥିଲେ ବୋଲି କହିଛନ୍ତି ମିନତୀ । ନବ 62 ବର୍ଷ ବୟସରେ ଚାଲିଗଲେ ହେଲେ ମୋ ଭାଇକୁ ତ ମାତ୍ର 42 ବର୍ଷ ହେଇଥିଲା ।

ତା’ ସ୍ତ୍ରୀ, ମା ଓ ଆମର ପୁରା ପରିବାର ସେତେବେଳେ କେଉଁ ପରିସ୍ଥିତି ଦେଇ ଯାଇଥିଲୁ ଏବେ ନବ ଦାସଙ୍କ ପରିବାର ତାହା ଅନୁଭବ କରି ପାରୁଥିବେ ବୋଲି ସିଧାସଳଖ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।