ପରଫ୍ଯୁମ ନା ବ-ମ୍ ଆପଣ ବି ଜାଣି ପାରିବେନି ! ଧରାପଡିଲା ଆତଙ୍କିଙ୍କ ନୂଆ ଷଡଯନ୍ତ୍ର, କେମିତି ମୁକାବିଲା କରିବ ସୁରକ୍ଷା ବାହିନୀ ? ଦେଖନ୍ତୁ video

ବର୍ଷ ବର୍ଷ ଧରି ଜାମୁକାଶ୍ମୀରକୁ ଟାର୍ଗେଟ କରି ଆସିଛନ୍ତି ପାକିସ୍ତାନୀ ଆ-ତ-ଙ୍କ-ବା-ଦୀ ସଂଗଠନ ଗୁଡିକ । ଏବେ ଜାମୁକାଶ୍ମୀରରେ ନୂଆ ଷ-ଡ-ଯ-ନ୍ତ୍ର ରଚିବାରେ ଲାଗିଛନ୍ତି ଆ-ତ-ଙ୍କ-ବା-ଦୀ । ଗତ ଜାନୁୟାରୀ 21 ରେ ଜାମୁକାଶ୍ମୀରରେ ଦୁଇଟି ଆଇଡି ଧମାକା ହୋଇଥିଲା, ଯେଉଁଥିରେ ପ୍ରାୟ 9ଜଣ ଗୁ-ରୁ-ତ-ର ଆହତ ହୋଇଥିବା ଜଣାପଡିଛି । ତେବେ ସେହି ଧମାକା କରିଥିବା ଆ-ତ-ଙ୍କି-ଙ୍କୁ ପୋଲିସ କାବୁ କରିଥିବା ବେଳେ ଆ-ତ-ଙ୍କି-ଙ୍କ ନୂଆ ଷ-ଡ-ଯ-ନ୍ତ୍ର ଏବେ ସାମ୍ନାକୁ ଆସିଛି ।

ପାକିସ୍ତାନୀ ଆ-ତ-ଙ୍କ-ବା-ଦୀ ସଂଗଠନ ଲ-ସ୍କ-ର-ଇ-ତୋ-ଇ-ବା ପାଇଁ ଏହି ଆ-ତ-ଙ୍କି କାମ କରୁଥିବା ଜଣାପଡିଛି । ତେବେ ତା’ ପାଖରୁ ଏକ ପରଫ୍ଯୁମ ବ-ମ୍ ଜବତ କରିଛି ପୋଲିସ । ସୁରକ୍ଷାକର୍ମୀଙ୍କ କହିବା ମୁତାବିକ ଆ-ତ-ଙ୍କି ପାଖରୁ ଜବତ ହୋଇଥିବା ଏହି ପରଫ୍ଯୁମ ବମ୍ କୁ କେହି ଛୁଇଁବା ମାତ୍ରେ ଏହା ଫାଟି ଯାଉଛି । ଜାମୁକାଶ୍ମୀରର ଡିଜିପି ଗିଲବାର୍ଟ ସିଂ ଏନେଇ କହିଛନ୍ତି କି, ଗତ 20 ଜାନୁୟାରୀରେ ଜାମୁକାଶ୍ମୀରର ଗୋଟିଏ ସ୍ଥାନରେ ଆଇଟି ବି-ସ୍ଫୋ-ର-ଣ ହୋଇଥିଲା ।

ଏହି ବି-ସ୍ଫୋ-ର-ଣରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଜାନୁୟାରୀ 21ରେ ହୋଇଥିବା ବିସ୍ଫୋରଣ ଅତି ଭୟଙ୍କର ଥିଲା । ଏହି ବି-ସ୍ଫୋ-ର-ଣ-ରେ 9ଜଣ ଲୋକ ଗୁ-ରୁ-ତ-ର ଆହତ ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁଇ ଜାଗାରେ ବି-ସ୍ଫୋ-ର-ଣ ହୋଇଥିବା ଆଇଡିକୁ ଆ-ତ-ଙ୍କ-ବା-ଦୀ ମାନେ ଅତି ଚାଲାଖିର ସହ ବନାଇଥିଲେ । ଲୋକେ ବ୍ୟବହାର କରୁଥିବା ପରଫ୍ଯୁମ କେନ୍ କୁ ନେଇ ସେଥିରେ ଆଇଡି ଖଞ୍ଜା ଯାଇ ଲୋକମାନେ ଚଳପ୍ରଚଳ କରୁଥିବା ରାସ୍ତାରେ ରଖି ଦିଆ ଯାଇଥିଲା ।

କେହି ମଧ୍ୟ ଏଥିରେ ଆଇଡି ଥିବା ଜାଣି ପାରି ନଥିଲେ । ତେଣୁ ଏହି ପରଫ୍ଯୁମ ଡବାକୁ ଛୁଇଁବା ମାତ୍ରେ ସେହି ସ୍ଥାନରେ ବଡ ବି-ସ୍ଫୋ-ର-ଣ ହୋଇଥିଲା । ଜାମୁକାଶ୍ମୀରରେ ଏଭଳି ବି-ସ୍ଫୋ-ର-ଣ କରିବା ପଛରେ ଆ-ତ-ଙ୍କ-ବା-ଦୀ-ଙ୍କ ବଡ ଷ-ଡ-ଯ-ନ୍ତ୍ର ଥିବା କହିଛନ୍ତି ଜାମୁକାଶ୍ମୀର ଡିଜିପି । ସେଠାରେ ଆ-ତ-ଙ୍କ-ବା-ଦ ବିସ୍ତାର କରିବା ପାଇଁ, ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିନ ବିଭାଜନ କରିବା ସହ ନିରୀହ ଲୋକଙ୍କ ଜୀବନ ନେବା ପାଇଁ ଆ-ତ-ଙ୍କ-ବା-ଦୀ ସଂଗଠନ ଏଭଳି ପ୍ଳାନ ବନାଉଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଏହା ଏକ ସଙ୍ଗୀନ ମାମଲା ହୋଇଥିବା ବେଳେ ଏହା ଯେପରି ଆଗକୁ ବିପଦଜନକ ନହେବ ସେଥିପାଇଁ ଅଧିକ ତଦନ୍ତ କରାଯିବ ବୋଲି ଡିଜିପି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।