ଗୋଟିଏ ଗୁ-ଳି-ରେ କଣ ମନ୍ତ୍ରୀ ଚାଲିଗଲେ ? ମନ୍ତ୍ରୀ Naba Das ଙ୍କ ମୃ-ତ୍ୟୁ-ଖ-ବ-ର ଜାଣିବା ପରେ ଏମିତି କଣ ପାଇଁ ପଚାରିଲେ ASI Gopal Das ?

ଝାରସୁଗୁଡା ASI ଗୋପାଳକୃଷ୍ଣ ଦାସଙ୍କ guli -ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ ଚାଲିଯାଇଛି ଏକଥା ଜାଣି ନଥିଲା ଗୋପାଳ । ଘଟଣାସ୍ଥଳରୁ ହିଁ ପୋଲିସ ଗୋପାଳକୁ କାବୁ କରି ନେଇଥିବା ବେଳେ ଗୋପଳ ମନ୍ତ୍ରୀଙ୍କ ଅବସ୍ଥା ଜାଣିବାକୁ ଚାହିଁଥିଲା । ଗୋପାଳକୁ ସୁନ୍ଦରଗଡ ପୋଲିସ ରିଜର୍ଭ ଲାଇନରେ ରଖା ଯାଇଥିବା ବେଳେ ତା’ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନବ ଦାସଙ୍କ କଥା ସେ ପଚାରିଥିଲା । ନବ ଦାସ ବଞ୍ଚିଛନ୍ତି ନା ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ବୋଲି ସେ ଜାଣିବାକୁ ପାଇଥିଲା ।

ଆଉ ଯେତେବେଳେ ଜାଣିବାକୁ ପାଇଲା କି ନବ ଦାସଙ୍କ ମୃ-ତ୍ୟୁ ହୋଇଯାଇଛି ସେ ହସି ହସି ପଚାରିଥିଲା କି, ଗୋଟିଏ guli -ରେ କଣ ନବ ଦାସଙ୍କ ମୃ-ତ୍ୟୁ ହୋଇଗଲା ? ଏମିତି କିଛି କହି ନବ ଦାସଙ୍କ ମୃ-ତ୍ୟୁ ଘଟଣାକୁ ଗୋପାଳ ବିଶ୍ବାସ କରି ପାରୁ ନଥିଲା । ବିଶେଷ ସୂତ୍ରରୁ ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି । ଗୋପାଳର ଏହି କଥା ଯଦି ସତ ହୁଏ ତେବେ ମା-ନ-ସି-କ ଭାବେ ବିଷାଦଗ୍ରସ୍ତ guli ମା-ରି-ବା ପରେ ଏଭଳି ପ୍ରଶ୍ନ କାହିଁକି ପଚାରିଥିଲା ବୋଲି ସନ୍ଦେହ ଉଠୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ମୃ-ତ୍ୟୁ ହୋଇଛି କି ନାହିଁ କାହିଁକି ଜାଣିବାକୁ ଚେଷ୍ଟା କରୁଥିଲା ଗୋପାଳ ? ହ-ତ୍ୟା-କା-ଣ୍ଡ ଦିନଠାରୁ ଗୋପାଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସେଠାରେ ତାକୁ ମୋବାଇଲ ଦିଆଯାଇନି କି ଟିଭି ମଧ୍ୟ ନଥିଲା । ତେଣୁ ଗୋପାଳ ଜାଣି ପାରି ନଥିଲା ସେ guli ମା-ରି-ବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କେମିତି ଅଛନ୍ତି ବୋଲି ।

ସେଥିପାଇଁ ବୋଧ ହୁଏ ଖୁସିରେ ପଚାରି ଥିଲା, ଗୋଟିଏ ଗୁଳିରେ କଣ ମନ୍ତ୍ରୀ ଚାଲିଗଲେ ? ଆଉ ଉତ୍ତର ଜାଣିବା ପରେ ଏକଥା ଗୋପାଳକୁ ଚକିତ ମଧ୍ୟ କରିଛି । ସେଦିନ ଠାରୁ ଗୋପାଳର ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସେ ନବ ଦାସଙ୍କ କଥା ପଚାରି ଆସୁଥିଲା । ହେଲେ ସେମାନେ ତା’ ସହ କୌଣସି କଥାବାର୍ତ୍ତା କରିବା ଠାରୁ ଦୂରେଇ ରହୁଥିଲେ ବୋଲି ଜଣାପଡିଛି ।

ନବ ଦାସଙ୍କୁ ଆଇସିୟୁ ରୁ ବାହାର କରାଗଲାଣି କି ନାହିଁ ଗୋପାଳ ଖବରକାଗଜ କିମ୍ବା ଟିଭି ନ୍ଯୁଜରୁ ଜାଣିବାକୁ ଚେଷ୍ଟା କରିଥିଲା । ତେବେ ଆଗକୁ ଗୋପାଳ ଏନେଇ ପାଟି ଖୋଲୁଛି କି ନାହିଁ ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।