PM ମୋଦୀଙ୍କ ରିଟାୟର ହେବା ପରେ ଏହି ୪ ଜଣ ନେତା ଅଟନ୍ତି ପ୍ରଧାନମନ୍ତ୍ରୀର ପ୍ରବଳ ଦାବେଦାର, ଜାଣନ୍ତୁ କିଏ ଅଟନ୍ତି ଏହି ସବୁ ଦିଗ୍ଗଜ ନେତା

ଆଜି ଆମେ ୪ ଜଣ ଏମିତି ନେତାଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ । ମୋଦୀଙ୍କ ରିଟାୟରମେଣ୍ଟ ପରେ ସେମାନେ ପିଏମ ପଦ ପାଇଁ ପ୍ରବଳ ଦାବେଦାର ଅଟନ୍ତି । ଆପଣଙ୍କୁ କହିଦେଉଛୁ ଯେ ରାଜନୀତିରେ ଏମିତି ଏକ ସମୟ ଆସେ ଯେତେବେଳେ ବଡ ବଡ ରାଜ ନେତାଙ୍କୁ ମଧ୍ୟ ସନ୍ୟାସ ନେବାକୁ ପଡିଥାଏ । କାରଣ ଗୋଟିଏ ବୟସ ପରେ ରାଜନେତାଙ୍କୁ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାର ପ୍ରକ୍ରିୟାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜନୀତିରେ ଆସିବା ପରେ ଆରମ୍ଭ ହୋଇଛି ।

ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ବିଜେପିର ଏକ ବୟସ ପରେ ରାଜନେତା ମାନେ ସକ୍ରିୟ ରାଜନୀତିରୁ ନିଜକୁ ଦୂର କରିଦିଅନ୍ତି । ତାଙ୍କୁ ଅଲଗା ପଦ କିମ୍ବା ମାଗଦର୍ଶକ ମଣ୍ଡଲରେ ପଥା ଦିଆଯାଏ ।  ଏମିତିରେ ପ୍ରଧାନ ମନ୍ତ୍ରୀ ମୋଦୀ ନିଜେ ବି ଗୋଟିଏ ବୟସରେ ପରେ ସକ୍ରିୟ ରାଜନୀତିଠାରୁ ରିଟାୟାର ହୋଇଯିବେ ।

ଏମିତିରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ରିଟାୟାର ହେବା ପରେ ବିଜେପିର ଯେଉଁ ୫ ଜଣ ନେତାଙ୍କ ବିଷୟରେ କହୁଛୁ । ସେମାନେ କିଛି ଏମିତି ପ୍ରକାରର ଅଟନ୍ତି…

ନିତିନ ଗଡକରୀ :

ବିଜେପି ନେତା ନିତିନ ଗଡକରୀ ମାଟି ସହିତ ଜଡିତ ନେତା ଅଟନ୍ତି । ନିତିନ ଗଡକରୀଙ୍କର କାର୍ଯ୍ୟର ଶୈଳୀ ଏବଂ ତାଙ୍କର ଦୂରଗାମୀ ଭାବନାକୁ ତାଙ୍କର ବିରୋଧୀ ମଧ୍ୟ ଖୋଲିକରି କଥାବାର୍ତ୍ତା କରନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରରେ ସବୁଠୁ ଅଧିକ କାମ କରୁଥିବା ମନ୍ତ୍ରୀ ଯଦି କେହି ଅଛନ୍ତି ତେବେ ସେ ହେଉଛନ୍ତି ନିତିନ ଗଡକରି ।

ଯୋଗୀ ଆଦିତ୍ୟନାଥ :

ଯଦି ଯୁବ ନେତାଙ୍କ ବିଷୟରେ କହିଲେ ତେବେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ସବୁଠୁ ପ୍ରବଳ ଉତ୍ତରାଧିକାରୀ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗି ଆଦିତ୍ୟନାଥ ଅଟନ୍ତି । ଯୋଗୀ ଆଦିତ୍ୟନାଥ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଲଗାତାର ଲୋକସଭା ସାଂସଦ ରହିଛନ୍ତି ଏବଂ ସେ ବିଜେପିର ଷ୍ଟାର ପ୍ରଚାରକ ମଧ୍ୟ ଅଟନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥ ବହୁତ ପ୍ରବଳ ଦାବେଦାର ଅଟନ୍ତି ।

ରମନ ସିଂହ :

ଛତ୍ତୀସଗଢର ମୁଖ୍ୟ ମନ୍ତ୍ରୀ ରମନ ସିଂହ ବି ପ୍ରଧାନ ମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବେଦାର ହୋଇ ପାରନ୍ତି । ବର୍ଷ ୨୦୦୩ରେ ଶ୍ରୀ ରମନ ସିଂହ ଲଗାତାର ଛତ୍ତୀସଗଢର ମୁଖ୍ୟ ମନ୍ତ୍ରୀ ରହିଛନ୍ତି ଏବଂ ସବୁ ବର୍ଷ ସେ ନିଜ ଦମରେ ରାଜ୍ୟ ସରକାର ବନାନ୍ତି ।

ଶିବରାଜ ସିଂହ ଚୋହାନ :

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୋହାନ ହିଁ ଏମିତି ବିଜେପି ନେତା ଅଟନ୍ତି ଯାହାକୁ ସମ୍ପୂର୍ଣ ଭାରତ ବର୍ଷ ଜାଣିଛନ୍ତି । ଗତ ୧୩ ବର୍ଷ ହେବ ସେ ଲଗାତାର ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ।