୪୦ ବର୍ଷ ବୟସରେ ବି ଦେଖାଯିବାକୁ ଚାହୁଁଛନ୍ତି ୨୬ ଭଳି ସୁନ୍ଦର ତ ଆଜି ହିଁ ଟ୍ରାଏ କରନ୍ତୁ ଏହି ଟିପ୍ସ

ଆଜିକାଲିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ସମସ୍ତେ ଚାହାନ୍ତି କି ସେମାନେ ଫିଟ ରୁହନ୍ତୁ । କିନ୍ତୁ ଦୁଃଖର କଥା ଏହା ଅଟେ କି ତାଙ୍କୁ ଏଥିପାଇଁ ସମୟ ମିଳେ ନାହିଁ । ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କା ଆୟ କରିବାରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନେ ନିଜର ଖାଦ୍ୟ ପେୟ ଠାରୁ ନେଇ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖି ପାରନ୍ତି ନାହିଁ । ଏହି କାରଣରୁ ଶରୀରରେ କେଉଁ ରୋଗ ଘରେ କରିଯାଏ ଓ ତାହା କେତେବେଳେ ଗମ୍ଭୀର ହୋଇଯାଏ ଏହା ବିଷୟରେ କିଛି ବି ଜଣା ପଡେ ନାହିଁ ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଏମିତି ସମସ୍ୟା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଅଧିକରୁ ଅଧିକ ଲୋକମାନେ ପୀଡିତ ଅଛନ୍ତି । ଯଦି ଆପଣ ବି ବଢୁଥିବା ବୟସରେ ଯବାନ ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଆମ ଦ୍ଵାରା କୁହାଯାଇଥିବା କିଛି ଉପାୟ କରନ୍ତୁ ।

·    ଚେହେରାରେ ରିଙ୍କଲ୍ସ, ଆଖି ତଳ କଳା ପଡିବା, ପିମ୍ପଲ୍ସ କାରଣରୁ କଳା ଦାଗ ଇତ୍ୟାଦିକୁ ଦୂର କରିବା ପାଇଁ ଓ ଏହା ସହିତ ନିଜର ମେକଅପକୁ ରିମୁଭ କରିବା ପାଇଁ ଆପଣ ନଡିଆ ତେଲକୁ ତୁଳା ସାହାର୍ଯ୍ୟରେ ନିଜ ଚେହେରାରେ ଲଗାଇ ପାରିବେ ।

·    ଯଦି ଆପଣଙ୍କ ଚେହେରାରେ ରିଙ୍କଲ୍ସ ଅଛି ତେବେ ଆପଣ ଏହାକୁ ଦୂର କରିବା ପାଇଁ ଅଲିଭ ତେଲକୁ ଅଳ୍ପ ଗରମ କରି ଏହା ଦ୍ଵାରା ଚେହେରାକୁ ମାଲିସ କରନ୍ତୁ । ଏହା ସହିତ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରରୁ ବିଷଯୁକ୍ତ ପଦାର୍ଥ ଅତି ସହଜରେ ବାହାରିଯିବ ଓ ଆପଣଙ୍କ ସ୍କିନ ସଫା ରହିବ ।

ଏହି ଉପାୟକୁ ବି କରି ପାରିବେ

୧. Bangs Haircut

ଏହି ହେୟାରକଟ ଆପଣଙ୍କ ଚେହେରାରେ ବହୁତ ଅନ୍ତର ଆଣି ପାରିବ । ଆପଣ ଏହାକୁ କୌଣସି ବି ବୟସରେ କରି ପାରିବେ । ଏହା ଆପଣଙ୍କ ପର୍ସନାଲିଟୀକୁ ପୂରାପୂରି ଅପଡେଟ କରି ପାରିବ ।

୨. Bob Haircut

ଯଦି ଆପଣ ଛୋଟ ଚୁଟି ପସନ୍ଦ କରୁଛନ୍ତି ତେବେ Bob Haircut ଟ୍ରାଏ କରି ପାରିବେ । ଏହା ଆପଣଙ୍କ ଚେହରାକୁ ପୂରାପୂରି ବଦଳାଇ ଦେବ । ଆପଣ ଏହି ହେୟାରକଟକୁ ନିଜର ଚେହେରା ହିସାବରେ କରନ୍ତୁ ।

୩. Layered Waves Haircut

ଯଦି ଆପଣଙ୍କ ଚୁଟି ଲମ୍ବା ଅଟେ ତ ଆପଣ ନିଜ ଚୁଟି ସହ ବହୁତ ଏକ୍ସପେରିମେଂଟ କରି ପାରିବେ । ଯଦି ଚୁଟି ଲମ୍ବା ଓ ଘନ ଅଟେ ତେବେ ଲେୟାର୍ଡ ୱେଭ୍ସ ସହ ନିଜକୁ ନୂଆ ଲୁକ ଦେଇ ପାରିବେ ।

୪. Lob Haircut

ଏହି ହେୟାର କଟ କୌଣସି ବି ବୟସରେ ଆପଣ କରି ପାରିବେ । ଯଦି ଆପଣ ବଢୁଥିବା ବୟସରେ ଯବାନ ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ନିଶ୍ଚିତ ରୂପରେ ଟ୍ରାଏ କରି ପାରିବେ ।