“ମୋ ପୁରୁଣା ସ୍ଵାମୀ ଯୋଉ ସୁଖ ଦେଉଥିଲା ମୋ ନୂଆ ସ୍ଵାମୀ ସେମିତି…” ଚଉଠି ରାତିରେ ଶାଶୁଘରୁ ପଳେଇ ଆସି ଝିଅ ଯାହା କହୁଛି ନା ଶୁଣିଲେ କାନ ବନ୍ଦ କରିଦେବେ, ଦେଖନ୍ତୁ video

ଝିଅଟି ସିଧାସଳଖ ନିଜ ବାପାମା’ ଓ ପରିବାର ଆଗରେ ମୁହଁ ଖୋଲି ଯାହା କହୁଛି ତା’ କଥା ଶୁଣି ସେମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ଝିଅ ଗୋଟିଏ ଜିଦ୍ ଧରି ବସିଛି ଯେ, ତା’ ନୂଆ ସ୍ଵାମୀ ଭଲ ଲୋକ ନୁହେଁ, ସେ ତାଙ୍କ ସହ ରହି ପାରିବନି । ପୁରୁଣା ସ୍ଵାମୀ ପାଖକୁ ଫେରିଯିବ । ହେଲେ ଝିଅ ଆଗରୁ କେବେ ବାହା ହୋଇଛି ବୋଲି ତା’ ଘରଲୋକ ଜାଣିନାହାନ୍ତି । ଆଉ ଯଦି ସ୍ଵାମୀ ଥିଲା ତେବେ ଆଉ ଜଣଙ୍କୁ ବାହା ହେବାକୁ ସେ କେମିତି ରାଜି ହେଲା ?

ଝିଅ ପୁରା ପରିବାରକୁ ଲୋକହସା କରିବା ସହ ବଂଶର ନାଁ’କୁ ତଳେ ପକେଇ ଦେଇଛି । ଝିଅ କଥା ଶୁଣି ପରିବାର ଲୋକ କହୁଛନ୍ତି, ଏମତି କରିବା ଆଗରୁ ତୋତେ ଟିକେ ଲଜ୍ଜା ଲାଗିଲାନି ? ଆମ ଇଜ୍ଜତ ତଳେ ପକାଇବା ପୂର୍ବରୁ ତୋ ବିବେକ ତୋତେ ଟିକେ ବାଧା ଦେଲାନି ? ତୋରି ପାଇଁ ଆଜି ଦୁଇ ଦୁଇଟି ପରିବାର ନଷ୍ଟ ହେବାକୁ ଯାଉଛି । ତୁ ତା’ର ଦଣ୍ଡ ନିଶ୍ଚିତ ପାଇବୁ ।

ନୂଆ ବୋହୂଟିଏ କେମିତି ବାହାଘର ଚାରିଦିନ ପରେ ବାପଘରକୁ ପଳେଇ ଆସି ଏଭଳି ଡ୍ରାମା କରୁଛନ୍ତି ତା’ର ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ତାଙ୍କର ଆଗରୁ ବି ଥରେ ବାହାଘର ସରିଛି ବୋଲି ସେ ଜିଦ୍ ଧରି ବସିଛନ୍ତି । ଆଗରୁ ଜଣେ ସ୍ଵାମୀ ଅଛି କହି ନୂଆ ଶାଶୁଘରୁ ପଳେଇ ଆସିଛି ଝିଅଟି । ଆଉ ସେ ନୂଆ ପାଖକୁ ଯିବ ନାହିଁ ବୋଲି ସିଧାସଳଖ ଜିଦ୍ ଧରିଛି ।

ଆଉ ବାପଘର ଲୋକେ ଝିଅର ଏଭଳି କାଣ୍ଡ ଦେଖି ମୁଣ୍ଡରେ ହାତ ଦେଇ ବସିଲେଣି । କଣ କରିବେ କିଛି ବୁଝି ପାରୁନାହାନ୍ତି । ତେଣୁ ସବୁ ଝିଅମାନଙ୍କୁ ଏତିକି ଅନୁରୋଧ ଯଦି ଆଉ ସହ ପ୍ରେମ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କ ସହ ଜୀବନ ଗଢିବା ପାଇଁ ସ୍ଵପ୍ନ ଦେଖିଛନ୍ତି ତେବେ ଆଉ କାହାକୁ ଜବରଦସ୍ତ ବିବାହ କରି ତାଙ୍କ ଜୀବନ ନଷ୍ଟ କରନ୍ତୁନି ।

କିଛିଦିନ ପାଇଁ ସମ୍ପର୍କ ଯୋଡି ପୁଣି କାହା ସହ ପଳେଇ ଯିବାକୁ କେବେବି ଚିନ୍ତା କରନାହିଁ । କାରଣ ଏହାଦ୍ବାରା ଦୁଇ ଦୁଇଟି ପରିବାର ମାନ ଇଜ୍ଜତ ସବୁ ମାଟିରେ ମିଶିଯାଏ । ତେଣୁ ବାହା ହେବା ଆଗରୁ ଭଲ ଭାବରେ ବିଚାର କରି ନିଷ୍ପତ୍ତି ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।