ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଶୁଭ କାର୍ଯ୍ୟ କରିବା ପାଇଁ ଜ୍ୟୋତିଷଙ୍କ ଠାରୁ ସଠିକ ସମୟ ଏବଂ ମୁହୂର୍ତ ବାହାର କରାଯାଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ଗୁଡିକ ନିରନ୍ତର ନିଜର ଗତି ଏବଂ ରାଶିକୁ ବଦଲାଇ ଥାନ୍ତି । ଗ୍ରହମାନଙ୍କର ଏହି ପ୍ରକାରର ରାଶି ବଦଳାଇବାକୁ ଗୋଚର କୁହାଯାଏ । କହିଦେଉଛୁ ଯେ ମଙ୍ଗଳ ଗ୍ରହରେ ମେଷ ରାଶି ପ୍ରବେଶ କରୁଛନ୍ତି । ମଙ୍ଗଳର ଏହି ରାଶି ପରିବର୍ତ୍ତନ ୫ ଫେବ୍ରୁୟାରୀ ରାତି ୧୧ ଟା ବାଜି ୪୭ ମିନିଟରେ ହୋଇଛି । ମେଷ ରାଶିରେ ମଙ୍ଗଳ ଗ୍ରହ ପାଖାପାଖି ୪୫ ଦିନ ପର୍ଯ୍ୟନ୍ତ ରହିବ ।
କହିଦେଉଛୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ କୌଣସି ରାଶିରେ ପ୍ରେବଶ କରିଲେ ତାହାର ପ୍ରଭାବ ସବୁ ରାଶି ଉପରେ ପଡିଥାଏ । କହିଦେଉଛୁ ଯେ ମଙ୍ଗଳ ଗୃହ ବହୁତ ଭୟାନକ ହୋଇଥାଏ । ଯେଉଁ କାରଣରୁ ଏହା ଯେଉଁ ରାଶି ମଧ୍ୟରେ ରହିଥାଏ ସେହି ଜାତକ ମଧ୍ୟରେ ଊର୍ଜା, ଆତ୍ମବିଶ୍ଵାସ, ଅହଂକାର, ବିରତା ଏବଂ ସାହାସ ଭଳି ଗୁଣ ଆସିଯାଏ । ତେବେ ଚାଳନ୍ତୁ ଜାଣିବା ମଙ୍ଗଳ ଗ୍ରହ ମେଷ ରାଶିରେ ଗୋଚର କରିବା ଦ୍ଵାରା କେଉଁ ରାଶି ଉପରେ ପଡିବ ପ୍ରଭାବ ।
ମେଷ ରାଶି
କହି ଦେଉଛୁ ଯେ ମେଷ ରାଶିରେ ମଙ୍ଗଳ ଗ୍ରହ ପ୍ରବେଶ କରୁଛି । ଏହା ଦ୍ଵାରା ଏହି ରାଶିମାନଙ୍କୁ ଶୁଭ ଫଳ ମିଳିବ । ଏମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଏହା ସହିତ କ୍ୟାରିୟରରେ ସଫଳତା ମିଳିବାର ନଜର ଆସୁଛି । କିନ୍ତୁ ବାହନ ଚଳାଇବା ସମୟରେ ସାବଧାନ ହୋଇ ଚଳାଇବେ ।
ମିଥୁନ ରାଶି
ଏହି ରାଶିର ଜାତକଧାରିମାନଙ୍କ ପାଇଁ ଏହି ଗୋଚର ଶୁଭ ରହିବ । କହି ଦେଉଛୁଜ ଯେ ଏହି ରାଶିର ଲୋକମାନଙ୍କୁ ଧନ ଲାଭର ଯୋଗ ପ୍ରସ୍ତୁତ ହେଉଛି । ଶତ୍ରୁ ମାନଙ୍କ ଉପରେ ଆପଣ ବିଜୟ ହାସଲ କରି ପାରିବେ । ଏତଦ ବ୍ୟତିତ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ଭଲ ପରିଣାମ ମିଳିବ ।
କର୍କଟ ରାଶି
କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ଗୋଚର ଶୁଭ ଅଟେ । ଚାକିରି – ବିଜନେସ ଠାରୁ ଆରମ୍ଭ କରି ଆୟ ଏବଂ ସମ୍ପତି ସବନ୍ଧିତ ସମସ୍ତ ପ୍ରକାରର ମାମଲାରେ ଏମାନଙ୍କୁ ଲାଭ ମିଳିବ । ଏହା ସହିତ ଲୋକମାନଙ୍କ ମଧ୍ୟରେ ମାନ ସମ୍ମାନ ବଢିବ । ଏହା ସହିତ ପ୍ରେମ ସବନ୍ଧର ବି ଯୋଗ ଅଛି ।
ମକର ରାଶି
ମକର ରାଶିଙ୍କ ପାଇଁ ଏହି ଗୋଚର ଶୁଭ ପ୍ରମାଣିତ ହେବ । ଆର୍ଥିକ ଲାଭ ହେବ । ଆୟରେ ବି ବୁଦ୍ଧି ହୋଇ ପାରିବ । ଭାଇ – ଭଉଣୀ ଏବଂ ସାଙ୍ଗମାନଙ୍କର ସହାୟତା ମିଳିବ । ଜୀବନସାଥୀ ଏବଂ ବିଜନେସ ପାର୍ଟନରଙ୍କ ସହିତ ଭଲ ସମ୍ପର୍କ ରଖିବା ଲାଭକାରୀ ରହିବ ।