କେବଳ ୨ ସେକେଣ୍ଡ ଲାଗିଲା ଆକାଶରୁ ଏମିତି ସଙ୍କଟ ଆସିବାରେ, ଦେଖନ୍ତୁ କଣ ହେଲା ଏହି ଝିଅଟି ସହ

ବର୍ଷା ଦିନ ଏକ ଏମିତି ସମୟ ହୋଇଥାଏ ଯେଉଁ ସମୟରେ ପ୍ରାୟତଃ ଲୋକମାନେ ବାହାରେ ବୁଲି ଏହାର ଆନନ୍ଦ ନେବାକୁ ଚାହାଁନ୍ତି । ଏହା ଛଡା ଆପଣ ଜାଣିଛନ୍ତି କି ବର୍ଷା ସମୟରେ ଆକାଶରେ ମାରୁଥିବା ବିଜୁଳି କାରଣରୁ ସବୁ ବର୍ଷ ବହୁତ ଲୋକମାନଙ୍କର ଜୀବନ ଚାଲି ଯାଇଥାଏ । ସବୁ ବର୍ଷ ବିଜୁଳି ପଡିବା ଦ୍ଵାରା କିଛି ଲୋକମାନେ ମରି ଯାଆନ୍ତି ତ କିଛି ଲୋକ ଅଳ୍ପକେ ବଞ୍ଚି ଯାଆନ୍ତି । କହିବାକୁ ଗଲେ ବିଜୁଳି ପଡିବା ମାନେ ଆକାଶରୁ ବହୁତ ବଡ ଇଲେକ୍ଟ୍ରିକ ସ୍ପାର୍କ ହୋଇଥାଏ ।

ଗୋଟିଏ ସମୟରେ ଆକାଶରୁ ପଡୁଥିବା ବିଜୁଳି ଗୋଟିଏ ଅରବ ଭୋଲ୍ଟ ବି ହୋଇପାରେ । ସେଥିପାଇଁ ଖରାପ ମୌସମ ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଭିଡିଓ ଦେଖାଇବୁ ଯେଉଁଥିରେ ଦେଖା ଯାଇଛି କି ଏକ ସୁନ୍ଦର ଝିଅ ସହିତ କିଛି ଏମିତି ହେଉଛି କି ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।

ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ଏହି ଝିଅ ସହିତ ଏମିତି କଣ ହେଲା କି ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହୋଇ ଯାଇଛି । ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ଝିଅ ଏକ ପାହାଡର ଶୀର୍ଷକୁ ଯାଉଛି କିନ୍ତୁ ସେହି ସମୟରେ ଅଚାନକ ଯାହା ହେଉଛି, ତାହାକୁ ଦେଖି ସମସ୍ତଙ୍କର ହୋସ ଉଡିଗଲା ।

ଆପଣମାନଙ୍କୁ କହିଦେଉଛୁ କି ବର୍ଷା ସମୟରେ ଆକାଶରୁ ବିଜୁଳି ଚମକୁଥିବାର ଦୃଶ୍ୟ ଦେଖିବା ବହୁତ ସୁନ୍ଦର ଲାଗିଥାଏ କିନ୍ତୁ ନିଜ ଆଖପାଖରେ ବିଜୁଳି ପଡିବାର ଦୃଶ୍ୟକୁ ଦେଖିବାକୁ କେହି ପସନ୍ଦ କରିବେ ନାହିଁ । ଆପଣ ଏହି ଭିଡିଓରେ ଦେଖି ପାରିବେ କି ଯେତେବେଳେ ଏହି ଝିଅ ଜଣକ ନିଜ ବନ୍ଧୁ ସହ ସମୁଦ୍ର ଆଡକୁ ଯାଉଥିଲା ତେବେ ତାକୁ ଅନ୍ଦାଜ ବି ନ ଥିଲା କି ତାହା ସହିତ ଏମିତି ବି ହୋଇପାରେ ।

କହିବାକୁ ଗଲେ ଏହି ସୁନ୍ଦର ସମୟର ଫଟୋକୁ ତାହାର ବନ୍ଧୁ କ୍ୟାମେରାରେ ରେକର୍ଡ କରି ନେଇ ଥିଲା । ବର୍ଷା ସମୟରେ ଝିଅ ଜଣକ ସମୁଦ୍ର କୂଳକୁ ଯାଉଥିଲା କି ଅଚାନକ ତାହା ପାଖରେ ବିଜୁଳି ପଡିଲା । କିନ୍ତୁ ଏହା ଦ୍ଵାରା କାହାର କିଛି କ୍ଷତି ହୋଇ ନାହିଁ ଓ ସମସ୍ତେ ଅଳ୍ପକେ ବଞ୍ଚିଗଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।