ଆସନ୍ତା ୫ ମାସ ଲଗାତାର ଦୁଃଖର ସାମ୍ନା କରିବେ ଏହି ସବୁ ରାଶି, ବଞ୍ଚିବା ପାଇଁ କରନ୍ତୁ ଏହି କାମ

ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଆମେ ଇଶ୍ଵରଙ୍କୁ ପ୍ରାର୍ଥନା କରିଥାଉ କି ଜୀବନରେ ସୁଖ ଓ ଶାନ୍ତି ଲାଗି ରହିଥାଉ । କିନ୍ତୁ କହିବାକୁ ଗଲେ ଆପଣଙ୍କର ରାଶି ଓ ତା’ ସମ୍ବନ୍ଧିତ ଗ୍ରହ ନକ୍ଷତ୍ରମାନଙ୍କର ଗତି ପରିବର୍ତ୍ତନ ଏହା ଉପରେ ଅଧିକ ପ୍ରଭାବ ପଡିଥାଏ । କିଛି ମାମଲାରେ ଗ୍ରହମାନଙ୍କର ଖରାପ ଦଶା ଆପଣଙ୍କ ଜୀବନରେ ପଡିଯାଏ କି ଦୁଃଖ ଆପଣଙ୍କ ଜୀବନରୁ ଯିବା ନାଁ ହିଁ ନିଏ ନାହିଁ । ଏମିତି ହିଁ କିଛି ଆସନ୍ତା ୫ ମାସରେ ଏହି ତିନି ରାଶିର ବ୍ୟକ୍ତିମାନଙ୍କ ସହିତ ହେବାର ଅଛି ।

ବୃଷ ରାଶି :

Image courtesy: Google

ଏହି ରାଶିର ଲୋକମାନଙ୍କୁ ଟଙ୍କାର ଅଭବାର ସାମ୍ନା କରିବାକୁ ପଡିବ । ସେଥିପାଇଁ ଟଙ୍କା ସମ୍ବନ୍ଧିତ ମାମଲାରେ ଆପଣ ସବୁବେଳେ ସତର୍କ ରୁହନ୍ତୁ ଓ ଭାବିଚିନ୍ତି ହିଁ ଖର୍ଚ୍ଚ କିମ୍ବା ନିବେଶ କରନ୍ତୁ । ଏହି ସମସ୍ୟାକୁ ଟାଳିବା ପାଇଁ ପ୍ରତି ଶୁକ୍ରବାର ଦିନ ଗରିବ ବିବାହିତା ମହିଳାଙ୍କୁ ଲାଲ ରଙ୍ଗର ଶାଢୀରେ ନିଜ ଇଚ୍ଛା ଅନୁସାରେ କିଛି ଟଙ୍କା ରଖି ଭେଟି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ ଓ ଆପଣଙ୍କର ହେବାକୁ ଥିବା ଆର୍ଥିକ ସମସ୍ୟା ଟଳି ଯିବ ।

ବିଛା ରାଶି :

Image courtesy: Google

ଏହି ରାଶିର ଲୋକମାନଙ୍କୁ ଆସନ୍ତା ୫ ମାସ ପର୍ଯ୍ୟନ୍ତ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିବ । ଅର୍ଥାତ ଆସନ୍ତା ୫ ମାସ ଆପଣଙ୍କୁ ଭାଗ୍ୟ ସବୁବେଳେ ଆପଣଙ୍କୁ ଧୋକା ଦେବ । ଆପଣ ଯେତେ ଚେଷ୍ଟା କରିଲେ ବି ଆପଣଙ୍କର କାମ ପୂର୍ଣ୍ଣ ହେବ ନାହିଁ । ଦୁର୍ଭାଗ୍ୟ ଏତେ ସହଜରେ ଆପଣଙ୍କର ପିଛା ଛାଡିବ ନାହିଁ । ଏମିତିରେ ଏହି ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ପ୍ରତି ବୁଧବାର ଦିନ ଗଣେଶଙ୍କ ମନ୍ଦିରରେ କୌଣସି ବ୍ରୋଞ୍ଚ କିମ୍ବା ତମ୍ବାରେ ପ୍ରସ୍ତୁତ ବସ୍ତୁ ଦାନ କରନ୍ତୁ ।

ତୁଳା ରାଶି :

Image courtesy: Google

ଏମାନଙ୍କୁ ଆସନ୍ତା ୫ ମାସରେ ଖରାପ ସ୍ୱାସ୍ଥ୍ୟ ଓ ସମ୍ପର୍କରେ ମାନମାଳୀନର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ । ସବୁବେଳେ ଶାନ୍ତିର ସହ ସମସ୍ତ କାମ ଓ ସମସ୍ତଙ୍କ ସହିତ କଥାବାର୍ତ୍ତା କରନ୍ତୁ । ନ ହେଲେ ପଛରେ ଆପଣ ଦୁଃଖ ଅନୁଭବ କରିବେ । କିନ୍ତୁ ଏଥିପାଇଁ ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରରେ ତେଲର ଦୀପ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।